Home

ମୋଦି ସରକାରଙ୍କ ଦ୍ୱାରା ଲଦାଖରେ କରାଯାଇଥିବା ବିକାଶକୁ ଲୋକଲୋଚନକୁ ଆଣିବା ପାଇଁ ରାହୁଲଙ୍କୁ ଧନ୍ୟବାଦ: କରେନ ରିଜିଜୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲଦାଖ ଗସ୍ତର କିଛି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ରାହୁଲଙ୍କୁ ବାଇକ୍‌ ରାଇଡିଂ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ଭାଜପା। Thanks to Rahul…

ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ…

ପୁଣି ଡରାଇଲାଣି କରୋନା, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ,୨୦।୮: ବୈଜ୍ଞାନିକମାନେ ଦେଶରେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଦେଶରେ ଏହି…

ହିନ୍ଦୀରେ ନାମ ଉଚ୍ଚାରଣ କରିବା କଷ୍ଟକର, ଅପରାଧିକ ଆଇନ ସଂସ୍କାର ବିଲ ନେଇ ଚିଦାମ୍ବରମଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୦।୮ : କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ଅପରାଧିକ ଆଇନ ସଂସ୍କାର ବିଲରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏକ ଜିବି ନେଇଛନ୍ତି। ଆପଣଙ୍କୁ କହିବାକୁ ଗଲେ କେନ୍ଦ୍ର ସରକାର ତିନୋଟି ବିଲ ଆଗତ କରିଛନ୍ତି, ଯାହା…

ଚନ୍ଦ୍ର ଠାରୁ ୨୫କି.ମି. ଦୂରରେ ଲ୍ୟାଣ୍ଡର

ନୂଆଦିଲ୍ଲୀ,୨୦।୮: ଚନ୍ଦ୍ରାୟାନର ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହୋଇଛି। ଚନ୍ଦ୍ର ଠାରୁ ଆମେ ଆଉ ୨୫କିମି ଦୂରରେ ଅଛୁ। ଏନେଇ ଟ୍ବିଟ୍‌ କରି ଇସ୍ରୋ ସୂଚନା ଦେଇଛି। ଇସ୍ରୋ କହିଛି ଯେ, ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷା କରାଯିବ। ବର୍ତ୍ତମାନ ଚନ୍ଦ୍ରରେ…

ବୀରଭୂମିରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୋନିଆ-ଖାର୍ଗେ…

ନୂଆଦିଲ୍ଲୀ,୨୦।୮ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସୋନିଆ ଗାନ୍ଧୀ ଦିଲ୍ଲୀର ବୀରଭୂମିରେ ପହଞ୍ଚିଥିଲେ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ କଂଗ୍ରେସ ରାଷ୍ଟ୍ରୀୟ…

ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ, କହିଲେ ତୁମର ପଦଚିହ୍ନ ହେଉଛି ମୋର ମାର୍ଗ…

ଲେହ,୨୦।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ପ୍ରାର୍ଥନା ସଭା…

ଆତଙ୍କବାଦୀ ଆକ୍ରମଣରେ ଦୁଇ ଇସ୍ରାଏଲ ନାଗରିକ ନିହତ, ବାପା-ପୁଅଙ୍କ ଉପରେ ଅତି ନିକଟରୁ ଗୁଳି ଚାଳନା…

ତେଲ ଅଭିବ,୨୦।୮ : ପାଲେଷ୍ଟାଇନର ହୁୱାରା ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିଲେ। ଦୁହିଁଙ୍କୁ ୬୦ ବର୍ଷିୟ ଶାୟ ସିଲାସ ନିଗ୍ରେକର ଏବଂ ତାଙ୍କର ୨୮ ବର୍ଷର ପୁଅ ଆଭିଆଡ ବୋଲି…

ଆମେରିକା, ଜାପାନ ,ଦକ୍ଷିଣ କୋରିଆ ମିଳିତ ଭାବେ ଚାଇନା ବିରୋଧରେ ଲଢ଼ିବେ…

ଓ୍ବାଶିଂଟନ,୨୦।୮ : ଚାଇନାର ବିପଜ୍ଜନକ ତଥା ଆକ୍ରମଣାତ୍ମକ ଆଚରଣ ବିରୋଧରେ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ସହ ମିଳିତ ଲଢ଼େଇ ଘୋଷଣା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ ଏବଂ ଜାପାନ…

ଏମିତି ଦୂରକରନ୍ତୁ ଷ୍ଟ୍ରେଚ୍‌ମାର୍କ

ଅନେକ ଯୁବତୀଯୁବକ ମୋଟା ହୋଇଗଲେ ସେମାନଙ୍କ ଶରୀରର କେତେକ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ଦେଖାଯାଏ, ଯାହାକି ଫ୍ୟାଶନେବଲ୍‌ ଡ୍ରେସ୍‌ ପିନ୍ଧିବା ବେଳେ ଖରାପ ଦେଖାଯାଏ; ଯେଉଁଥିପାଇଁ ସେମାନେ ବ୍ୟସ୍ତ ହୋଇପଡ଼ନ୍ତି। ଯଦିଓ ଏହାକୁ କମ୍‌ କରିବା ଲାଗି ଅଧିକ ସମୟ ଲାଗିଥାଏ, ତଥାପି…

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…

ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ମୁଖପାତ୍ର କହିଛନ୍ତି ଏହି ବୋମା ବିସ୍ଫୋରଣ ଉତ୍ତର ୱାଜିରିସ୍ତାନର ଏକ…

ଆତ୍ମପରିଚୟ

କାର୍ଯ୍ୟଦକ୍ଷତା, ଉତ୍ତମ ବ୍ୟବହାର ବ୍ୟକ୍ତିତ୍ବ ଉପରେ ସକାରାତ୍ମକ ପ୍ରଭାବ ପକାଏ। ଏହି ଗୁଣ ଘରେ, ଶିକ୍ଷାନୁଷ୍ଠାନରେ, କାର୍ଯ୍ୟକ୍ଷେତ୍ରରେ ହେଉ ଅବା ସମାଜରେ ଏକ ଉତ୍ତମ ମଣିଷର ପରିଚୟ ସୃଷ୍ଟି କରେ। ତେଣୁ ଆତ୍ମପରିଚୟ ସୃଷ୍ଟି କରିବା ଲାଗି କେତେକ ବଦଗୁଣ ତ୍ୟାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri