ଦୁଇ ତୀର୍ଥଯାତ୍ରୀ ବସ ଧକ୍କା, ୧୦ ଆହତ
ରୂପସା, ୨୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ଦୁଇ ତୀର୍ଥଯାତ୍ରୀ ବସ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଗୋଟିଏ ବସ ପଛ ପଟୁ ଅନ୍ୟ ଏକ ବସ ଧକ୍କା ଦେବା ଫଳରେ ୧୦…
ଭାବୁକ ହେଲେ ରାହୁଲ: କହିଲେ ‘ବାପା, ଆପଣଙ୍କ ଆଖିରେ ଭାରତକୁ ନେଇ ଯେଉଁ ସ୍ବପ୍ନ ଥିଲା… ’
ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ହୋଇଛନ୍ତି ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ରାହୁଲ ଏକ…
ଟ୍ରକ ତଳେ ଚାପି ହୋଇ ଚାଲିଗଲା ଯବାନଙ୍କ ଜୀବନ
ଜମନକିରା,୨୦।୮: ( ରବୀନ୍ଦ୍ର ପ୍ରସାଦ ଦାନୀ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା କରି ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ…
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନ: କାହା ଇସାରାରେ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ରଘୁରାମ ରାଜନ
ନୂଆଦିଲ୍ଲୀ,୨୦।୮:କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି। ରାଜନ ଏପରି ଜଣେ ନେତା ହୋଇଛନ୍ତି,ଯିଏ ଅନ୍ୟର ଇସାରାରେ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ନିକଟରେ ରାଜନ କହିଥିଲେ, ପ୍ରଡକ୍ସନ ଲିଙ୍କ୍ଡ…
ଚାଇନାକୁ ଜମି ଦେଇ ହିନ୍ଦୀ ଚୀନି ଭାଇ-ଭାଇ କହିଥିବା କଂଗ୍ରେସ, ପ୍ରଥମେ ନିଜକୁ ଦେଖୁ: ରାହୁଲଙ୍କୁ ଆଇନା ଦେଖାଇଲେ ସିନ୍ଧିଆ…
ନୂଆଦିଲ୍ଲୀ,୨୦।୮ : ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା ଚିନ୍ତାର ବିଷୟ ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା…
ବିଧାୟକ ସନ୍ଦୀପ ଜାଖର କଂଗ୍ରେସରୁ ନିଲମ୍ବିତ
ନୂଆଦିଲ୍ଲୀ,୨୦।୮: କଂଗ୍ରେସ ହାଇକମାଣ୍ଡ ପଞ୍ଜାବର ଆବୋହାରର ବିଧାୟକ ସନ୍ଦୀପ ଜାଖରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସନ୍ଦୀପ ଜାଖର ଗତ ବର୍ଷ କଂଗ୍ରେସ ଛାଡିଥିବା ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ…
ଚଳନ୍ତା ବସରେ ଲାଗିଲା ନିଆଁ, ପୋଡି ହୋଇ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ
ଇସଲାମାବାଦ,୨୦।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ପ୍ରଦେଶର ପିଣ୍ଡି ଭାଟିୟାନ ସହରରେ ଏକ ଚଳନ୍ତା ବସ୍ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ୭ଜଣ…
କଂଗ୍ରେସ ଏଏପି କଳିରେ ଭାଜପାକୁ ଲାଭ!
ନୂଆଦିଲ୍ଲୀ,୨୦।୮: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳୁଛି। କଂଗ୍ରେସ ୨୪ ନିର୍ବାଚନରେ ଦିଲ୍ଲୀରେ ଏକା ଲଢିବା ନେଇ ଘୋଷଣା କରିବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଭିତରେ ମତଭେଦ ଦେଖିବାକୁ…
କ୍ରିକେଟ୍ରେ ପୁଣି ଜଲଓ୍ବା ଦେଖାଇଲେ ଏହି ୪୭ ବର୍ଷିୟ ମହାନ ଅଲରାଉଣ୍ଡର
ନୂଆଦିଲ୍ଲୀ,୨୦।୮: ୟୁଏସ ମାଷ୍ଟର୍ସ ଟି-୧୦ ଲିଗ ୨୦୨୩ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ ଅଲରାଉଣ୍ଡର ଜ୍ୟାକ କାଲିସ କାଲିଫର୍ନିଆ ନାଇଟ୍ସ ତରଫରୁ ବିସ୍ଫୋରକ ଇନିଂସ କରିଛନ୍ତି। ସମାନ ପୁରୁଣା ଶୈଳୀ ୪୭ ବର୍ଷିୟ ଜ୍ୟାକ କଲିସରେ ମଧ୍ୟ ଦେଖାଯାଇଥିଲା, ଯିଏ ଲିଗରେ…
ହରିକେନ୍ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…
କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ…
ମ୍ୟାଚୁରିଟି ପରେ ମଧ୍ୟ ପିପିଏଫରେ ବିନିଯୋଗ କରି ହେବ, ଏହା ସହିତ ଜଡିତ କିଛି ବିଶେଷ ନିୟମ…
ନୂଆଦିଲ୍ଲୀ,୨୦।୮ : ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ବିନିଯୋଗ କରିବା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା, ଯାହା ଦ୍ୱାରା ଦୀର୍ଘ ସମୟ ମଧ୍ୟରେ ନିବେଶକାରୀ ବିପୁଳ ପାଣ୍ଠି ପାଇପାରିବେ। ଏହି ଯୋଜନା ବିଷୟରେ ବିଶେଷ କଥା ହେଉଛି ସଂଗଠିତ କ୍ଷେତ୍ରରେ କାର୍ଯ୍ୟ…
ଲଞ୍ଚ୍ ହେଲା ବିଶ୍ୱକପ୍ ମାସ୍କଟ: ଦେବ ସ୍ବତନ୍ତ୍ର ବାର୍ତ୍ତା
ନୂଆଦିଲ୍ଲୀ,୨୦।୮: ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ପାଇଁ ମାସ୍କଟ ଲଞ୍ଚ୍ ହୋଇଛି। ଭାରତ ପକ୍ଷରୁ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ୟଶ ଧୁଲ ଏବଂ ଶେଫାଳି ବର୍ମା ମାସ୍କଟ ଉନ୍ମୋଚନ…
Archives


