Home

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ୟୁପିରେ ୯୮ ଜିଲା ଅଧ୍ୟକ୍ଷ ପରିବର୍ତ୍ତନ କଲା ଭାଜପା

ଲକ୍ଷ୍ନୌ,୧୫।୯: ୟୁପି ଭାଜପା ସଂଗଠନରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ୟୁପିରେ ୭୫ ପ୍ରତିଶତରୁ ଅଧିକ ଜିଲାର ଜିଲାମୁଖ୍ୟଙ୍କୁ ପରିବର୍ତ୍ତନ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି…

ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଇଞ୍ଜିନିୟର, ପାଠପଢ଼ି ମଧ୍ୟବିତ୍ତରୁ ହୋଇଛନ୍ତି କୋଟିପତି

ଆଜି ହେଉଛି ଇଞ୍ଜିନିୟର୍ସ ଡେ’। ଆଧୁନିକ ଭାରତର ବିଶ୍ୱକର୍ମା ସାର୍‌ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମବାର୍ଷିକକୁ ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ଦେଶର ଉନ୍ନତି ଲାଗି ଇଞ୍ଜିନିୟର୍ସମାନଙ୍କ ଅବଦାନ ଅତୁଳନୀୟ। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଦେଶର ସବୁଠାରୁ ଧନୀ…

‘ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ’

ଭୋପାଳ,୧୫।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିବାକୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନା କରି ଦେଇଛନ୍ତି। ମୁଁ ୨୦୧୮ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିଲି କି ଆଜି ନାହିଁ ବୋଲି ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ୨୦୧୮ରେ ସିନ୍ଧିଆ କଂଗ୍ରେସରେ…

ସେନା ପୋଷକ ପିନ୍ଧି ପିତାଙ୍କୁ ସାଲ୍ୟୁଟ କଲେ ଶହୀଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପୁଅ

ମୋହାଲି,୧୫।୯: ଅନନ୍ତନାଗରେ ଶହୀଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂଙ୍କ ମୃତଦେହ ତାଙ୍କ ଜନ୍ମ ସ୍ଥାନ ଭଡୁଜିଆନରେ ପହଞ୍ଚିଛି। କର୍ଣ୍ଣେଲଙ୍କ ଭାଇ ସନ୍ଦୀପ ସିଂ କହିଛନ୍ତି ଯେ ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅପରାହ୍ନରେ କରାଯିବ। ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି…

ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ଜାଣି ନ ଥିବେ ନାମ…

ଭାରତରେ ପ୍ରତି ବର୍ଷ ସେପ୍ଟେମ୍ବର ୧୫କୁ ୟ‘ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ୧୯୬୮ରେ କେନ୍ଦ୍ର ସରକାର ଏହି ଦିନଟିକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ହୁଏତ ନା।…

ପୁଟିନଙ୍କ ସଫଳତା ପଛରେ ରହିଛି ଏହି ମ୍ୟାଜିକ ନମ୍ବର!

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଜଣେ। ଏବେ ପୁଟିନ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନଙ୍କ ସହ ସାକ୍ଷାତକାରକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଙ୍କ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପୁଟିନଙ୍କ ମୂଳ ସଂଖ୍ୟା…

କୋରାପୁଟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ

କୋରାପୁଟ,୧୫ା୯(ଅମିତାଭ ବେହେରା): ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ଉପସଭାପତି ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁକ୍ରବାର କୋରାପୁଟ ରେଳ ଷ୍ଟେଶନଠାରେ ଭାଜପା ନେତା ଏବଂ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମାଲକାନଗିରି ଗସ୍ତରେ ଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ…

୯ ଦିନ ପରେ ଖୋଲିଲା ଆଫଗାନିସ୍ତାନ-ପାକିସ୍ତାନ ସୀମା

କାବୁଲ,୧୫ା୯: ଦୀର୍ଘ ୯ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଆଫଗାନିସ୍ତାନ-ପାକିସ୍ତାନର ମୁଖ୍ୟ ସୀମା ପୁଣି ଥରେ ଖୋଲାଯାଇଛି। ଦୁଇ ସପ୍ତାହର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗତ ସପ୍ତାହରୁ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଟୋର୍କହମ ସୀମା ବନ୍ଦ…

‘ରାମଚରିତମାନସରେ ପୋଟାସିୟମ ସାଇନାଇଡ’, ଚନ୍ଦ୍ରଶେଖରଙ୍କ ବିବାଦୀୟ ବୟାନ, ଭାଜପା କହିଲା ଚାଖି ନିଅନ୍ତୁ…

ନୂଆଦିଲ୍ଲୀ,୧୫।୯: ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ପୁଣିଥରେ ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚନ୍ଦ୍ରଶେଖର ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାମଚରିତମାନସରେ ପୋଟାସିୟମ ସାଇନାଇଡ ଅଛି, ଯେପର୍ଯ୍ୟନ୍ତ ଏହା ଅଛି,…

୪ ଘର ଭାଙ୍ଗିଲେ ହାତୀପଲ

ପାଟଣା,୧୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ୨୨ ଟିକିଆ ବଣୁଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ରାତିରେ ପାଟଣା ରେଞ୍ଜ ଛାଡ଼ି କରଞ୍ଜିଆ ରେଞ୍ଜ ବଡ଼ ଦେଉଳି ଜଙ୍ଗଲରେ ଡେରା ପକାଇଛନ୍ତି। ଏଥିସହ ଏହି ହାତୀପଲ ଉପଦ୍ରବରେ ଗୁରୁବାର…

ନୁହରେ ପୁଣି ଇଣ୍ଟରନେଟ ବନ୍ଦ, ୧୪୪ ଧାରା ଜାରି

ନୁହ,୧୫।୯: ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାଁଙ୍କ ଗିରଫ ପରେ ଜିଲାରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ୧୬ ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏହା…

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଏହି ବ୍ୟବସାୟୀ, ଶହେ ସନ୍ତାନର ଜନକ ହେବାକୁ ରଖିଛନ୍ତି ଇଚ୍ଛା

ଉଗାଣ୍ଡାର ଜଣେ ବ୍ୟବସାୟୀ ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ସେହି ବ୍ୟବସାୟୀଙ୍କ ନାମ ହବିବ ଏନ୍‌ସିକୋନେ(୪୩)। ସେ ଜଣେ ପ୍ରସିଦ୍ଧ ଟ୍ରାଡିଶନାଲ ହିଲର। ସେ କହିଛନ୍ତି, ପ୍ରତ୍ୟେକ ଝିଅ ମୋତେ ହଁ କହିବା ପରେ ହବିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?