Home

କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମୃତ, ୪ ନିଖୋଜ

କାଜାକିସ୍ତାନ,୧୮ା୮: କାଜାକିସ୍ତାନର ଆର୍ସେଲର ମିତ୍ତଲ କୋଇଲା ଖଣିରେ ଅଗ୍ନିକାଣ୍ଡ ଘଟି ଜଣେ ଖଣି ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର କମ୍ପାନୀ କହିଛି, ଉଦ୍ଧାରକାରୀମାନେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛନ୍ତି। ଏହି ଖଣିରେ ମୋଟ୍‌…

ଇସ୍ତଫା ଦେଲେ ମାଉଇ ଜରୁରୀକାଳିନ ମୁଖ୍ୟ

ନ୍ୟୁୟର୍କ,୧୮ା୮: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମାଉଇ ଜରୁରୀକାଳିନ ମୁଖ୍ୟ ହରମାନ ଆଣ୍ଡାୟା ଇସ୍ତଫା ଦେଇଥିବା ମେୟର ରିଚାର୍ଡ ବିସେନ କହିଛନ୍ତି। ହରମାନ ଦ୍ୱୀପପୁଞ୍ଜର ଆଲାର୍ମ ସିଷ୍ଟମକୁ ସକ୍ରିୟ ନ କରିବାରୁ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଲୋକେ ତାଙ୍କୁ…

କାବୁ ହେଉନି ଜଙ୍ଗଲ ନିଆଁ, କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ

ଓଟାଓ୍ବା,୧୮ା୮: ଜଙ୍ଗଲରେ ବ୍ୟାପିଥିବା ନିଆଁ ଥମିବାର ନାଁ ନେଉନି। ଏହି ନିଆଁ ବର୍ତ୍ତମାନ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଆଡ଼କୁୁ ଗତି କରୁଛି। ବନ୍ୟପ୍ରାଣୀ ଭୟରେ ହଜାର ହଜାର ବାସିନ୍ଦା କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଛାଡ଼ି ପଳାଇଛନ୍ତି। କେତେକ ନିରାପତ୍ତା…

ଖଣ୍ଡଗିରିରେ ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୮।୮ (ଅଭୟ ଦାଶ):ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହକିଲ (ଇଭି) ନିର୍ମାତା ଓକାୟା ଇଭିର ଅତ୍ୟାଧୁନିକ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଖଣ୍ଡଗିରି ଠାରେ ଉଦ୍‌ଘାଟିତ ହୋଇଯାଇଛି। ଓକାୟା ଇଭିର ସ୍ବୀକୃତିପ୍ରାପ୍ତ ଡିଲର ଏ ଆଣ୍ଡ ଟି ଅଟୋମୋବାଇଲ୍ସ ଆନୁକୂଲ୍ୟାରେ ଉକ୍ତ ଆଉଟ୍‌ଲେଟ୍‌ର…

ଆନନ୍ଦ ଚନ୍ଦ୍ର ବେହେରା, ଶିବଶଙ୍କର ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ,୧୮ା୮(କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା। ଭାରତର ପ୍ରଧାନ ବିଚାରପତି (ସିଜେଆଇ)…

ଡେଙ୍ଗୁ ମୁକାବିଲା ବିଫଳ

ଭୁବନେଶ୍ୱର,୧୮।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ହୁହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିବର୍ଷ ପରି ଏବର୍ଷ ଡେଙ୍ଗୁ ମୁକାବିଲା ଲାଗି ମୌସୁମୀ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସବୁକିଛି…

ଆଟେଣ୍ଡାଣ୍ଟଙ୍କ ହାତରେ ୟୁନାନି ଡାକ୍ତରଖାନା

ଚମ୍ପୁଆ,୧୮ା୮(ମହେଶ୍ୱର ଦାସ) : କେନ୍ଦୁଝର ଜିଲା ଚମ୍ପୁଆ ୟୁନାନି ଡାକ୍ତରଖାନା ଆଟେଣ୍ଡାଣ୍ଟଙ୍କ ଦ୍ୱାରା ପରିଚାଳିତ ହେଉଛି। ଡାକ୍ତରଖାନାରେ ୧୩ ବର୍ଷ ହେବ ବିଭାଗୀୟ ଡାକ୍ତର ନ ଥିବା ବେଳେ ନୂତନ ନିଯୁକ୍ତ ହୋଇନାହାନ୍ତି। ଏପରିକି ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ…

ପୁଅ ବୌଦ୍ଧ ଧର୍ମରେ ବିବାହ କରିବାରୁ ଭାଜପା ନେତା ଦଳରୁ ବହିଷ୍କୃତ

ଲେହ,୧୮।୮: ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଭାଜପାରୁ ବହିଷ୍କୃତ ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲଦାଖ ଭାଜପା ନେତା ତଥା ରାଜ୍ୟ ଭାଜପା ଉପ ସଭାପତି ନାଜିର ଅହମ୍ମଦ(…

୨ ଝିଅଙ୍କୁ ବଳାତ୍କାର: ବାପାଙ୍କୁ ୭୦୨ ବର୍ଷ ଜେଲ୍‌

କ୍ୱାଲାଲୁମ୍ପୁର,୧୮।୮: ନିଜର ଦୁଇ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ କୋର୍ଟ ଜଣେ ମାଲେସୀୟଙ୍କୁ ୭୦୨ ବର୍ଷ ଜେଲ ସହ ୨୩୪ ବେତ ପାହାର ଦଣ୍ଡାଦେଶ ଶୁଣାଇଛନ୍ତି। ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟର ତଥ୍ୟ ଅନୁସାରେ ୫୩ ବର୍ଷୀୟ ଅଭିଯୁକ୍ତ ଜଣଙ୍କ ୨୦୧୮ରୁ…

ରାସ୍ତା ଅବସ୍ଥା ଶୋଚନୀୟ: ଧାନତଳି ରୋଇ ପ୍ରତିବାଦ

ଉଦଳା,୧୮।୮(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାଠାରୁ ବାଲିଛତ୍ରାକୁ ସଂଯୋଗ ହୋଇଥିବା ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନେଇ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ଲୋକେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧିକାରୀ ଓ ଜିଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ…

୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର ପାରସାଇଲୋ…

ଧର୍ମନିରପେକ୍ଷତା ପ୍ରତି ୟୁସିସି ବିପଦ

ନୂଆଦିଲ୍ଲୀ,୧୮।୮:ଭାରତରେ ପରବର୍ତ୍ତୀ ସରକାର ଗଠନ ହେବାର ୧୦ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଦୀର୍ଘକାଳୀନ ଅଭିଯାନ ଉପରେ ପୁଣି ଜୋର୍‌ ଦେଇଛି। ବିବିଧତାପୂର୍ଣ୍ଣ ଏହି ଦେଶରେ ସମାନତା ଏକ ବିବାଦୀୟ ପ୍ରସଙ୍ଗ ରହିଆସିଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri