Home

୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..

ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ,…

‘ଇଣ୍ଡିଆ ନୁହେଁ ଭାରତ’: ପ୍ରଥମେ ନିମନ୍ତ୍ରଣପତ୍ର, ଏବେ ଜି୨୦ରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଥିବା କଣ୍ଟ୍ରି ପ୍ଲେଟ୍‌କୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ,୯।୯: ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ମଧ୍ୟରେ ମୋଦି ସରକାର ଅନ୍ତର୍ଜାତୀୟ ମଞ୍ଚରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’…

ମୋର୍‌କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୬୦୦ ଟପିଲା

ରବାଟ୍‌,୯ା୯: ମୋର୍‌କ୍କୋରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ରିକ୍ଟର…

ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍‌

ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍‌ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା…

‘ବାଇଡେନଙ୍କ ସହ ବୈଠକ ପରେ ମୋଦିଙ୍କୁ ପ୍ରଶ୍ନ କରିବାକୁ ମିଡିଆକୁ ଦିଆଗଲା ନାହିଁ ଅନୁମତି’, ଜୟରାମ ରମେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ,୯।୯: କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ନେତାଙ୍କୁ ପ୍ରଶ୍ନ ପଚାରିବାକୁ ବୈଦେଶିକ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନାହିଁ।…

ଭାରତ ପହଞ୍ଚିବା ପରେ ୧୨ ବର୍ଷିୟ ଝିଅ ସହ କଥା ହେଲେ ବାଇଡେନ, ଏବେ ପ୍ରଶ୍ନ କିଏ ସେହି ବାଳିକା

ନୂଆଦିଲ୍ଲୀ,୯।୯: ନୂଆଦିଲ୍ଲୀରେ ସେପ୍ଟେମର ୯ ଅର୍ଥାତ୍‌ ଶନିବାରଠାରୁ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ। ଏହାପୂର୍ବରୁ ଶୁକ୍ରବାର ଜି -୨୦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶର ମୁଖ୍ୟମାନେ, ୟୁରୋପୀୟ ୟୁନିୟନର…

ଗିରଫ ପରେ କହିଲେ ଚନ୍ଦ୍ରବାବୁ ନାଇଡୁ, କେହି ମୋତେ ଅଟକାଇ ପାରିବେ ନାହିଁ

ଅମରାବତୀ,୯।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ସେ…

ଅଢେଇ ହଜାର ବର୍ଷ ପୁରୁଣା ମନ୍ତ୍ର ଦେଲା ୨୦ରୁ ୨୧ ହେବାର ଗ୍ଲୋବାଲ ଫର୍ମୁଲା

ନୂଆଦିଲ୍ଲୀ,୯।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣରେ ଉଦଘାଟିତ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରୋକ୍କରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଜୀବନ…

ବର୍ତ୍ତମାନ ଯାଏଁ ଭାରତ ଗସ୍ତ କରିଛନ୍ତି ଏତେଜଣ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୯।୯: ଜି-୨୦ର ଅଧ୍ୟକ୍ଷତା କରି ଭାରତ ସମଗ୍ର ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଜି-୨୦ର ପ୍ରଥମ ଅଧିବେଶନ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ପ୍ରମୁଖ ନେତାମାନେ ଦିଲ୍ଲୀରେ ଏକାଠି ହୋଇଛନ୍ତି।…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଯବାନ

ମୁମ୍ବାଇ: ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେତୁପତିଙ୍କ ଅଭିନୀତ ମୁଭି ଯବାନ ୭ ସେପ୍ଟେମ୍ବରରେ ସିନେମା ହଲରେ ରିଲିଜ ହୋଇଛି ଏବଂ ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ଏହାର କଲେକସନ ବକ୍ସ ଅଫିସରେ ଜାରି ରହିଛି। ଏବେ…

ଆଫ୍ରିକାନ ୟୁନିୟନକୁ ସ୍ଥାୟୀ ସଦସ୍ୟତା

ନୂଆଦିଲ୍ଲୀ,୯।୯: ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ। ଆଫ୍ରିକୀୟ ୟୁନିୟନର ସ୍ଥାୟୀ ସଦସ୍ୟତା ପରେ ଏହା ବଦଳିଯାଇଛି। ଭାରତ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଫ୍ରିକୀୟ…

ଜି-୨୦ର ପ୍ରଥମ ବୈଠକ: କଣ ରହିଛି ଆଲୋଚନାର ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଶନିବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଆଫ୍ରିକୀୟ ୟୁନିୟନକୁ ଜି-୨୦ରେ ସଦସ୍ୟ ଭାବେ ଆମନ୍ତ୍ରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri