Home

ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ, ଫ୍ୟାନ୍ସ କହିଲେ ଭାଙ୍ଗିବନି ଏହି ଯୋଡି

ମୁମ୍ବାଇ: ବଲିଉଡର ଗଳିକନ୍ଦିରେ ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ଲଭ ଷ୍ଟୋରୀ ପ୍ରଚାରିତ ହୋଇ ସାରିଛି। ଏବେ କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା।ସୋସିଆଲ ମିଡିଆ ସମେତ ଅନେକ ୱେବସାଇଟରେ ବ୍ରେକଅପ ଖବରର ଗୁଜବ…

ଗାଈ ଚରାଳିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ଦାରିଙ୍ଗବାଡ଼ି,୨୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଗାଈ ଚରାଳି ମାଦି ପଡ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳ…

ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର

ଭୋପାଳ,୨୭।୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଶ୍ରାବଣ…

ଆଡଭାନ୍ସ ବୁକିଂରେ ‘ଯବାନ’ର ରେକର୍ଡ! କେଇ ମିନିଟ୍‌ରେ…

ବମ୍ବେ: ରିଲିଜ ଅପେକ୍ଷାରେ ରହିଛି ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’। ଏହାର କିଛି ଝଲକ ଦେଖିବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ କାହିଁରେ କେତେ। ବିଦେଶରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ନିର୍ମାତାମାନେ…

ବ୍ରିଟେନରେ ଜଘନ୍ୟ ହତ୍ୟାକାଣ୍ଡ ପାଇଁ ବାଧ୍ୟତାମୂଳକ ହେବ ଆଜୀବନ କାରାଦଣ୍ଡ, ସୁନକ କହିଲେ ଶୀଘ୍ର ପ୍ରଣୟନ ହେବ ଆଇନ

ଲଣ୍ଡନ,୨୭।୮: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ କଠୋର ନୂତନ ଆଇନ ପାଇଁ ଯୋଜନା କରୁଥିବା କରିଛନ୍ତି, ଏହି ଆଇନ ଅନୁଯାୟୀ ଜଘନ୍ୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗିବାକୁୁ ପଡ଼ିବ। ପାରୋଲ କିମ୍ବା ଶୀଘ୍ର…

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି…

ଏହି ସୁପରଷ୍ଟାର କେବେ କେଉଁ ବ୍ରାଣ୍ଡ୍‌ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୨ ବର୍ଷ ବୟସରେ ମଧ୍ୟ ତାଙ୍କର ଜଲ୍‌ଓ୍ବା ଜାରି ରଖିଛନ୍ତି। ଆଜି ବି ସେ ସିଲ୍‌ଭର ସ୍କ୍ରିନ୍‌ରେ କେବଳ ହିରୋ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ଏହି ବୟସରେ…

‘ଆମର ବିଶ୍ୱାସ ବିକାଶର ପବନ ଏବେ ଚନ୍ଦ୍ରରେ ପହଞ୍ଚିଛି’, ଚନ୍ଦ୍ରାୟନ-୩ର ପ୍ରଶଂସା କଲେ ନଡ୍ଡା

ନୂଆଦିଲ୍ଲୀ,୨୭।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ ବ୍ୟାଖ୍ୟାନ ଶୃଙ୍ଖଳାରେ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ସମୟରେ ସେ…

ଟ୍ରେନିଂ ଡ୍ରିଲ ସମୟରେ ଏୟାରକ୍ରାପ୍ଟ କ୍ରାସ, ୩ ଆମେରିକା ସେନାଙ୍କ ମୃତ୍ୟୁ

କାନବେରା,୨୭।୮: ଅଷ୍ଟ୍ରେଲିଆର ପୂର୍ବାଞ୍ଚଳରେ ସ୍ଥିତ ତିବି ଦ୍ୱିପରେ ରବିବାର ସକାଳେ ଏକ ଏୟାରକ୍ରାପ୍ଟ କ୍ରାସରେ ୩ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨ ଅନ୍ୟ ଆହତ ହୋଇଛନ୍ତି। କୁହାଯାଉଛି କି ଏହି ସେନାମାନେ ଏକ ଟ୍ରେନିଂ ଡ୍ରିଲରେ ଭାଗ ନେଉଥିଲେ।…

ଜେଲ୍‌ରେ ଇମ୍ରାନଙ୍କୁ ପଚରାଉଚରା

ଇସଲାମାବାଦ,୨୭ା୮: ସାଇଫର ମାମଲାରେ ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସିର ଅଧିକାରୀମାନେ ପଚରାଉଚରା କରିଛନ୍ତି। ଗୁପ୍ତ କୂଟନୈତିକ କେବୁଲର ଅପବ୍ୟବହାରକୁ ଇମ୍ରାନ ଗ୍ରହଣ କରିଛନ୍ତି। ରବିବାର ଗଣମାଧ୍ୟମର ରିପୋର୍ଟରେ ଏହା ଜଣାଯାଇଛି। ଚଳିତ ମାସ…

ଛାତ୍ର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ବାଲିଗୁଡ଼ା,୨୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା। ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ବାଂଲାଦେଶରେ ଡେଙ୍ଗୁ ଅଣାୟତ, ଅଗଷ୍ଟରେ ୬୦ ହଜାରରୁ ଅଧିକ ସଂକ୍ରମିତ

ଢାକା,୨୭।୮: ବାଂଲାଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ଏବେ ଏହା ଅଣାୟତ୍ତ ସ୍ଥିତିକୁ ଚାଲି ଗଲାଣି। ଦେଶରେ ବହୁ ସଂଖ୍ୟାରେ ଲୋକେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ପ୍ରତିଦିନ ଶହ ଶହ ମାମଲା ସାମ୍ନାକୁ ଆସୁଛି। ଢାକା ଟ୍ରିବ୍ୟୁନ ରିପୋର୍ଟ କରିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri