Home

ରୁଷିଆ ସହ ପାକିସ୍ତାନର ବଡ ଡିଲ୍‌, ତେବେ ଭାରତର ବଡ଼ ଶତ୍ରୁ ସହ କାହିଁକି ଏତେ ନିକଟତର ହେଉଛି ରୁଷିଆ? ଜାଣନ୍ତୁ…

ଇସଲାମାବାଦ,୯।୬: ପାକିସ୍ତାନ ଭାରତର ସବୁଠାରୁ ନିକଟତମ ସହଯୋଗୀ ରାଷ୍ଟ୍ର ଭାବରେ ପରିଗଣିତ ହେଉଥିବା ରୁଷିଆ ସହିତ ଏକ ପ୍ରମୁଖ ଚୁକ୍ତି କରିଛି। କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଗୃହମନ୍ତ୍ରୀଙ୍କ ବୈଠକ ସମୟରେ ଏହି ଚୁକ୍ତି ସ୍ବାକ୍ଷରିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୫ ତମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ବର,୯।୬: ସୃଜନର ସ୍ରୋତସ୍ବିନୀ ନନ୍ଦିନୀ ଶତପଥୀ । ରାଜନୀତିରେ ସେ ଯେମିତି ପ୍ରବୀଣା, ସାହିତ୍ୟ ସାଧନାରେ ମଧ୍ୟ ସେମିତି ଧୂରୀଣା। କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ସେ ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ ଜନନାୟିକା। ଓଡ଼ିଶାର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ…

ଭାଜପା-ବିଜେଡି ମଧ୍ୟରେ ସୋସିଆଲ ୱାର: ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଅତାବିରା,୯ା୬(ଯୁଧିଷ୍ଠିର ମହାପାତ୍ର):ଗତ କିଛିଦିନ ହେଲା ଅତାବିରାରେ ଗ୍ରୀଷ୍ମ ଉତ୍ତାପରୁ ରାଜନୈତିକ ପାଗ ଉଷ୍ମତା ବଢିଯାଇଛି। ବାକ୍‌ଯୁଦ୍ଧ ସାଙ୍ଗକୁ ସୋସିଆଲ ମିଡିଆରେ ଚାଲିଛି ଘମାଘୋଟ ଶୀତଳ ଯୁଦ୍ଧ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ଚାଲିଛି ସୋସିଆଲ ୱାର, ଯାହାକୁ…

ପ୍ରେମିକା ବାହାହେବାକୁ ମନାକରିବାରୁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଗଲେ ଯୁବକ: ଆଉ ତା’ପରେ…

କୁତ୍ରା,୯ା୬ (ଦେବାଶିଷ ସାହୁ):ପ୍ରେମିକା ବାହାହେବାକୁ ମନାକରିବାରୁ ଜଣେ ଯୁବକ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଖୁଣ୍ଟରେ ଚଢ଼ି ହଙ୍ଗାମା କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବୁଡାକଟା ଅଞ୍ଚଳରେ। ଘଟଣାକୁ ନେଇ ଅଞ୍ଚଳରେ ଦୀର୍ଘ ସମୟ…

ମୋସୁମୀ ସକ୍ରିୟ, ଆସୁଛି ବଡ଼ ବର୍ଷା, ଏସବୁ ରାଜ୍ୟରେ ଏହି ଦିନ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରର ଅନେକ ଅତିରିକ୍ତ ଅଂଶ, ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାକୁ ଆଚ୍ଛାଦିତ କରିଛି। ଆଗାମୀ ସାତ…

ହଠାତ୍‌ ଭାରତୀୟ ଦଳରୁ ୭ ଖେଳାଳି ପଡ଼ିଲେ ବାଦ୍‌: BCCI ବଦଳାଇଦେଲା ସ୍କ୍ବାଡ୍‌

ନୂଆଦିଲ୍ଲୀ,୯।୬:ସାଧାରଣତଃ ଏକ ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ମୁଲାନପୁର ଟେଷ୍ଟରେ ଭାରତ ତୃତୀୟ ଦିନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଇନିଂସ ଏବଂ ୩୦୦ ରନରେ ମ୍ୟାଚ ଜିତିଥିଲା। ଟେଷ୍ଟ ଇତିହାସରେ ଏହା ସବୁଠାରୁ ବଡ଼…

୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ

ତିହିଡ଼ି,୯।୬( କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡ଼ି ଛକରୁ ଆରଡ଼ି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୀର୍ଘ ରାସ୍ତା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ। ପ୍ରତିଦିନ ହଜାର ହଜାର…

ଇରାନ-ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ବଡ଼ ଘୋଷଣା କଲେ ଟ୍ରମ୍ପ, ବିଜୟୀ ଘୋଷଣା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…

ଓ୍ବାଶିଂଟନ,୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁ ଆମେରିକା-ତେହରାନ ଶାନ୍ତି ଚୁକ୍ତି ବିପଦରେ ପଡ଼ିପାରେ ବୋଲି କଳ୍ପନାଜଳ୍ପନା ଉଠିଥିଲା। ଏହି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭବିଷ୍ୟବାଣୀ କରିଥିଲେ ଯେ କିଛି ସପ୍ତାହ ମଧ୍ୟରେ ଆମେରିକା ଇରାନ…

କକ୍ରୋଚ ପରେ ପୁଣି ଏକ ପାର୍ଟି ଏବେ ଚର୍ଚ୍ଚାରେ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ କରିଛନ୍ତି ଗଠନ

ନୂଆଦିଲ୍ଲୀ,୯।୬: ଦେଶରେ ‘କକ୍ରୋଚ ଜନତା ପାର୍ଟି’ (CJP) ଚର୍ଚ୍ଚିତ ହେବାପରେ ଏବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିଛନ୍ତି। କାଟଜୁଙ୍କ ଅନୁସାରେ, ‘ଇସ୍କ କରୋ ପାର୍ଟି’ (IKP) ଭାରତ ସାମ୍ନା କରୁଥିବା ଗମ୍ଭୀର…

ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ, ବୁଦ୍ଧଙ୍କ ନିକଟରେ କଲେ….

ମୋହନା,୯।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ । ରାଜ୍ୟପାଳ ମହେନ୍ଦ୍ରଗିରିରେ ଆୟୋଜିତ ମହେନ୍ଦ୍ରମେଳାରେ ଯୋଗ ଦେବା ପରେ ସେଠାରୁ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ବଡ ଗୁରୁଜୀ ଜିଗମେ ରିମ୍ପୋଚେ…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ ପ୍ରଚଳିତ ହେବ, ତା’ପରେ ‘ଆୟୁଷ୍ମାନ ଯୋଗ’ ଆରମ୍ଭ ହେବ। ମେଷ- ଦିନଟି ନୂତନ…

ଶେଷ ହେଲା ଯୁଦ୍ଧ, ଏବେ ଇରାନରେ ପାଠ ପଢିବେ ପିଲା ଖୋଲିବ ସ୍କୁଲ!

ତେହରାନ,୯।୬: ଇରାନର ଚାରୋଟି ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିବା ପରେ, ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛି। ସେହି ସମୟରେ, ଏହା ତେହରାନକୁ ଚେତାବନୀ ଦେଇଛି ଯେ ଆଗକୁ ଯେକୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ। ଇସ୍ରାଏଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?