ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ, ଆମେରିକାର ଏକ ଗବେଷଣା ସଂସ୍ଥା ଦେଲା ବଡ ଚେତାବନୀ
ଓ୍ବାଶିଂଟନ୍,୧୪।୬: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍ ଡାଇ ଅକ୍ସାଇଡ ଖୁବ୍ ହାନିକାରକ। ଏହି ନାଇଟ୍ରୋଜେନ୍ ଅକ୍ସାଇଡ୍ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍ ଚୁଲା ବନ୍ଦ…
ବନ୍ଧୁକମୁନରେ ଗହଣା ଦୋକାନୀଙ୍କୁ ଲୁଟ୍
ମୋରଡ଼ା,୧୪ା୬(ସ୍ମାରକ ମାଝି): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଛକଠାରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତର ଅଢେଇକୁଲା ଗ୍ରାମର ସ୍ବପ୍ନେଶର ସିଂହ। ସ୍ବପ୍ନେଶ୍ୱର କୋଷ୍ଠା…
ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ହତ୍ୟା
ଲଣ୍ଡନ,୧୪ା୬: ଲଣ୍ଡନର ଓ୍ବେମ୍ବଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଲଣ୍ଡନରେ ଏହି ହାଇଦ୍ରାବାଦ ଯୁବତୀଙ୍କୁ ବ୍ରାଜିଲର ଜଣେ ଯୁବକ ଆକ୍ରମଣ ହୋଇଥିବା ଅଭିଯୋଗ…
୫୨ସପ୍ତାହରେ ରେକର୍ଡ ଛୁଇଁଲା ଟାଟା ଗ୍ରୁପର ଏହି ଶେୟାର
ନୂଆଦିଲ୍ଲୀ,୧୪।୬: ଟାଟା ଗ୍ରୁପର ଏଫ୍ଏମ୍ଜିସି କମ୍ପାନୀ ଟାଟା ଗ୍ରାହକ ଉତ୍ପାଦଗୁଡ଼ିକର ଶେୟାର ବୁଧବାର ୫ ପ୍ରତିଶତ ବୃଦ୍ଧି ପାଇ ୮୬୩.୮୦ ଟଙ୍କା ହୋଇଛି। କମ୍ପାନୀର ଶେୟାର ଏହି ୫୨ସପ୍ତାହରେ ରେକର୍ଡ ଛୁଇଁଛି। ଗତ ତିନି ମାସ ମଧ୍ୟରେ ଟାଟା ଗ୍ରାହକ ଉତ୍ପାଦଗୁଡ଼ିକର…
ସଲମାନଙ୍କ ମୋଟ୍ ସମ୍ପତ୍ତି କେତେ ଜାଣନ୍ତି…
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…
ଟେଷ୍ଟ ଟିମ୍ର କ୍ୟାପଟେନ୍ ହେବାକୁ ଚାହୁଁ ନ ଥଲେ ରୋହିତ ଶର୍ମା: ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ,୧୪।୬: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍ର ଫୁଲ୍ ଟାଇମ୍ କ୍ୟାପଟେନ୍ କରାଯାଇଥିଲା। କୋହଲି ପ୍ରଥମେ ହ୍ବାଇଟ୍ ବଲ୍ର ପୂର୍ବରୁ ଅଧିନାୟକତ୍ୱ ଛାଡିଥିଲେ। ପରେ ୨୦୨୨ରେ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ପରାଜୟ ଯୋଗୁ କୋହଲି…
ସୋରଡାରେ ଚୋର ଆତଙ୍କ
ସୋରଡା,୧୪।୬(ଲମ୍ବୋଦର ପାଣିଗ୍ରାହୀ ):ଖଜୁରୀପାଲି, କାଲମା, କେନ୍ଦୁପାଲି ଅଞ୍ଚଳରେ ଚୋର ଦଳ ସକ୍ରିୟ ଥିବା ବେଳେ ଗ୍ରାମାଞ୍ଚଳରେ ଚୋର ଆତଙ୍କ ଦେଖାଯାଇଛି। ରବିବାର ସକାଳେ ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ୩ ଯୁବକ ପଶି ବ୍ୟାଗ୍ କିଣିବା ବାହାନରେ ବନ୍ଧୁକ…
ଷଣ୍ଢ ଶିଙ୍ଗରେ ଲଗାଇଲେ ନିଆଁ, ଏମିତି ନେଲା ପ୍ରତିଶୋଧ, ଭିଡିଓ ଦେଖିଲେ…
ଷଣ୍ଢମାନେ ଉତ୍ତେଜିତ ହେଲେ କ’ଣ ଯେ, କ୍ଷତି ଘଟାନ୍ତି ତାହା ନିଶ୍ଚିତ ଦେଖିଥିବେ। ଆଜିକାଲି ସୋସିଆଲ ମିଡିଆରେ ଷଣ୍ଢଙ୍କର ଅନେକ ହିଂସ୍ର ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ବହୁତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ @cctvidiotsରେ…
ଲୋକପ୍ରିୟ ଗାୟିକା ଶାରଦାଙ୍କର ପରଲୋକ
ମୁମ୍ବାଇ:ଲୋକପ୍ରିୟ ଗାୟିକା ଶାରଦାଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଶାରଦା ରଞ୍ଜନ ଲାଏଙ୍ଗର ଭାରତରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ସମ୍ମାନୀତ ହୋଇଛନ୍ତି। ତାଙ୍କର ଲୋକପ୍ରିୟ…
ହାତକୁ ମିଳିଲା ଭତ୍ତା ଟଙ୍କା
ଗଞ୍ଜାମ,୧୫।୬(ବିଦ୍ୟାଧର ସାହୁ): ଚଳିତ ମାସରେ ମଧୁବାବୁ ପେନସନ ତଥା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି ପ୍ରଶାସନିକ ଅଧିକାରୀ । ଭତ୍ତା ଟଙ୍କା ମିଳିବା ପରେ ବୁଢ଼ା ବୁଢ଼ୀଙ୍କ ଖୁସି କହିଲେ ନସରେ । ଚାରି ପାଞ୍ଚ…
୯ ହଜାର ସ୍କୁଲ ପିଲାଙ୍କୁ ସ୍କୁଟି ଦେବେ ଶିବରାଜ ସରକାର…
ଭୋପାଳ,୧୪।୬ : ବୁଧବାର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏକ ନିଷ୍ପତ୍ତି ନେଇ ସରକାରୀ କର୍ମଚାରୀଙ୍କ ସ୍ଥାନାନ୍ତର ଉପରେ ଥିବା…
ପ୍ରିୟଙ୍କା ଦୋହରାଇବେ କି ଇନ୍ଦିରା ଗାନ୍ଧୀଙ୍କ ଜିତାପଟ
ନୂଆଦିଲ୍ଲୀ,୧୪।୬: କର୍ନାଟକ ବିଧାନସଭା ନିର୍ବାଚନରେ ବଡ ବିଜୟ ମିଳିବା ପରେ କଂଗ୍ରେସରେ ଉତ୍ସାହ ଦେଖାଦେଇଛି। ଆଗାମୀ ତେଲେଙ୍ଗାନା ନିର୍ବାଚନରେ ଦଳ ବହୁମତ ହାସଲ କରିବା ନେଇ ଆଶା ରଖିଛି। ତେବେ ଏଭଳି ପରିସ୍ଥିତିରେ ରାଜ୍ୟ କଂଗ୍ରେସ ନେତାମାନେ ଦଳର ମହାସଚିବ ପ୍ରିୟଙ୍କା…
Archives


