Home

ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ମହିଳାଙ୍କୁ ଆଶ୍ୱସ୍ତି: ମାମୁଲି ଘଟଣା କହି ଶୁଣାଣି କରିବାକୁ ମନା କଲେ କୋର୍ଟ

ଚେନ୍ନାଇ,୧୭।୮: ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଲୋଇସ ସୋଫିଆ ନାମକ ଜଣେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସୋଫିଆଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି। ଏକ ବିମାନରେ ଭାଜପା ନେତାଙ୍କୁ ଟାର୍ଗେଟ…

ସୂର୍ଯ୍ୟକୁମାର ୧ ନମ୍ବର

ନୂଆଦିଲ୍ଲୀ,୧୭।୮:ଆଇସିସି ସର୍ବଶେଷ ଟି-୨୦ ର଼୍ୟାଙ୍କିଂ ପ୍ରକାଶ କରିଛି। ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଂରେ ଭାରତର ତାରକା ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନ ଅଛନ୍ତି। ସେ ଗତ ବର୍ଷ ଟି -୨୦ ବିଶ୍ୱକପ ସମୟରେ ଏହି ର଼୍ୟାଙ୍କିଂ ହାସଲ କରିଥିଲେ। ଏହା ବ୍ୟତୀତ ଶୁଭମାନ ଗିଲଙ୍କ…

ଭାରତକୁ ଚାଉଳ-ଚିନି ମାଗିଲା ନେପାଳ…

କାଠମାଣ୍ଡୁ,୧୭।୮ : ଆଗାମୀ ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀର ଅଭାବର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ନେପାଳ ସରକାର ଧାନ, ଚାଉଳ ଏବଂ ଚିନି ଯୋଗାଣକୁ ସହଜ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି। ବାଣିଜ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ଯୁଗ୍ମ…

ଆଜି ସ୍ବାଧୀନତା ଦିବସ ପାଳୁଛି ଇଣ୍ଡୋନେସିଆ, ଏମିତି ଅଭିନନ୍ଦନ ଜଣାଇଲା ଗୁଗ୍‌ଲ ଡୁଡ୍‌ଲ

ଜାକର୍ତ୍ତା,୧୭ା୮: ଗୁଗ୍‌ଲ ଡୁଡ୍‌ଲ ଇଣ୍ଡୋନେସିଆର ୭୮ ତମ ସ୍ବାଧୀନତା ଦିବସକୁ କଳାକାର ଡାଏଲା ମହାରାଣୀଙ୍କ ଏକ ବିଶେଷ ଫଟୋ ସହିତ ଅଭିନନ୍ଦନ ଜଣାଇଛି। ଇଣ୍ଡୋନେସିଆ ଆନୁଷ୍ଠାନିକ ଭାବରେ ୧୭ ଅଗଷ୍ଟ ୧୯୪୫ରେ ଡଚ୍‌ ଶାସନରୁ ସ୍ବାଧୀନତା ଲାଭ କରିଥିଲା। ଗୁଗ୍‌ଲ ଏକ…

ପ୍ରବଳ ବର୍ଷାରେ ମଣିପୁରରେ ଭୂସ୍ଖଳନ

ଇମ୍ଫାଲ,୧୭।୮: ମଣିପୁରରେ ଦୀର୍ଘ ଦିନ ଧରି ହିଂସା ଥମି ନ ଥିବା ବେଳେ ରାଜ୍ୟ ପୁଣି ଏକ ଅସୁବିଧାର ସମ୍ମୁଖିନ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାଜ୍ୟର ନୋନି ଜିଲାରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଭୂସ୍ଖଳନରେ ଇମ୍ଫାଲ-ସିଲଚର ରାଜପଥ…

ଗ୍ରେନେଡ ଆକ୍ରମଣରେ ୩ ପୋଲିସ ଆହତ

କରାଚୀ,୧୭ା୮: କରାଚୀରେ ଏକ ପୋଲିସ ଗାଡ଼ି ଉପରକୁ ଅଜଣା ବ୍ୟକ୍ତି ହ୍ୟାଣ୍ଡ ଗ୍ରେନେଡ୍‌ ଫିଙ୍ଗିବା ଦ୍ୱାରା ତିନି ଜଣ ପାକିସ୍ତାନୀ ପୋଲିସ ଆହତ ହୋଇଛନ୍ତି। କରାଚୀର ସିନିୟର ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଗୁରୁବାର କହିଛନ୍ତି, ସଚ୍ଚାଲ କରାଚୀରେ ଏକ ପୋଲିସ ଗାଡ଼ି…

ଭାରତ-ଚାଇନା ସୀମା ବିବାଦ ଦୁଇ ଦେଶର ସମ୍ପର୍କର ଆଧାର ନୁହେଁ: ଗ୍ଲୋବାଲ ଟାଇମ୍ସ…

ଲେହ,୧୭।୮ : ଗତ ତିନି ବର୍ଷ ଧରି ଭାରତ ଏବଂ ଚୀନ ମଧ୍ୟରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ତିକ୍ତତା ଜାରି ରହିଛି। ଏହି ଉତ୍ତେଜନାକୁ ସମାଧାନ କରିବା ପାଇଁ, ଅଗଷ୍ଟ ୧୩ ଏବଂ ୧୪ ରେ, ୧୯ତମ ଥର…

ଭାରତୀୟ ସେନାରେ ସାମିଲ୍‌ ହେବ ଆପାଚେ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ,୧୭।୮: ଭାରତୀୟ ସେନାରେ ସାମିଲ୍‌ ହେବ ଆପାଚେ ଲଢୁଆ ହେଲିକପ୍ଟର। ଆମେରିକୀୟ ଏରୋସ୍ପେସ ବୋଇଙ୍ଗ ଏହି ଲଢୁଆ ହେଲିକପ୍ଟର ନିର୍ମାଣ ଆରମ୍ଭ କରିଛି। କମ୍ପାନୀ ସମୁଦାୟ ୬ଟି ଏଏଏଚ-୬୪ଇ ଆପାଚେ ହେଲିକପ୍ଟର ଭାରତୀୟ ସେନାକୁ ଦେବ। ଏଏଏଚ-୬୪ ଆପାଚେ ଦୁନିଆର ସବୁଠାରୁ…

୬୪ ପ୍ରତିଶତ ଭୋଟର ଟ୍ରମ୍ପଙ୍କୁ ଭୋଟ ଦେବାକୁ ଅମଙ୍ଗ…

ଓ୍ବାଶିଂଟନ,୧୭।୮ : ପ୍ରତିଦିନ ନୂଆ ନୂଆ ଅଭିଯୋଗ ପରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ନେଇ ଗର୍ବ ଅନୁଭବ କରୁଛନ୍ତି। ତେବେ ଆସୋସିଏଟେଡ ପ୍ରେସର ଏକ ନୂତନ ସର୍ଭେ ଅନୁଯାୟୀ, ପ୍ରାୟ ୬୪ ପ୍ରତିଶତ…

ଚାଇନା ନାଗରିକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ କୋଷ୍ଟଗାର୍ଡ

ମୁମ୍ବାଇ,୧୭।୮: ସବୁ ଦେଶକୁ ସାହାର୍ଯ୍ୟ କରି ଭାରତ ବିଶ୍ୱରେ ନିଜକୁ ପରିଚିତ କରାଇଛି। ତେବେ ପୁଣି ଏହାର ଏକ ନମୁନା ଦେଖିବାକୁ ମିଳିଛି। ଭାରତୀୟ ତଟରକ୍ଷୀ ବାହିନୀ ବିଦେଶୀ ଜାହାଜରେ ଥିବା ଜଣେ ଗୁରୁତର ରୋଗୀ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କରିଛି।…

ପୂର୍ବରୁ ହିନ୍ଦୁଥିଲେ ମୁସଲମାନ, ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ…

ଶ୍ରୀନଗର,୧୭।୮ : ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୁଲାମ ନବୀ ଆଜାଦ ଜମ୍ମୁ-କଶ୍ମୀରର ଲୋକଙ୍କୁ କହୁଛନ୍ତି ହିନ୍ଦୁ…

କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ୩ଟି ମାମଲା ରୁଜୁ

ନୂଆଦିଲ୍ଲୀ,୧୭।୮: ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ରୁଜୁ ହୋଇଛି ୩ଟି ଏଫଆଇଆର। ତେଲେଙ୍ଗାନା ପୋଲିସ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରେଡ୍ଡୀଙ୍କ ବିରୋଧରେ ତିନୋଟି ଏଫଆଇଆର୍‌ ପଞ୍ଜିକୃତ ହୋଇଥିବା ପୋଲିସ କହିଛି। ରେଡ୍ଡୀ ରାଜ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri