Home

କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ…

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ…

ଦିପାବଳୀରେ କେବଳ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ମିଳିଲା ଅନୁମତି

ଚଣ୍ଡିଗଡ଼,୨୩।୯: ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏଚଏସପିସିବି) ଯୋଜନା ପ୍ରସ୍ତୁତ କରିଛି। ବୋର୍ଡ ଶୁକ୍ରବାର ସମସ୍ତ ଡେପୁଟି କମିଶନରଙ୍କୁ ଗ୍ରୀନ ଫାୟାର କ୍ରାକର ବ୍ୟତୀତ ସମସ୍ତ ପ୍ରକାର ଫାୟାର କ୍ରାକର ଉତ୍ପାଦନ, ବିକ୍ରୟ…

ଟ୍ରକ୍‌ ତଳେ ଏମିତି ଶୋଇ ପବନ ବେଗରେ ଝୁଲୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଟ୍ରକ୍‌ ଖୁବ୍‌ ତୀବ୍ର ବେଗରେ ଗତି କରୁଥିବା ଦେଖିବାକୁ ମିଳିଛି। ଏହି ଟ୍ରକ୍‌ ତଳେ ଜଣେ ବ୍ୟକ୍ତି ଏମିତି ଶୋଇଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଟ୍ରକ୍‌ର ବେଗ…

ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।…

ଆଜି ଆଲୋଚନା, ବାହାରିପାରେ ନିଷ୍କର୍ଷ

ଭୁବନେଶ୍ୱର,୨୩।୯(ଅସମାପିକା ସାହୁ): ପ୍ରାଥମିକ ଶିକ୍ଷକଙ୍କ ୩ଦଫା ଦାବି ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ। ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ଜିଦ୍‌ରେ ଅଟଳ ରହିଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା…

୨୭ ବର୍ଷ ପରେ ମୋହାଲିରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍‌ ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ନେଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୭ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆର ଓପନରମାନେ ଦଳକୁ ଭଲ ଆରମ୍ଭ ଦେଇଥିଲେ।…

ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ…

ପିଡିଏସ୍‌ ଚାଉଳ କିଣି ନେଉଛନ୍ତି ବେପାରୀ

ଲୋଇସିଂହା,୨୩ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମକୁ ବାହାର ଅଞ୍ଚଳର ଜଣେ ବେପାରୀ ଆସି ଘରଘର ବୁଲି ପିଡିଏସ୍‌ ଚାଉଳ କିଣି ନେଉଛନ୍ତି। ଯେଉଁମାନଙ୍କ ନିଜ ଖର୍ଚ୍ଚ ବାଦ ଚାଉଳ ବଳକା ରହୁଛି ସେମାନେ ବେପାରୀଙ୍କୁ ଚାଉଳ…

ଭାରତ, ଇସ୍ରାଏଲ, ୟୁଏଇ, ଆମେରିକା ମିଳିତ ମହାକାଶ ଉଦ୍ୟୋଗର କଲେ ଘୋଷଣା, ୱେବସାଇଟ ମଧ୍ୟ ଲଞ୍ଚ ହୋଇଛି

ନ୍ୟୁୟର୍କ,୨୩।୯: ଆଇ୨ୟୁ୨ ଗ୍ରୁପ ଅଫ ଇଣ୍ଡିଆ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ଏକ ନୂତନ ମିଳିତ ମହାକାଶ ଉଦ୍ୟୋଗ ଘୋଷଣା କରିଛନ୍ତି। ନୀତି ନିର୍ମାତା, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ ଭିତ୍ତିକ ଉପକରଣ…

ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ

ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ ବର୍ଷା ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ସର୍ବନିମ୍ନସ୍ତରକୁ ଜଳସ୍ତର ପହଞ୍ଚତ୍ବା ରେକର୍ଡ ସୃଷ୍ଟି କରିଥିଲା। ଚଳିତ…

ମୌଳିକ ସୁବିଧା ଅପହଞ୍ଚ, ଆନ୍ଦୋଳନ ପାଇଁ ସଜବାଜ

ରାଉରକେଲା,୨୩।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ୧୪ ନମ୍ବର ଓ୍ବାର୍ଡ ଧାମରା ବସ୍ତି ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡିଛି। ବାରମ୍ବାର ଦାବି କରିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଏ ନେଇ ପଦକ୍ଷେପ ନେଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?