Home

ଘୃଣା ମନ୍ତବ୍ୟ ମାମଲା: ଆଜମ୍‌ ଖାଁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୨୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ,୧୫।୭: ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ଘୃଣା ମନ୍ତବ୍ୟ ମାମଲାରେ ତାଙ୍କୁ ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫୦୦ ଟଙ୍କା ଜରିମାନା…

ଅଭିଯୁକ୍ତଙ୍କର ଚୁପ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ତାଙ୍କୁ କହିବାକୁ ବାଧ୍ୟ କରିହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୫।୭ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିମ୍‌ ଜଣେ ଅଭିଯୁକ୍ତର ନୀରବ ରହିବାର ସମସ୍ତ ଅଧିକାର ଅଛି ଏବଂ ଅନୁସନ୍ଧାନକାରୀମାନେ ତାଙ୍କୁ ନିଜ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରିପାରିବେ…

ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ

ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍‌ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ ଭୂମିକାରେ ନଜର ଆସୁଥିଲେ। ଏବେ ତାଙ୍କ ବିୟୋଗରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି। ଶୋ’ର…

୧୦୦୦ ପିଲାଙ୍କୁ ସନ୍ତ୍ୟପାନ କରାଇଲେ ମହିଳା, ଗିନିଜ ବୁକ୍‌ରେ ରେକର୍ଡ

ମା’ର କ୍ଷୀର ପିଲାମାନଙ୍କ ପାଇଁ ଅମୃତ ସହ ସମାନ। ଡାକ୍ତରମାନେ କହିଛନ୍ତି, ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ ମା’ର କ୍ଷୀର ଦିଆଯିବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣର ପୋଷକତତ୍ତ୍ୱ ରହିଥାଏ, ଯାହା ଶିଶୁର ମାନସିକ ବିକାଶ ବୃଦ୍ଧି…

ଫ୍ଲାଟ୍‌ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…

ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ…

୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ

ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ…

ସ୍ବାଧୀନତା ଦିବସରେ ୪୦କୋଟି ଟଙ୍କାର ପତାକା ଉଡାଇବ ପାକିସ୍ତାନ

ଇସଲାମବାଦ,୧୫।୭: ପଡୋଶୀ ଦେଶ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆର୍ଥିକ ପରିସ୍ଥିତିରେ ଦୁର୍ବିସହ ହୋଇ ପଡିଥିବା ପାକିସ୍ତାନକୁ ଆଇଏମଏଫ ୩ ଅରବ ଡଲାରର ଋଣ ଅନୁମୋଦନ କରିଛି। କିନ୍ତୁ ସବୁଥର ପରି ପାକିସ୍ତାନ ଅର୍ଥନୀତି ଏବଂ ଦେଶର ନାଗରିକଙ୍କ…

୨୦୩୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଚାଇନା

ବେଜିଂ,୧୫।୭: ଚନ୍ଦ୍ରକୁ ମଣିଷ ପଠାଇବା ଚାଇନା। ୨୦୩୦ ସୁଦ୍ଧା ଚାଇନା ମହାକାଶ ଯାତ୍ରୀଙ୍କୁ ସାଙ୍ଗରେ ଧରି ମହାକାଶକୁ ଯିବ ରକେଟ୍‌। ଆଗାମୀ ମିଶନରେ ଚାଇନା ଦୁଇଟି ରକେଟ ଉତ୍‌କ୍ଷେପଣ କରିବ। ଗୋଟିଏରେ ଯାତ୍ରୀ ରହିବେ ଏବଂ ଅନ୍ୟଟି ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ…

ମୋଦିଙ୍କୁ ସ୍ବାଗତ କରିବାକୁ ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ହେଲା ବୁର୍ଜ ଖଲିଫା

ଆବୁଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସକାଳେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ…

‘ବିଶ୍ୱର ସବନିମ୍ନ ବାସସ୍ଥଳୀ ଯୋଗ୍ୟ’ ଭାବେ ବିଶ୍ୱର ୫ଟି ସହର ମଧ୍ୟରେ ସ୍ଥାନ ପାଇଲା କରାଚି

ଇସଲାମବାଦ,୧୫।୭: ବିଶ୍ୱରେ ସବୁଠୁ କମ୍‌ ରହଣି ଯୋଗ୍ୟ ଭାବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସହର ମଧ୍ୟରେ ସ୍ଥାନ ପାଇଛି କରାଚି। ଏନେଇ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ସୂଚନା ଦେଇଛି। ଗ୍ଲୋବାଲ ଲାଇଭେବିଲିଟି ଇଣ୍ଡେକ୍ସ ୨୦୨୩ ଅଦୁଯାୟୀ ପାକିସ୍ତାନର କରାଚି ବିଶ୍ୱର…

ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍‌ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ

ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍‌ ଜବାବ ଦେବ ପାକିସ୍ତାନ। ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ଏହି ସପ୍ତାହରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ…

ଓପନଏଆଇର ବିକଳ୍ପ ହେବ ଏକ୍ସଏଆଇ: ଏଲନ ମସ୍କ

ସାନ ଫ୍ରାନ୍‌ସିସ୍କୋ,୧୫।୭: ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ ନିଜ ଏଆଇ ମଡେଲକୁ ବିକଶିତ କରିବା ପାଇଁ ଏଆଇ ସଫ୍ଟୱେୟାରରେ ଟେସଲା ସହ କାମ କରିବା ନେଇ ସୂଚନାଦେଇଛନ୍ତି। ଏଥିପାଇଁ ସେ ଟ୍ବିଟରରେ ସାର୍ବଜନୀନ ଟ୍ବିଟ୍‌ ବ୍ୟବହାର କରିବେ। ମସ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri