Home

ରୁଷିଆରେ ପହଞ୍ଚିଲେ କିମ୍‌

ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।…

ଲାଲୁଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁ ସିବିଆଇକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଏକ ବଡ ଝଟକା ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରିୟ ଜନତା ଦଳ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁୁ ସିବିଆଇକୁ ଅନୁମତି ଦେଇଛି। ସିବିଆଇ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟକୁ…

ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ପୁଅଙ୍କ ସହ ଫୋନରେ କଥା ହେବାକୁ ମିଳିଲା ଅନୁମତି

ଇସଲାମାବାଦ,୧୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ସ୍ବତନ୍ତ୍ର କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁଯାୟୀ, ଅଧିକାରୀ ଗୋପନୀୟତା ଅଧିନିୟମ ସ୍ବତନ୍ତ୍ର କୋର୍ଟ ଇମ୍ରାନ୍‌ ଖାନଙ୍କୁ ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ…

‘ଗଦ୍ଦର-୨’ର ରେକର୍ଡକୁ ଭାଙ୍ଗି ପାରିଲାନି ‘ଯବାନ’

ମୁମ୍ବାଇ: ଶାହାରୁଖ ଖାଁଙ୍କ ବହୁ ପ୍ରତୀକ୍ଷିତ ମୁଭି ‘ଯବାନ’ ୭ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ଏବଂ ପ୍ରେକ୍ଷାଳୟରେ ରିଲିଜ ହେବା ପରଠାରୁ ଏହି ଫିଲ୍ମ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଏହି ମୁଭି ପ୍ରଥମ ଦିନରେ ୭୫କୋଟି ଟଙ୍କା ସଂଗ୍ରହ କରି ଭାରତୀୟ ସିନେମା…

ଯେଉଁ ଟିଏମସି ନେତାଙ୍କୁ ଇଡି-ସିବିଆଇ ଡର, ଭାଜପାରେ ସାମିଲ ହେବାକୁ କରିପାରିବେ ସମ୍ପର୍କ, ଭାଜପା ନେତାଙ୍କ ବିବାଦୀୟ ବୟାନ

କୋଲକାତା,୧୨।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ଏକ ବୟାନ ଦେଇ ନିଜ ଦଳ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି। ଅପରପକ୍ଷେ, ଟିଏମସି ହାଜରାଙ୍କ ବୟାନ ଉପରେ ଭାଜପା ଉପରେ ଜୋରଦାର ଆକ୍ରମଣ କରିଥିବାବେଳେ ଅନୁପମଙ୍କ ବୟାନରୁ ଭାଜପା…

ଅପେକ୍ଷା କରନ୍ତୁ,ଭାରତରେ ମିଶିଯିବ ପିଓକେ: କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ

ନୂଆଦିଲ୍ଲୀ,୧୨।୯: ଭାରତ ସହିତ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ମିଶ୍ରଣ କରିବାକୁ ଲୋକଙ୍କ ଦାବି ଉପରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ ଲୋକଙ୍କୁ ଅପେକ୍ଷା କରିବାକୁ କହିବା ସହ ପିଓକେ ଆପେ ଆପେ ଭାରତରେ ମିଶିଯିବ ବୋଲି କହିଛନ୍ତି।…

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ।…

ଆଣ୍ଡାମାନ ସାଗରରେ ଭୂକମ୍ପ, ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ ଅନୁଯାୟୀ ଆଣ୍ଡାମାନ ସାଗରରେ ୩ଟା ୨୯ ମିନିଟ ୩୦ସେକେଣ୍ଡରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର…

‘ଗଗନଯାନ’ ପାଇଁ ଯନ୍ତ୍ରାଂଶ ନିର୍ମାଣ କରୁଛନ୍ତି ସିଟିଟିସିର ୧୨୦ କର୍ମଚାରୀ

ଭୁବନେଶ୍ୱର, ୧୨।୯(ଅସମାପିକା ସାହୁ):ଇସ୍ରୋର ‘ଗଗନଯାନ’ ପ୍ରୋଜେକ୍ଟ ପାଇଁ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି) କାମ କରୁଛି। ଗଗନଯାନ ପାଇଁ ଆବଶ୍ୟକ କେତେକ ଯନ୍ତ୍ରାଂଶ ସିଟିଟିସି ତିଆରି କରୁଛି। ଚନ୍ଦ୍ରୟାନ-୩ ଓ ଆଦିତ୍ୟ ଏଲ୍‌-୧ର ସଫଳତା ପରେ…

ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ

କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍‌କେସ୍‌ ରୁଜୁ କରିଛନ୍ତି। ଏଥିରେ ସେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନାଟମଣ୍ଡପ ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଇଛନ୍ତି…

ୱେବ୍‌ ପୋର୍ଟାଲ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର,୧୨।୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ଖବର ପ୍ରଚାର କରିଥିବା ଏକ ୱେବ୍‌ ପୋର୍ଟାଲ ବିରୋଧରେ ଅଭିଯୋଗ ଆଣି ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅନୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ଫଟୋ ସହ…

ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ, ପୂର୍ବତନ ସେନାମୁଖ୍ୟଙ୍କ ଦାବି

କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର ସୈନ୍ୟବାହିନୀ ହଠାତ୍‌ କାବୁଲ ଛାଡିବାର ଦୁଇ ବର୍ଷ ପରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?