Home

ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି…

୨୦୨୪ ଲୋକସଭା ନିର୍ବାଚନରେ କର୍ନାଟକରେ ଭାଜପା-ଜେଡିଏସ ମେଣ୍ଟ ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୩।୭ : କର୍ନାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଜେଡିଏସକୁ କଂଗ୍ରେସ ସାମ୍ନାରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ବର୍ତ୍ତମାନ ଉଭୟ ଦଳ ବିଧାନସଭାରେ ଏକାଠି କଂଗ୍ରେସ ବିରୋଧରେ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ସହ ଆସନ୍ତା ବର୍ଷ…

ହିମାଚଳ ପ୍ରଦେଶ ସରକାରଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲାଗୁ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୭ : ହିମାଚଳ ପ୍ରଦେଶ ସରକାର ଏକ ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିକୁ ପଳାତକ ସମ୍ପତ୍ତି ଭାବେ ଘୋଷଣା କରିବା ପାଇଁ ରାଜ୍ୟର ନିଷ୍ପତ୍ତିକୁ ଏଡ଼ାଇ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ ଦାଖଲ କରିଥିବାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି…

ଛାତ୍ରାବାସରେ ସାପକାମୁଡ଼ାରେ ୩ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଥିବା ବେସରକାରୀ ଛାତ୍ରାବାସରେ ଶୋଇଥିବା ବେଳେ ଶନିବାର ରାତିରେ ବିଷାକ୍ତ ସାପ କାମୁଡ଼ାରେ ୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ଜଣେ ଛାତ୍ର ଗୁରୁତର ଅବସ୍ଥାରେ…

ଦେଶର ଗରିବ ବିଧାୟକ: ଆକାଉଣ୍ଟରେ ରହିଛି ୧ ଟଙ୍କା…

କୋଲକାତା,୨୩।୭ : ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ନିକଟରେ ସମଗ୍ର ଭାରତରେ ରାଜ୍ୟର ବିଧାନସଭା ତଥା କେନ୍ଦ୍ର ଶାସିତ ଅଞ୍ଚଳର ସିଟିଂ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

‘କଂଗ୍ରେସ ନିଜ ଦଳ ନେତାଙ୍କୁ ଅଣଦେଖା କରୁଛି’

ନୂଆଦିଲ୍ଲୀ,୨୩ା୭: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନଓ୍ବାଲା ରବିବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଏକ ଟୁଇଟ କରି କହିଛନ୍ତି, ମାଲଦା ଷ୍ଟ୍ରିପିଂ ଘଟଣାକୁ ନେଇ ଅଧୀର ରଞ୍ଜନ ଚୌଧୁରୀ ଟିଏମ୍‌ସି ଉପରେ ଆକ୍ରମଣ କରିଛନ୍ତି। ପ୍ରତାପ ସିଂ ବାଜଓ୍ବା…

ସଫଳତାର ସହ ପ୍ରତିରୋପଣ ହେଲା ନେତାନ୍ୟାହୁଙ୍କ ପେସ ମେକର

ଜେରୁଜେଲମ,୨୩।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଏକ ଅଘଟଣ ଘଟିଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ ହେବ। ବିକ୍ଷୋଭକାରୀମାନେ ନେସେଟ ନିକଟରେ…

ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଇଶାକ ଡାର

ଇସଲାମାବାଦ,୨୩।୭: ପାକିସ୍ତାନର ଶାସକ ଦଳ ମୁସଲିମ ଲିଗ-ନଓ୍ବାଜ ନିଜର ଅର୍ଥମନ୍ତ୍ରୀ ଇଶାକ ଡାରଙ୍କୁ ଦେଶର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ କରିବାକୁ ନେଇ ବିଚାର କରୁଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ଏହି ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ପାକିସ୍ତାନରେ ଶୀଘ୍ର ସାଧାରଣ ନିର୍ବାଚନ ହେବାକୁ…

‘ଟମାଟୋ ଖାଆନ୍ତୁ ନାହିଁ’

ଲକ୍ଷ୍ନୌ,୨୩ା୭: ବର୍ତ୍ତମାନ ଟମାଟୋ ଦର ଆକାଶଛୁଆଁ ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ମନ୍ତ୍ରୀ ପ୍ରତିଭା ଶୁକ୍ଳା କହିଛନ୍ତି, ଦରଦାମ୍‌ ବଢ଼ିବା କିଛି ନୂଆ କଥା ନୁହେଁ ଏବଂ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ। ବର୍ତ୍ତମାନ ଟମାଟୋ ନ ଖାଇବାକୁ ସେ ପରାମର୍ଶ…

୨୦୨୪ ପୂର୍ବରୁ ଭାଜପାର ମାଷ୍ଟର ପ୍ଲାନ: ବହୁ ସଂଖ୍ୟାରେ ଅନ୍ୟ ଦଳ ନେତା ହେବେ ସାମିଲ…

ନୂଆଦିଲ୍ଲୀ,୨୩।୭ : ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସମୟ ବାକି ନାହିଁ। ଯାହାକୁ ଦୃଷ୍ଟିରେ ରଖି ସମସ୍ତ ମୁଖ୍ୟ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିରୋଧୀ ଦଳ ଏକ ବୃହତ ମିଳିତ ମେଣ୍ଟ ଗଠନ କରିଥିବାବେଳେ…

ବିଗ୍‌ବସ୍‌ରୁ ବିଦା ହେବେ ଏହି ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଟିଭି ପରି, ‘ବିଗ୍‌ ବସ୍‌’ ମଧ୍ୟ ଓଟିଟିରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସଫଳ ହେଉଛି। ବିବାଦୀୟ ଶୋ ‘ବିଗ ବସ୍‌ ଓଟିଟି-୨’ ଆଗକୁ ବଢୁଥିବା ବେଳେ ପ୍ରତିଦିନ ବିବି ଘରେ ଘଟୁଥିବା ହାଇ ଭୋଲଟେଜ୍‌ ଡ୍ରାମା ଦର୍ଶକଙ୍କ ପାଇଁ ଅଧିକ…

ମୋଦିଙ୍କ ସମ୍ପର୍କରେ କହୁ କହୁ ଏମିତି କହିଦେଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୨୩।୭: କିଛିଦିନ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି। ନିକଟରେ ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ଦେଶରେ କ୍ରୋଧର ନିଆଁ ଜଳୁଛି। ତାଜା ସୂଚନା ଅନୁଯାୟୀ,ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପାଓଲିନଲାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri