Home

ବଂଶବାଦ ସବୁ ରାଜନୈତିକ ଦଳରେ ଅଛି: ସୁପ୍ରିୟା ସୁଲେ…

ମୁମ୍ବାଇ,୧୧।୬ : ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇବା ପରେ ସୁପ୍ରିୟା ସୁଲେ କହିଛନ୍ତି ତାଙ୍କୁ ଏକ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି, ଏଥିପାଇଁ ସେ ସମସ୍ତଙ୍କ ପ୍ରତି କୃତଜ୍ଞ। ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି ମୁଁ ବଂଶବାଦଠାରୁ…

ରାହୁଲଙ୍କ ସହ ଲଢ଼ିବାକୁ ଆମେ ପ୍ରସ୍ତୁତ, ନୀତୀଶ ସାଜିଛନ୍ତି ମୁନ୍‌ସୀ: ସୁଶୀଲ ମୋଦି…

ପାଟନା,୧୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ପୂରଣ ହେବା ପରେ ଭାଜପା ନେତାମାନେ ଲୋକଙ୍କ ମଧ୍ୟରେ ଯାଇ ସରକାରଙ୍କ ସଫଳତାକୁ ଗଣନା କରୁଛନ୍ତି। ଏହି ବିଷୟରେ ସିଟି-ଟୁ-ସିଟି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଏହି କ୍ରମରେ ରାଜ୍ୟସଭା…

ଚାଇନାକୁ ନାଟୋର ଗୁପ୍ତ ସୂଚନା ଦେଉଛନ୍ତି ଜର୍ମାଜୀ ପାଇଲଟ…

ବର୍ଲିନ,୧୧।୬ : ଜର୍ମାନୀର ଅବସରପ୍ରାପ୍ତ ପାଇଲଟମାନେ ଏବେ ଚାଇନା ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଏହି ଜର୍ମାନ ପାଇଲଟମାନେ ମୋଟା ମୋଟା ଅର୍ଥ ବଦଳରେ ନାଟୋ ବିଷୟରେ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଚାଇନାକୁ ଶେୟାର କରିଛନ୍ତି।…

ବଡ଼ ପ୍ରକଳ୍ପ ନେଇ ତାଲିବାନରେ କଳହ: ଜାତିସଂଘ ରିପୋର୍ଟ…

କାବୁଲ,୧୧।୬ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି…

ଭାଜପା ଭୟଭୀତ ହୋଇଛି: ସଞ୍ଜୟ ରାଉତ…

ମୁମ୍ବାଇ,୧୧।୬ : ଶିବସେନା (ୟୁବିଟି) ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା) ତାଙ୍କ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭୟ କରୁଛି, ଯାହା ଏକ ଭଲ କଥା। ସଞ୍ଜୟ ରାଉତ କହିଛନ୍ତି ଉଦ୍ଧବଙ୍କୁ…

ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌

କାକାମିଗହରା(ଜାପାନ),୧୧ା୬: ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ଜୁନିୟର ଏସିଆ କପ୍‌ ହକି ଟାଇଟଲ୍‌…

ବଦଳିଲା କେଜରିଓ୍ବାଲଙ୍କ ମନ୍ତବ୍ୟ: ସିବଲଙ୍କୁ କହୁଥିଲେ ଦୁର୍ନୀତିଗ୍ରସ୍ତ,ଏବେ କହିଲେ ସଚ୍ଚୋଟ…

ନୂଆଦିଲ୍ଲୀ,୧୧।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ରବିବାର ରାମଲୀଲା ମୈଦାନରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଏଏପି ଏକ ରାଲିର ଆୟୋଜନ କରିଥିଲା। ଏଥି…

ଜଳିଗଲା ପାର୍ଟ୍‌ସ ଦୋକାନ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): କଟକରୋଡ୍‌ରେ ହିନ୍ଦୁସ୍ଥାନ ଜୁଏଲର୍ସ ନିକଟରେ ଥିବା କିଛି ଦୋକାନରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।  ଗୋଟିଏ ଦମକଳ ନ ପାରିବାରୁ ଆଉ ଗୋଟିଏ…

ରଥଯାତ୍ରା ସମୟରେ ଡ୍ରୋନ୍‌ ଉଡ଼ାଣ ମନା

ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଟୁଇଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ୍‌ ଉଡ଼ାଣ ମନା।…

ଯିବାର ଥିଲା ଅହମ୍ମଦାବାଦ, ପହଞ୍ଚିଗଲା ଲାହୋରରେ

ଇସଲାମାବାଦ,୧୧ା୬: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁ ପାକିସ୍ତାନର ଲାହୋରରେ ପହଞ୍ଚିଥିଲା। ସୂଚନାନୁସାରେ, ଭାରତୀୟ ବିମାନକ୍ଷେତ୍ରକୁ ଫେରିବା ପୂର୍ବରୁ ଏହା ଗୁଜରାନଓ୍ବାଲାରେ ପହଞ୍ଚିଥିଲା। ଅବଶ୍ୟ ଏହି ସମୟ ମଧ୍ୟରେ ବିମାନରେ କିଛି ଅଘଟଣ ଘଟି…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତ ୨୦୯ ରନରେ ପରାଜିତ…

ଲଣ୍ଡନ,୧୧।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ସମସ୍ତ ଓ୍ବିକେଟ ହରାଇ…

୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ

ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍‌ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri