Home

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ ଏବେ ‘ବଣ୍ଟୱାରା ୧୯୪୭’ ଦେଖିବାକୁ ପାଇବେ। ସନ୍ନି ଇନଷ୍ଟାଗ୍ରାମରେ ସିନେମାର ପ୍ରଥମ ଝଲକ…

ଦିଗପହଣ୍ଡି ବସଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ ; ପ୍ରତିବାଦରେ ୪ ଘଣ୍ଟା ରାସ୍ତାରୋକୋ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗଞ୍ଜାମ ଜିଲାର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ଏହି ବସଷ୍ଟାଣ୍ଡ ଇଲାକାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି । ଏଠାରେ ୪ ଟି ପ୍ରମୁଖ…

ଦୂରଦୃଷ୍ଟି ସମ୍ପନ୍ନ ନାରୀ ନେତ୍ରୀ ଥିଲେ ନନ୍ଦିନୀ ଦେବୀ: ଶିକ୍ଷକ ସମାଜ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ

ଭଞ୍ଜନଗର,୯/୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଗବେଷଣା ପରିଷଦ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଏବଂ ଘୁମୁସର ଗବେଷଣା ପରିଷଦ ପକ୍ଷରୁ ମିଳିତ ଭାବେ…

ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆ ପଦକ୍ଷେପ: ଆଧୁନିକ ଦୈନିକ ବଜାର ଉଦ୍‌ଘାଟିତ

ପଦ୍ମପୁର,୯।୬(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧୀନରେ ନିର୍ମିତ ଆଧୁନିକ ଦୈନିକ ବଜାର ଆଜି ବିଧିବଦ୍ଧ ଭାବେ ଉଦ୍‌ଘାଟନ କରାଯାଇଛି। ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବଜାରର ଉଦ୍‌ଘାଟନ କରିଥିଲେ। ପଦ୍ମପୁର…

କର୍ଣ୍ଣାଟକ କଂଗ୍ରେସରେ ମହାଭୂକମ୍ପ! ବଢ଼ିଲା ଶିବକୁମାରଙ୍କ ଟେନସନ, ଦିଲ୍ଲୀ ଗଲେ….

ବେଙ୍ଗାଲୁରୁ,୯।୬: କର୍ନାଟକରେ ପୋର୍ଟଫୋଲିଓ ବଣ୍ଟନକୁ ନେଇ କଂଗ୍ରେସ ସରକାର ଭିତରେ ଦେଖାଦେଇଥିବା ଅଶାନ୍ତି କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବରିଷ୍ଠ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡିଙ୍କ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଫଟୋଗୁଡ଼ିକରେ, ରଣବୀର ଏବଂ…

ଏମିତି ବି ଆସେ ମୃତ୍ୟୁ…ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖି ସକାଳେ ଶୋଇଲେ ଆଉ ଉଠିଲେନି ସଂଗ୍ରାମିକା..

ପୁରୀ,୯।୬( ଅଜିତ୍ କୁମାର ମହାନ୍ତି ): ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ସଂଗ୍ରାମିକା ତାଙ୍କ ମା’ ବାପାଙ୍କ ସହ ଭଢା ଘରେ ରହୁଥିଲେ । ତେବେ ଶନିବାର ରାତି…

୩ ଇଞ୍ଜିନିୟର ସସ୍‌ପେଣ୍ଡ୍‌: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ, ବରଗଡର…

ବରଗଡ/ଭୁବନେଶ୍ୱର,୯।୬(ପ୍ରେମାନନ୍ଦ ଖମାରୀ): ଜଳ ସମ୍ପଦ ବିଭାଗର ୩ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲଙ୍କୁ କେନାଲ…

ମାହିରା ଶର୍ମାଙ୍କୁ ଡେଟ କରୁଛନ୍ତି ଅଭିଷେକ ଶର୍ମା? ଏକ ‘ସିକ୍ରେଟ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ତୀବ୍ର ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ଯୋଡା ଯାଉଛି। ସମ୍ପ୍ରତି, ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ଶେୟାର…

ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି। ଡାମ୍ବୁଲାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ…

କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ, ବାପା-ପୁଅ….

ଆଳି,୯।୬(ବନମାଳୀ ସେନାପତି): କୂଅ ସଫା ବେଳେ ସ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ।…

ସ୍କୁଟି ସ୍ଲିପ ହେବାରୁ ରାସ୍ତାରେ ପଡ଼ିଗଲେ ମା’ ଝିଅ; ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ତାପରେ….

ବଲାଙ୍ଗୀର,୯ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀ ନଗର ପଡା ଏନ୍ ଏଚ ୨୬ ନମ୍ବର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମା’-ଝିଅ ଦୁଇ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମା’ ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?