Home

ମମତା ବାନାର୍ଜୀଙ୍କ ସହ ଏମପି-ଏମଏଲଏଙ୍କ ମତାନ୍ତର କାହିଁକି? ଟିଏମସି ବିଭାଜିତ ହେବ କି? ବିଦ୍ରୋହୀ କାକୋଲି ଘୋଷ ଯୋଜନା କରିଛନ୍ତି…

କୋଲକାତା,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଦଳର ଆଭ୍ୟନ୍ତରୀଣ ଫାଟ ଖୋଲା ବିଦ୍ରୋହରେ ପରିଣତ ହେଉଥିବା ପରି ମନେ ହେଉଛି। ଅସନ୍ତୁଷ୍ଟ ଟିଏମସି ଏମପିଙ୍କ ଏକ ଅସନ୍ତୁଷ୍ଟ ଗୋଷ୍ଠୀ ମଙ୍ଗଳବାର ଲୋକ…

ନୂତନ ଅଧ୍ୟକ୍ଷା ଭାବେ ଯୋଗଦେଲେ ଚୈତାଳି: ମହାବିଦ୍ୟାଳୟର ଆହୁରି ବିକାଶ ହେବ ବୋଲି ଆଶା

ଭଞ୍ଜନଗର,୯।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ ଚୈତାଳି ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ମୁଖ୍ୟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ ଉପନ୍ୟାସ ନୁହେଁ, ଉଦାର ମାନବିକତାର ଏକ ଭବିଷ୍ୟ ପୋଥି। ମାଟିର ମଣିଷ ଓ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ କୌଣସି ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇ…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ରୂପ! ବର୍ଷା ଋତୁରେ ବି ଅସ୍ତବ୍ୟସ୍ତ କରିବ ତାତି, ବଡ଼ ଚେତାବନୀ ଦେଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ,୯।୬(ପିଟିଆଇ): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ବିଶ୍ୱର ପ୍ରତ୍ୟେକ ଭାଗରେ ଅନୁଭୂତ ହେବାରେ ଲାଗିଛି। ସାହାରା ମରୁଭୂମିଠାରୁ ଆରମ୍ଭ କରି ଆଣ୍ଟାର୍କଟିକା ଏବଂ ଉତ୍ତର ମେରୁ ପର୍ଯ୍ୟନ୍ତ ଏହାର ପ୍ରଭାବ ସ୍ଥାନୀୟ ଜଳବାୟୁକୁ ମାତ୍ରାଧିକ ପ୍ରଭାବିତ କରିବା ଦେଖାଯାଉଛି। ଏହି କ୍ରମରେ ଭାରତରେ…

ବର୍ଷକୁ ୧୦ ଦିନ ସ୍କୁଲକୁ ବ୍ୟାଗ୍‌ ନେବେନି ପିଲା: ଜାଣନ୍ତୁ କେବେ, କାହିଁକି

ଭୁବନେଶ୍ୱର,୯ା୬(ସୁଚିସ୍ମିତା ସାହୁ):ଗତ କିଛିବର୍ଷ ଧରି କୋମଳମତି ଶିଶୁମାନେ ପାଠ ପଢ଼ିବାଠାରୁ ବେଶି ବସ୍ତାନି ବୋଝ ଉଠାଉଥିଲେ। ଏହି ବୋଝକୁ ରାଜ୍ୟ ସରକାର ହାଲୁକା କରିଛନ୍ତି। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦କୁ ବିଦ୍ୟାଳୟସ୍ତରରେ ବାସ୍ତବ ରୂପ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ‘ବିବି ସାବଧାନ ହୋଇଯାଅ, ନହେଲେ…’

ଓ୍ବାଶିଂଟନ,୯।୬: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି । ୬୦ ଦିନିଆ ଅସ୍ତ୍ରବିରତି ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ପରେ ଟ୍ରମ୍ପ…

୨୪ ଭାରତୀୟ ଥିବା ତୈଳବାହୀ ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୯ା୬: ଅସ୍ତ୍ରବିରତି ସତ୍ତ୍ୱେ ଇସ୍ରାଏଲ୍‌ ଏବଂ ଇରାନ ମଧ୍ୟରେ ଆକ୍ରମଣ ଜୋର୍‌ଦାର ହୋଇଥିବାବେଳେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ ଆକ୍ରମଣର ସମ୍ମୁଖୀନ ହେବାରୁ ସେଥିରେ ନିଆଁ ଲାଗିଯାଇଛି। ଜାହାଜଟି ଓମାନର ଡୁକମ୍‌ ବନ୍ଦର…

ବନ୍ଧୁତା ଶେଷ… ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଫାଟ; ସମସ୍ତ ସମ୍ପର୍କ ଛିନ୍ନ!

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ଷ୍ଟାର ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମତଭେଦ ଏବେ ସାଧାରଣରେ ପ୍ରକାଶ ପାଇଛି। ଉଭୟ ଖେଳାଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି। ସୂର୍ଯ୍ୟ ଏବଂ ହାର୍ଦ୍ଦିକ ଦୀର୍ଘଦିନ ଧରି…

ବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା

ଭୁବନେଶ୍ୱର,୯।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ପେଟ୍ରୋଲ, ଡିଜେଲର ବ୍ୟବହାର କମ୍‌ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ…

‘ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଶ୍ଚରିତ୍ର ନୁହେଁ’

ନୂଆଦିଲ୍ଲୀ,୯ା୬(ପି.ଟି.): ଦୁଇଜଣ ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ ଦୁଶ୍ଚରିତ୍ର କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଲଙ୍ଗାନା ରାଜ୍ୟସ୍ତରୀୟ ପୋଲିସ ନିଯୁକ୍ତି ପରୀକ୍ଷାରେ ଜଣେ କନ୍‌ଷ୍ଟେବଲ ପଦବୀ ପାଇଁ ଚୟନ ହୋଇଥିବାବେଳେ ବିଫଳ ପ୍ରେମ ସମ୍ପର୍କକୁ ନେଇ ତାଙ୍କ…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ ହାଣି ହତ୍ୟା କରିଛନ୍ତି। ପରେ ଯୁବକ ଜଣକ ନିଜେ ୧୧୨କୁ ଫୋନ୍‌କରି ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?