୧୧ ଥର ନୋଟିସ ପରେ ହାଜର ହେଲେନି ପଶ୍ଚିମବଙ୍ଗ ମନ୍ତ୍ରୀ, ଇଡ଼ି ୧୨ ଥର ପାଇଁ ପଠାଇଲା ନୋଟିସ…
କୋଲକାତା,୧୨।୭ : ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। କୋଇଲା ଦୁର୍ନୀତିରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଜୁଲାଇର ତୃତୀୟ ସପ୍ତାହରେ ଦିଲ୍ଲୀ କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବାକୁ କହିଛନ୍ତି।…
ତାଇଓ୍ବାନ ସୀମାରେ ଘୂରି ବୁଲୁଛି ଚାଇନାର ୩୦ଟି ସେନା ବିମାନ
ତାଇପେଇ,୧୨।୭: ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନାକୁ ନେଇ ଏକ ବଡ ଖୁଲାସା କରିଛି। ମନ୍ତ୍ରଣାଳୟ ସୂଚନାନୁସାରେ ଦେଶ ସୀମାରେ ୩୦ସେନା ବିମାନ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଚାଇନା ତା’ର ପ୍ରତିରକ୍ଷା ବିଭାଗର ସାମରିକ ମକ୍ଡ୍ରିଲ ପାଇଁ ଦୁଇ ଦିନ ପୂର୍ବରୁ ତା’ର…
ବିଳମ୍ବ ହେଲା ଆସିବାରେ ତୁମର: ଫିଲ୍ମ ଷ୍ଟାଇଲରେ ବିଚାରପତିମାନଙ୍କୁ ସ୍ବାଗତ କଲେ ଚନ୍ଦ୍ରଚୂଡ଼…
ନୂଆଦିଲ୍ଲୀ,୧୨।୭ : ସୁପ୍ରିମକୋର୍ଟ ରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କଲପତି ଭେଙ୍କଟାରମଣ ବିଶ୍ୱନାଥନଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ…
ନେପାଳ ହେଲିକପ୍ଟର ଦୁର୍ଘଟଣା: ନେପାଳ ପୂର୍ବରୁ ଭାରତକୁ ତାଜମହଲ ଦେଖିବାକୁ ଆସିଥିଲେ ଯାତ୍ରୀ
କାଠମାଣ୍ଡୁ,୧୨।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଏହି ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ମେକ୍ସିକୋର ନାଗରିକ ଏବଂ ସେମାନେ ଗୋଟିଏ ପରିବାରର ଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ…
ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’
ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନ ଥିଲା, କିନ୍ତୁ ଏହାର କାହାଣୀ ନିଶ୍ଚିତ ଭାବରେ…
ନେପାଳ ଗସ୍ତରେ ଚାଇନା ଚାଣକ୍ୟ: ୨୩ ଜୁଲାଇରୁ ଆରମ୍ଭ…
ବେଜିଂ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଭାରତ ଗସ୍ତ ଏବଂ କାଠମାଣ୍ଡୁ ଗସ୍ତ ପାଇଁ ଆମେରିକାର ଅଧିକାରୀଙ୍କ ଯୋଜନା ପରେ ଚାଇନା ବର୍ତ୍ତମାନ ନେପାଳ ପାଇଁ ନିଜର ନୂଆ ଯୋଜନା ଆରମ୍ଭ କରିଛି। ଚାଇନା ଶାସକ କମ୍ୟୁନିଷ୍ଟ…
ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ ତିନୋଟି…
ଜୋରିମନା ଦେବେ ଥଲାପତି ବିଜୟ
ସାଉଥ୍ ଅଭିନେତା ଥଲାପତି ବିଜୟ ରାଜନୀତିରେ ଯୋଗ ଦେବା ଚର୍ଚ୍ଚା ଭିତରେ ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି। ପାନିୟରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ବିଜୟ ଦୁଇଟିରୁ ଅଧିକ ସ୍ଥାନରେ ଟ୍ରାଫିକ୍ ନିୟମ ଭାଙ୍ଗିଥିଲେ। ଫଳରେ ବିଜୟଙ୍କୁ ମଧ୍ୟ ଜୋରିମନା କରାଯାଇଛି।…
ପାକିସ୍ତାନରେ ବନ୍ୟା ବିତ୍ପାତ: ଭାରତକୁ ଦାୟୀ କଲେ ପାକିସ୍ତାନ ନାଗରିକ
ଇସଲାମବାଦ,୧୨।୭: ସାରା ବିଶ୍ୱରେ ଏବେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖାଯାଇଛି। କେବଳ ବର୍ଷା, ବନ୍ୟା କି ଭୂସ୍ଖଳନ ନୁହେଁ ସ୍ଥାନେ ସ୍ଥାନେ ମରୁଡି ସମସ୍ୟା ମଧ୍ୟ ଉପୁଜିଛି। ପ୍ରକୃତିର ଏହି କରାଳ ରୂପରେ ସାରା ବିଶ୍ୱ ଆତଙ୍କିତ ହୋଇ…
ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…
ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ…
ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…
ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ପ୍ରଥମ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ…
ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ
ଇସଲାମବାଦ,୧୨।୭: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନ ପସନ୍ଦ ଆସିଲା ନାହିଁ ବୋଲି ଚାକିରିରୁ କରିଦେଲେ ବିଦା। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, ପିଟିଭି ସାମ୍ବାଦିକ ଆଜମ ଚୌଧୁରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଜଣେ…
Archives


