Home

ଜଣେ ଶିକ୍ଷକରେ ଚାଲିଛି ଉଚ୍ଚବିଦ୍ୟାଳୟ

ନାକଟିଦେଉଳ,୧୦ା୮(ବୈକୁଣ୍ଠ ନାଥ ସାହୁ): ଜଣେମାତ୍ର ଶିକ୍ଷକରେ ଚାଲିଛି ନାକଟିଦେଉଳ ବ୍ଲକ ଶିମିଳିପାଳ ପଞ୍ଚାୟତ କାଦୋବାହାଳ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୬୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଦୀର୍ଘ ୭ବର୍ଷ ହେଲା ପ୍ରଧାନ ଶିକ୍ଷକ…

ପୀଡିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ତାହାଠୁ ଅଧିକ ଅପମାନଜନକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୮ : ସୁପ୍ରିମକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଭୟ ଏବଂ ଅପମାନର କାରଣ ହୋଇଥିବାବେଳେ ଏକ ମିଥ୍ୟା ଅଭିଯୋଗ ଏହାଠାରୁ ଅଧିକ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବଳାତ୍କାରର ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ ରକ୍ଷା କରାଯିବା…

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ସହିତ ତିନି ଜଣଙ୍କୁ ଧରିଥିଲେ। ପୋଲିସ ଏବଂ ଯବାନ ଅଭିଯୁକ୍ତମାନଙ୍କୁ ପଚରାଉଚରା…

ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର

ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ ଟକିଜ…

ରକ୍ତଚାପ-ଅପସ୍ମାର-ମଧୁମେହ-ମାଇଗ୍ରେନ ଔଷଧ ହେବ ଶସ୍ତା…

ନୂଆଦିଲ୍ଲୀ,୧୦।୮ : ରକ୍ତଚାପ-ଅପସ୍ମାର-ମଧୁମେହ ଏବଂ ମାଇଗ୍ରେନର ଚିକିତ୍ସାରେ ବ୍ୟବହୃତ ଔଷଧ ଶସ୍ତା ହେବ। କେନ୍ଦ୍ର ସରକାର ଏହି ଔଷଧଗୁଡ଼ିକୁ ମୂଲ୍ୟ ନିୟନ୍ତ୍ରଣ ଅଧୀନରେ ଆଣିଛନ୍ତି, ଯେଉଁ କାରଣରୁ ବଜାରରେ ଉପଲବ୍ଧ ଏହି ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇପାରେ। ନ୍ୟାଶନାଲ ଫାର୍ମାସ୍ୟୁଟିକାଲ…

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ ୫୯ ପୃଷ୍ଠାର ଡ୍ରାଫ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ଚିକିତ୍ସା, ଚେକ ଅପ, ଜନ୍ମ-ମୃତ୍ୟୁ ସମେତ…

ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ

ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଆମେରିକାର ୟୁଟାର ବାସିନ୍ଦା ଥିଲେ। ଆମେରିକାର ରାଷ୍ଟ୍ରପତି ୟୁଟା ଗସ୍ତ କରିବାର କିଛି ଘଣ୍ଟା…

ଅଣାୟତ୍ତ ଘରୋଇ ସ୍କୁଲ

କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ରହିଥିବାବେଳେ ୨୦ରୁ ଊଦ୍ଧର୍‌ବ ସ୍କୁଲ୍‌ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍‌…

କିଶୋରୀଙ୍କ ଅଧିକାର କ୍ଷୁଣ୍ଣ

ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ…

ଅସଦାଚରଣ ଅଭିଯୋଗ: ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର…

ନୂଆଦିଲ୍ଲୀ,୧୦।୮ : ବାରମ୍ବାର ଅସଦାଚରଣ ଅଭିଯୋଗରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛନ୍ତି। ଅଗଷ୍ଟ ୭ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି ରାଷ୍ଟ୍ରପତି ବସନ୍ତ ରଥଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି…

କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ

ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍‌ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି ହସ୍ପିଟାଲ…

ଶୁଖିଲା ଭାତ ଖାଇ ନିଜ ଜୀବନ ବିତାଉଛନ୍ତି ନାଇଜର ରାଷ୍ଟ୍ରପତି: ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୦।୮ : କ୍ଷମତାଚ୍ୟୁତ ହୋଇଥିବା ନାଇଜର ରାଷ୍ଟ୍ରପତିଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ସେ କେବଳ ଭାତ ଖାଇ ଜୀବନ ବିତାଉଛନ୍ତି। ଏହାକୁ ନେଇ ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଉଦବେଗ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri