Home

ପ୍ରଥମ ଭାଜପା ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ: ମଣି ଶଙ୍କର…

ନୂଆଦିଲ୍ଲୀ,୨୪।୮ : ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ କଟାକ୍ଷ କରିଛନ୍ତି। ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ…

୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ, ଦୋଷୀ ହେବା ପରେ ମଧ୍ୟ ୭ସମର୍ଥକଙ୍କ ମିଳିଲା ସମର୍ଥନ

ଓ୍ବାଶିଂଟନ୍‌,୨୪।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନ ବିତର୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରିପବ୍ଲିକାନ ପାର୍ଟିର ୮ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ…

ସମସ୍ତ ‘ମାଗଣା’ ସେବା ବନ୍ଦ ହେବାକୁ ଦେବି ନାହିଁ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଖବରକାଗଜରେ ପ୍ରତିଦିନ ପଢୁଥିଲେ, ଆମ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ କିପରି ପ୍ରୟାସ କରାଯାଉଛି। ମେ ୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦିଲ୍ଲୀରେ ଅଧିକାରୀଙ୍କ…

ହାତୀ ନେଲା ଦୁଇ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଲୋକେ

ଅନୁଗୋଳ,୨୪ା୮(ଅମିତ କୁମାର ସାମଲ): ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ଅନୁଗୋଳ ବନଖଣ୍ଡ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ ଝିଲି ମାଝି। ତେବେ ପ୍ରତିବାଦରେ ଅନୁଗୋଳ-ବନ୍ତଳା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି। କ୍ଷତିପୂରଣ…

ହିମାଚଳପ୍ରଦେଶରେ ଭୂସ୍ଖଳନ: ତାସ ଘର ଭଳି ଭୁଶୁଡ଼ିଲା କୋଠା, ଭିଡ଼ିଓ ଭାଇରାଲ…

ଶିମଲା,୨୪।୮ : ହିମାଚଳ ପ୍ରଦେଶର କୁଲୁରେ ଭୂସ୍ଖଳନ ଯୋଗୁ ଅନେକ ଘର ଭୁଶୁଡି ପଡିଛି। ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି…

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ

କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ…

ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ, ୭ଗୁରୁତର ଆହତ

କିଭ୍‌,୨୪।୮: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର…

ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର…

ନୂଆଦିଲ୍ଲୀ,୨୪।୮ : ଜୁଲାଇରୁ ଆରମ୍ଭ ହୋଇଥିବା ପନିପରିବା ମହଙ୍ଗା ଏବେ ମଧ୍ୟ ଜାରି ରହିଛି। ପନିପରିବା ଦର ମଧ୍ୟବିତ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ତେବେ ପନିପରିବା ଦର ବୃଦ୍ଧି ନେଇ ଆରବିଆଇ ଗଭର୍ନର ଶଶିକାନ୍ତ ଦାସଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ…

ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ଜାରି

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ପ୍ରସ୍ତୁତ କରିଛି। ଆଇସିସି କହିଛି ଯେ, ବିଶ୍ୱକପ୍‌ ମୁଖ୍ୟ ମ୍ୟାଚ ପୂର୍ବରୁ ୧୦ଟି ଅଭ୍ୟାସ ଅପ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଇଂଲଣ୍ଡ ଏବଂ…

ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନକୁ ଯୁଦ୍ଧ ବିମାନ ଦେବେ ୪ଟି ଦେଶ

କିଭ୍‌,୨୪।୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ନେଦରଲ୍ୟାଣ୍ଡ ଓ ଡେନମାର୍କ ୟୁକ୍ରେନର ପାଇଲଟମାନଙ୍କୁ ଏଫ୍‌-୧୬ ବିମାନର ତାଲିମ ପ୍ରଦାନ ଏବଂ ଏହି ଯୁଦ୍ଧ ବିମାନକୁ ଖୁବଶୀଘ୍ର ୟୁକ୍ରେନକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡେନମାର୍କର ପ୍ରଧାନମନ୍ତ୍ରୀ…

ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ରାୟଗଡ଼ା…

କାଲିଫର୍ନିଆର ବାର୍‌ରେ ଗୁଳିକାଣ୍ଡ: ୫ ମୃତ, ୬ ଆହତ…

ଓ୍ବାଶିଂଟନ,୨୪।୮ : ଆମେରିକାର କାଲିଫର୍ନିଆର ଓରେଞ୍ଜ କାଉଣ୍ଟିରେ ବାଇକରର୍ସ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସିବିଏସଇ ଲସ ଆଞ୍ଜେଲସ ସୂତ୍ରରୁ ପ୍ରକାଶ। ରିପୋର୍ଟରେ କୁହାଯାଇଛି ଜଣେ ଅବସରପ୍ରାପ୍ତ ଆଇନଜୀବୀ ବାରରେ ଗୁଳି ଚଳାଇବା ଯୋଗୁ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri