Home

ମିଶନ ୨୪: ଆଜି ବିଜୟ ମନ୍ତ୍ର ଦେବେ ମୋଦି

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍‌ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏନଡିଏ ସାଂସଦମାନଙ୍କର ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ। ସୂଚନାନୁସାରେ,…

ଏନ୍‌ଜିଟିରେ ବିଡିଏ ସଚିବଙ୍କୁ ୫ଶହ ଟଙ୍କା ଜରିମାନା

ଭୁବନେଶ୍ୱର, ୩୧।୭ (ବନ୍ଦନା ସେଠୀ):ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ କାଜୁଆଲ ବା ଖାମଖିଆଲ ଭାବେ ଆଫିଡେଭିଟ୍‌ ଦାଖଲ କରିଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଛି। ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡରେ ୱାଟ୍‌କୋ…

ବିନା ଅନୁମତିରେ ୬ମାସ ଛୁଟିରେ ଥିଲେ ଗୋପାଳ

ସମ୍ବଲପୁର,୩୧ା୭ (ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ ଦାଖଲ କରିବା ପରେ ଏବେ ଲୋକଲୋଚନକୁ ଆସୁଛି ଅନେକ ପ୍ରସଙ୍ଗ। ଚାର୍ଜଶିଟ୍‌ ଓ ପଲିଗ୍ରାଫ ରିପୋର୍ଟକୁ ଦେଖିଲେ ଅନେକ ତଥ୍ୟରେ ତାଳମେଳ ମଧ୍ୟ ରହୁନାହିଁ। ଅଭିଯୁକ୍ତ…

୪ ତାରିଖଯାଏ ବର୍ଷିବ

ଭୁବନେଶ୍ୱର,୩୧ା୭(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶନିବାର ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପର ରୂପ ନେବା ପରେ ବର୍ଷା ପରିମାଣ ବଢ଼ିଛି। ରବିବାର…

ପହିଲାରୁ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):ଅଗଷ୍ଟ ପହିଲାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପିଲାଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…

‘ରାଜ୍ୟରେ ଶିକ୍ଷାର ମାନ ହ୍ରାସ ପାଉଛି’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ ଜଟଣୀ,୩୧ା୭(ରବୀନ୍ଦ୍ର ନାଥ ମହାକୁଡ଼):ରାଜ୍ୟରେ ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ପ୍ରଭାବ ପଡୁଛି। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବା ଏବଂ ସରକାରୀ ପ୍ରୋତ୍ସାହନ ଅଭାବ ଏହାର…

ଆର୍ନିଆ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର,୩୧।୭ : ଜମ୍ମୁ-କଶ୍ମୀରରେ ସୀମା ପାରରୁ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଏସଏଫ ଯବାନମାନେ ପଣ୍ଡ କରିଛନ୍ତି। ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଛନ୍ତି। ରବିବାର-ସୋମବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଜଣେ ଅନୁପ୍ରବେଶକାରୀ ଆରଏସ ପୁର, ଜମ୍ମୁ-କଶ୍ମୀରର ଆର୍ନିଆ…

କ୍ଷମତା ଦଖଲ ନେତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ନାଇଜର ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ…

ନିଆମେ,୩୧।୭ : ପଶ୍ଚିମ ଆଫ୍ରିକୀୟ ନାଇଜର ଦେଶରେ ସେନା ଦାବି କରିଛି ସେମାନେ ଏକ କ୍ଷମତା ଦଖଲ ଆକ୍ରମଣ କରିଛନ୍ତି ଏବଂ ସେମାନେ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ନାଇଜରର ସାମରିକ କ୍ଷମତା ଦଖଲ ନେତାଙ୍କ…

ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ: ୪ ମୃତ

ନୂଆଦିଲ୍ଲୀ,୩୧।୭: ଜୟପୁର ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳି କାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ମହାରାଷ୍ଟ୍ରର ପାଲଘରରୁ ଆସିଛି। ଗୁଳିକାଣ୍ଡ ଆରପିଏଫ ଯବାନଙ୍କ ଦ୍ୱାରା କରାଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଆରପିଏଫର…

କୁରାନର ଅପମାନକୁ ରୋକିବା ପାଇଁ ଡେନମାର୍କ ନେବ ପଦକ୍ଷେପ: ବୈଦେଶିକ ମନ୍ତ୍ରୀ…

କୋପେନହେଗେନ,୩୧।୭ : ଅଲ ଜଜିରାଙ୍କ ଅନୁଯାୟୀ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ ରାସମୁସେନ କହିଛନ୍ତି ଡେନମାର୍କରେ ଥିବା ବିଦେଶୀ ଦୂତାବାସ ସମ୍ମୁଖରେ କୁରାନକୁ ଅପମାନିତ ନକରିବାକୁ ଅଧିକାରୀମାନେ ସକ୍ଷମ ହେବା ପାଇଁ ସରକାର ଆଇନଗତ ଉପାୟ ଖୋଜିବେ। ଏକ ବିବୃତ୍ତିରେ…

ଲେବାନନରେ ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସା, ସଂଘର୍ଷରେ ୫ ମୃତ, ୭ ଆହତ…

ବେରୁଟ,୩୧।୭ : ଲିବାନନରେ ଏକ ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି। ଲିବାନନର…

ସ୍କୁଲ୍ସ ଓପନ୍‌ ଚେସ୍‌: ସତ୍ୟମ୍‌ ଚାମ୍ପିୟନ

ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ବିଜେଇମ୍‌ ସ୍କୁଲ-୧ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ଆୟୋଜିତ ସ୍କୁଲ୍ସ ଓପନ ଚେସ୍‌ରେ କଟକ ଗୁରୁନାନକ ପବ୍ଲିକ ସ୍କୁଲର ସତ୍ୟମ ସ୍ବରୂପ ସାହୁ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri