Home

ରାଗିଲେ ଜ୍ୟୋତିରାଦିତ୍ୟ

ମୁମ୍ବାଇ,୨୩।୭: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପକ୍ଷରୁ କରାଯାଇଥିବା ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶଦ୍ରୋହୀ ବୋଲି କୁହାଯିବା ପରେ ସିନ୍ଧିଆ କହିଛନ୍ତି ଯେ ଯଦି ଏପରି ହୋଇଥାନ୍ତା ତେବେ କଂଗ୍ରେସ ତାଙ୍କୁ ଏବଂ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କୁ କାହିଁକି…

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

କଲମ୍ବୋ,୨୩।୭: ଶ୍ରୀଲଙ୍କାରେ ଚାଲିଥିବା ପୁରୁଷ ଏମର୍ଜିଂ ଏସିଆ କପ ଫାଇନାଲରେ ଇଣ୍ଡିଆ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ସେମିଫାଇନାଲରେ ଟିମ ଇଣ୍ଡିଆ ବାଂଲାଦେଶକୁ…

ଗୃହଯୁଦ୍ଧରୁ ଯୋଗ ଶିକ୍ଷା ମୁହାଁ ସିରିଆ…

ଦାମାସକସ,୨୩।୭ : ଗତ ୧୨ ବର୍ଷ ଧରି ଗୃହଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ। ଯୁଦ୍ଧ ଏଠାକାର ଲୋକଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି। ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଏବଂ ଶାରୀରିକ ସମସ୍ୟା ବ୍ୟତୀତ, ସେମାନେ ସମ୍ମୁଖୀନ ହେଉଥିବା ମାନସିକ ସମସ୍ୟାକୁ କଳ୍ପନା…

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ। ସ୍ଥାନୀୟ ଲୋକଙ୍କ…

ମିଜୋରାମରୁ ମେଇତି ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି, ବଢାଗଲା ସୁରକ୍ଷା

ଆଇଜଲ,୨୩।୭: ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ମଧ୍ୟରେ ମିଜୋରାମରେ ଥିବା ମେଇତି ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ପୂର୍ବତନ ଉଗ୍ରବାଦୀ ସଂଗଠନ ମେଇତି ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ…

ମିଶନ ଗଗନାୟନ: ଇସ୍ରୋ-ନୌସେନା କଲେ ହାର୍‌ବର ରିକଭରି ଟେଷ୍ଟ

ବେଙ୍ଗାଲୁରୁ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ନୌସେନା ‘ମିଶନ ଗଗନୟାନ’ ପାଇଁ ବିଶାଖାପାଟନମ ହାର୍‌ବର ଠାରେ ମାନବ ସ୍ପେସ ମିଶନ କ୍ରୁ ମଡ୍ୟୁଲ ରିକଭରି ଏବଂ ଲିଫ୍ଟିଂ ଟେଷ୍ଟକୁ ସଫଳତାର ସହ ଶେଷ କରିଛନ୍ତି। ବିଶାଖାପାଟନମର ସ୍ଥିତ…

କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…

ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି। ଯଦିଓ…

ଆନ୍ଧ୍ରରେ ଭୟଙ୍କର ବସ୍‌ ଦୁର୍ଘଟଣା:୬ମୃତ, ୨୦ରୁ ଅଧିକ ଆହତ

କଡପା,୨୩।୭: ଆନ୍ଧ୍ରପ୍ରଦେଶର କୁଡପା ଜିଲାରେ ଏକ ଭୟଙ୍କର ବସ ସୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ସହ ଲରି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆରଟିସି ବସ୍‌ରେ ଯାତ୍ରା…

ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତଠାରୁ ଅଧିକ ସୁରକ୍ଷିତ…

ଓ୍ବାଶିଂଟନ,୨୩।୭ : ଆମେରିକାର ସଂଗଠନ ନ୍ୟୁକ୍ଲିୟର ଥ୍ରେଟ ଇନିସିଏଟିଭ ଦାବି କରିଛି ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତ ଅପେକ୍ଷା ଅଧିକ ସୁରକ୍ଷିତ। ବାର୍ଷିକ ର଼୍ୟାଙ୍କିଙ୍ଗ ପ୍ରକାଶ କରି ସଂଗଠନ କହିଛି ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଶ୍ୱରେ ଆଣବିକ…

ଟୁଇଟର ଲୋଗୋରୁ ହଟିଯିବ ଚଢେଇ!

ଓ୍ବାଶିଂଟନ,୨୩।୭: ଟୁଇଟରର ମାଲିକ ଏଲନ ମସ୍କ ଖୁବଶୀଘ୍ର ଟୁଇଟର ଲୋଗୋ ଅର୍ଥାତ୍‌ ଚଢେଇର ଲୋଗୋକୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁଇଟ କରି ସେ ଏହି ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ମସ୍କ ଲେଖିଛନ୍ତି ଯେ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ…

ନ୍ୟାୟିକ ସୁଧାର ନେଇ ପ୍ରଦର୍ଶନ: ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…

ଜେରୁଜେଲମ,୨୩।୭ : ବହୁ ସଂଖ୍ୟକ ବିକ୍ଷୋଭକାରୀ ଇସ୍ରାଏଲର ନ୍ୟାୟିକ ସଂସ୍କାର ବିଲ ବିରୋଧରେ ଏକ ରାଲି କରିଥିଲେ। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ…

ମଣିପୁରର ଲୋମଟାଙ୍କୁରା ଘଟଣାରେ ଭୟଭୀତ ହୋଇ ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ଆଇଜଓ୍ବାଲ,୨୩।୭:ମଣିପୁର ହିଂସାକୁ ନେଇ ଦେଶ ସ୍ତବ୍ଧ। ଯୌନହିଂସାର କରୁଣ ପରିଣତିକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶ୍ୱଗୁରୁ ବୋଲାଉଥିବା ବେଶ ଅଜି ସାରା ବିଶ୍ୱ ସାମ୍ନାରେ ନତମୁଖ ହୋଇ ଆର୍ବିଭୂତ ହୋଇଛି। ତେବେ ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣା ପଡୋଶୀ ରାଜ୍ୟ ମିଜୋରାମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri