ଚାଇନା-ତାଇଓ୍ବାନ ବିବାଦ: ତାଇଓ୍ବାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା
ଓ୍ବାଶିଂଟନ୍,୨୪।୮: ଚାଇନା ଓ ତାଇଓ୍ବାନ ମଝିରେ ବିବାଦ ଚାଲିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ତେବେ ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସାହାଯ୍ୟର ହାତ ବଢାଇଛନ୍ତି। ତାଇୱାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ବାଇଡେନ…
ୟୁଟ୍ୟୁବରେ ଚନ୍ଦ୍ରୟାନ-୩ର ଲାଇଭ ଷ୍ଟ୍ରିମିଂ ଭାଙ୍ଗିଲା ବିଶ୍ୱରେକର୍ଡ
ନୂଆଦିଲ୍ଲୀ,୨୪।୮: ଭାରତର ଚନ୍ଦ୍ରାୟନ-୩ ଚନ୍ଦ୍ରରେ ସଫଳ ଅବତରଣ କରିଛି। ଏହା ସହ ଚନ୍ଦ୍ରର ଦକ୍ଷିଣ ମରେୁରେ ପାଦ ଦେବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଏହି ସମୟରେ ଇସ୍ରୋର ଲାଇଭ ଷ୍ଟ୍ରିମିଂ ଲିଙ୍କ ମଧ୍ୟ ୟୁଟ୍ୟୁବରେ ଇତିହାସ ସୃଷ୍ଟି କରିଛି।…
ଜହ୍ନରେ ଭାରତ: ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଖୁସି ବାଣ୍ଟିଲେ ଭାରତୀୟ
ଓ୍ବାଶିଂଟନ୍,୨୪।୮: ଚନ୍ଦ୍ରରେ ଚହଳ ପକାଇଛି ଭାରତ। ବହୁ ଦିନର ସ୍ବପ୍ନକୁ ସାକାର କରିଛନ୍ତି ୧୪୦କୋଟି ଭାରତୀୟ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରରେ ଇତିହାସ ସୃଷ୍ଟି କରିଛି। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପାଇଁ ସବୁ ବିଦେଶୀ…
ଚନ୍ଦ୍ରାୟନ-୩ ସଫଳତା ନେଇ ସାରା ପୃଥିବୀର ମିଡ଼ିଆ ପ୍ରଶଂସାରେ ଶତମୁଖ, ପାକିସ୍ତାନ ଦୁଃଖୀ !…
ନୂଆଦିଲ୍ଲୀ,୨୪।୮ : ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ମିଶନ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୂବରେ ନିଜର ମହାକାଶଯାନ ଅବତରଣ କରିଛି।…
ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ: ଇସ୍ରୋ କହିଲା, ‘ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ମୁନ୍’
ନୂଆଦିଲ୍ଲୀ,୨୪।୮: ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍ ପୋଲ୍ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ…
ଯେବେ ବି ସୁଯୋଗ ମିଳିବ ଅଧିନାୟକ ହେବାକୁ ପ୍ରସ୍ତୁତ: ବୁମ୍ରା
ନୂଆଦିଲ୍ଲୀ,୨୪।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା କରିଥିଲା।…
ଦୁର୍ନାତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ବିଭାଗୀୟ ଅନୁମତିକୁ ଅପେକ୍ଷା କରିଛି ସିବିଆଇ: ସିଭିସି ରିପୋର୍ଟ…
ନୂଆଦିଲ୍ଲୀ,୨୪।୮ : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏହାର ଏକ ରିପୋର୍ଟରେ କହିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଦାୟର କରିବାକୁ ୫୦୦ରୁ ଅଧିକ ସିବିଆଇ ଅନୁରୋଧ ବିଭିନ୍ନ ସରକାରୀ ବିଭାଗରେ ବିଚାରାଧୀନ ଅଛି। ୨୦୨୨ପାଇଁ ସିଭିସିର ବାର୍ଷିକ ରିପୋର୍ଟରେ କୁହାଯାଇଛି…
ଚନ୍ଦ୍ରୟାନ-୩ ସଫଳ ହେବାପରେ ଇସ୍ରୋ ମୁଖ୍ୟଙ୍କୁ ଫୋନରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଭାରତ ଇତିହାସ ସୃଷ୍ଟି କରିଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍ ୬ଟା ୪ ମିନିଟରେ ଓହ୍ଲାଇବା ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ଯ୍ୟାଳୟରେ ଉତ୍ସବର…
ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ
ନୂଆଦିଲ୍ଲୀ,୨୪।୮: ଏସିଆ କପ୍ ଲାଗି ଭାରତୀୟ ଟିମ୍ରେ ଓପନର୍ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ କିଛି ଦିନ ଥିବା ବେଳେ ଶୁଭମନ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।…
ଏସିଆ କପ୍ ପୂର୍ବରୁ ହେବ ଫିଟ୍ନେସ୍ ଟେଷ୍ଟ
ନୂଆଦିଲ୍ଲୀ,୨୪।୮:ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ ଆରମ୍ଭ କରିବ। ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ।…
ଭାରତର ସହଭାଗୀ ହୋଇ ଆମେ ଗର୍ବିତ: ଆମେରିକା
ଓ୍ବାଶିଂଟନ୍,୨୪।୮: ଚନ୍ଦ୍ରୟାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଇବାରେ ଲାଗିଛି। ଆମେରିକା ମଧ୍ୟ ପ୍ରଶଂସା କରିବାରେ ପଛାଇ ନାହିଁ। ଯଦିଓ ତିନୋଟି ଦେଶ (ଆମେରିକା, ରୁଷିଆ ଏବଂ ଚାଇନା) ପୂର୍ବରୁ ଚନ୍ଦ୍ର ଉପରେ ପାଦ ରଖିଛନ୍ତି,…
ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଭାରତୀ !
ବମ୍ବେ: ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ। ୟୁଟ୍ୟୁବରେ ସେ ନୂତନ ବ୍ଲଗ ଶେୟାର କରିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। ବ୍ଲଗରେ ଟେଲି ଅଭିନେତ୍ରୀ ତଥା ବିଗ୍ବସ୍ ଫେମ୍ ଜାସ୍ମିନ…
Archives


