ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଅରୁଣାଚଳମଙ୍କ ପରଲୋକ
ନୂଆଦିଲ୍ଲୀ,୧୭।୮: ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଭିଏସ ଅରୁଣାଚଳମଙ୍କ ପରଲୋକ। ୨୦୧୫ରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡିଆରଡିଓର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପୁରୁଣା ଅନ୍ଦାଜ୍ରେ ନଜର ଆସିଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୧୭।୮: ଡିସେମ୍ବର ୨୦୨୨ରେ କାର ଦୁର୍ଘଟଣା ପରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଥର ପାଇଁ ଏକ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ବାହାରିଥିଲେ। କାର ଦୁର୍ଘଟଣା ପରେ ପନ୍ତଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପନ୍ତ ଏତେ…
ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର,୧୭ା୮: ୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର…
ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇର ‘ସ୍ପେଶାଲ ୫୩’ ଟିମ, ୨୯ ମହିଳା ଅଧିକାରୀ ସାମିଲ
ନୂଆଦିଲ୍ଲୀ,୧୭।୮: ମଣିପୁରରେ ହୋଇଥିବା ଜାତୀୟ ହିଂସାର ଯାଞ୍ଚ ପାଇଁ ବୁଧବାର ବିଭିନ୍ନ ର଼୍ୟାଙ୍କର ୨୯ ମହିଳା ଅଧିକାରୀ ସମେତ ୫୩ ଅଧିକାରୀଙ୍କ ସୂଚି ଜାରି କରାଯାଇଛି। ସିବିଆଇ ଯାଞ୍ଚରେ ଆସୁଥିବା ପ୍ରାଥମିକ ମାମଲାରେ ୨ ମହିଳା ଡିଆଇଜି ର଼୍ୟାଙ୍କର ଅଧିକାରୀଙ୍କ ସମେତ…
ବନ୍ଦେ ଭାରତ ଟ୍ରେନ ଉପରେ ପୁଣି ପଥର ମାଡ
ଥିରୁଭାନନ୍ତପୁରମ୍,୧୭।୮: ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ପ୍ରଥର ମାଡ ହୋଇଛି। କେରଳରେ ଏହି ଘଟଣା ଘଟିଛି। କିଛି ଅଜ୍ଞାତ ଲୋକେ ରାଜ୍ୟ ରେଳବାଇର କାସରଗୋଡ-ଥିରୁଭାନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ଟ୍ରେନର ଏକ ଝରକା…
ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ପୁରୀ,୧୭ା୮(ଅଜିତ ମହାନ୍ତି): ଗୁରୁବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା, ପାର୍ଶ୍ୱ ଦେବଦେବୀ ଓ ବିମଳା ମନ୍ଦିରରେ ଦର୍ଶନ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା…
ସମାଲୋଚନା ପରେ ଭୁଲ ସୁଧାରିଲା ପିସିବି: ଡକ୍ୟୁମେଣ୍ଟାରୀରେ ଇମ୍ରାନ ଖାନ ଅନ୍ତର୍ଭୁକ୍ତ…
ଇସଲାମାବାଦ,୧୭।୮ : ସମାଲୋଚନା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜର ଭୁଲ ସୁଧାରିଛି। ୧୪ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରକାଶ କରାଯାଇଥିଲା। ଦେଶର କ୍ରିକେଟ ଇତିହାସରେ ଭେଟେରାନଙ୍କ ଅମୂଲ୍ୟ ଅବଦାନକୁ ପିସିବି ଦର୍ଶାଇଥିଲା। ଏହି…
ନେହେରୁଙ୍କ ପରିଚୟ ତାଙ୍କ କର୍ମ, ନାଁ ନୁହେଁ: ରାହୁଲ
ନୂଆଦିଲ୍ଲୀ,୧୭।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ତାଙ୍କ ନାଁ ନୁହେଁ। ୨ ଦିନିକିଆ ଲଦାଖ ଗସ୍ତ ପୂର୍ବରୁ ରାହୁଲ…
ଜୟ ଶାହା -ଦ୍ରାବିଡଙ୍କ ମଧ୍ୟରେ ଦୁଇ ଘଣ୍ଟିଆ ବୈଠକ, ବିଶ୍ୱକପ ସମେତ ବଡ ଟୁର୍ନାମେଣ୍ଟ ପ୍ରସ୍ତୁତି ନେଇ ଆଲୋଚନା…
କୋଲକାତା,୧୭।୮ : ଭାରତୀୟ ଦଳ ୨୦୧୩ ପରଠାରୁ ଗୋଟିଏ ବି ଆଇସିସି ଟ୍ରଫି ଜିତି ନାହିଁ। ଏହି ସମୟ ମଧ୍ୟରେ ଦୁଇଟି ଏକଦିବଦୀୟ ବିଶ୍ୱକପ, ଚାରିଟି ଟି -୨୦ ବିଶ୍ୱକପ ଏବଂ ଦୁଇଟି ଆଇସିସି ଟେଷ୍ଟ ବିଶ୍ୱ ଚାମ୍ପିୟନଶିପରେ ଟିମ ଇଣ୍ଡିଆ…
ଇଣ୍ଡିଆ ମେଣ୍ଟରେ ଫାଟ: ଦିଲ୍ଲୀରେ ଏକା ଲଢିବ କଂଗ୍ରେସ
ନୂଆଦିଲ୍ଲୀ,୧୭।୮: ମିଶନ ୨୪କୁ ନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ୨୪ ଲୋକସଭା ନିର୍ବାଚରେ ମୋଦିଙ୍କୁ ହରାଇବାକୁ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ତେବେ ଏନଡିଏ ମେଣ୍ଟକୁ ହରାଇବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହୋଇ ଇଣ୍ଡିଆ ମେଣ୍ଟ ଗଠନ…
‘ଇଡି ସ୍ଥିର କରୁଛି କିଏ କେଉଁ ଦଳକୁ ଯିବ’ ଶରଦ ପାଓ୍ବାରଙ୍କ ବୟାନକୁ ଶିବଶେନା କହିଲା ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳର ଏମପି ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଓ ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ କିଏ କେଉଁ ଦଳକୁ ଯିବେ ଏବଂ କିଏ ମନ୍ତ୍ରୀ…
‘ଲାଲକିଲ୍ଲାରୁ ଲୋକଙ୍କୁ ପ୍ରତାରିତ କରିଛନ୍ତି ପ୍ରଧାନମନ୍ତ୍ରୀ’
ଗୁଆହାଟୀ,୧୭।୮: ଆସାମର କାଳିଆବୋରର କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଗୋଗୋଇ କହିଛନ୍ତି, ସ୍ବାଧୀନତା ଦିବସରେ ‘ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେଶକୁ ବିଭ୍ରାନ୍ତ କରିଥିଲା। ୬,୦୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହିତ ଘାଟିରେ…
Archives


