ଏକୁଲ ବିକାଶରେ ‘ପିଛୁଳି’ ବେଡ଼ି
କାମାକ୍ଷାନଗର,୭।୮(ସୁଧୀର ପରିଡ଼ା): ସରକାରୀସ୍ତରରେ ନିରନ୍ତର ଉଦ୍ୟମ ସତ୍ତ୍ୱେ ଏବେ ବି ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିନାହିଁ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତର ଏକୁଲ। ପ୍ରବାହିତ ବଣୁଆ ନାଳ ‘ପିଛୁଳି’ ପାଇଁ ବର୍ଷା ଦିନେ ଅକଥନୀୟ କଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ।…
ଲାଞ୍ଚଦେଲେ ସମ୍ପୂର୍ଣ୍ଣ ହେବ ଅଧାପନ୍ତରିଆ ଆବାସ ଗୃହ
ମୋହନା,୭ା୮(ମନ୍ମଥ ମିଶ୍ର): ସରକାର ଗରିବ ଅସହାୟମାନଙ୍କ ପାଇଁ ପକ୍କାଘର ନିର୍ମାଣ ଲାଗି ଅର୍ଥ ପ୍ରଦାନ କରୁଛନ୍ତି। ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ପାଇଁ ଗରିବ ଲୋକେ ଯୋଜନାର ସୁଫଳ ନପାଇ ଅଧାପନ୍ତରିଆ ଅବସ୍ଥାରେ ସରକାରୀ ଅର୍ଥକୁ ଚାହିଁ ବସିଛନ୍ତି। କାରଣ ୫…
ବାର୍ଦ୍ଧକ୍ୟରେ ଖଲି ଚଉତି ବିକି ଚଳୁଛନ୍ତି ବୃଦ୍ଧା
କେନ୍ଦୁଝର,୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପୁଅ, ବୋହୂ ଓ ନାତି-ନାତୁଣୀ ସମସ୍ତେ ଅଛନ୍ତି। କିନ୍ତୁ କେହି ପଚାରୁନାହାନ୍ତି। ପୁଅ ବାହାରେ ରହି କାମ କରୁଥିବା ବେଳେ ବୋହୂ ପିଲାଙ୍କୁ ଧରି ନିଜ ବାପଘରେ ରହୁଛନ୍ତି। ପରିବାରର ସମସ୍ତେ ଥାଇ ମଧ୍ୟ ଏକୁଟିଆ ଜୀବନ…
ଆମେରିକାର ଚାପ: ଇରାନ ସହିତ ପାକିସ୍ତାନ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ପ୍ରକଳ୍ପ ବନ୍ଦ କଲା ପାକିସ୍ତାନ…
ଇସଲାମାବାଦ,୭।୮ : ଇରାନ ସହିତ ପାକିସ୍ତାନ ସାମୟିକ ଭାବେ ଏକ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ଚୁକ୍ତି ବନ୍ଦ କରି ଦେଇଛି। ଆମେରିକାର ଚାପ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଇରାନ ସହିତ…
ବିଜ୍ଞାନ ପ୍ରଚାର ସମିତି: କୃତି ଓ କୀର୍ତ୍ତି
ଆମ ରାଜ୍ୟରେ ଲୋକପ୍ରିୟ ବିଜ୍ଞାନ ଲେଖକମାନେ ବିଜ୍ଞାନକୁ ଲୋକାଭିମୁଖୀ କରିବାରେ ଉଦ୍ୟମୀ ହେବାର ଯଥେଷ୍ଟ ପୂର୍ବରୁ ପାଠ୍ୟପୁସ୍ତକ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ କରି ଜନସାଧାରଣଙ୍କୁ ବିଜ୍ଞାନ ସହ ପରିଚିତ କରାଇବାରେ ଭିତ୍ତି ସ୍ଥାପିତ ହୋଇସାରିଥିଲା। ପ୍ରଥମାବସ୍ଥାରେ ବିଜ୍ଞାନରେ କୌଣସି ଡିଗ୍ରୀ…
ଗବେଷଣା ଦିଏ ନୂଆ ଧାରଣା
କାଠ, କାଗଜ, ଚିନି, ମାଟି, ପାଣି – ବିଜ୍ଞାନ ଆଖିରେ ଏସବୁ ବସ୍ତୁ। ପ୍ରତ୍ୟେକ ବସ୍ତୁ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ତିଆରି ହୋଇଥାଏ। ସେହି କଣିକାକୁ ‘ଅଣୁ’ (ମୋଲିକ୍ୟୁଲ୍) କୁହାଯାଏ। ଅଣୁରେ ସେହି ବସ୍ତୁର ଧର୍ମ ରହିଥାଏ। ଏହାର ଅର୍ଥ,…
ବନ୍ୟାଜଳ କମୁଛି, ଦୁର୍ଦ୍ଦଶା ବଢୁଛି
ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ମହାନଦୀ ଫୁଲୁଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଲକ ଓରବସିଂ ପଞ୍ଚାୟତର ହିରିମୂଳ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମ ପାଣିଘେରରେ ରହିଥିଲା। ଏବେ ଏହି ଗାଁଗୁଡିକରୁ ବନ୍ୟାଜଳ ଧୀାର…
ଭାଜପା ଏମପି ରାମଶଙ୍କର ସଦସ୍ୟ ପଦ ଯିବା ଆଶଙ୍କା, ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ……
ନୂଆଦିଲ୍ଲୀ,୭।୮ : ଉତ୍ତରପ୍ରଦେଶର ଇଟାୱାର ଭାଜପା ଲୋକସଭା ଏମପି ରାମଶଙ୍କର କାଠେରିଆଙ୍କୁ ଆଗ୍ରା ସ୍ପେଶାଲ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି ଆଦେଶର ନକଲ ଏପର୍ଯ୍ୟନ୍ତ ଲୋକସଭା ସଚିବାଳୟ ଗ୍ରହଣ କରି ନାହିଁ। କୋର୍ଟଙ୍କ ଆଦେଶର ନକଲ…
ମହାନଦୀରେ ବନ୍ୟାଜଳ : ଚାଷୀଙ୍କ ପାଇଁ କାଳ
ବାଙ୍କୀ,୭ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ସାମାନ୍ୟ ବର୍ଷାରେ ବାଙ୍କୀ ବ୍ଲକର ଅବସ୍ଥା ବେହାଲ୍ ହୋଇଯାଉଛି। ଏହାର ଉପରମୁଣ୍ଡର ପାଣି ମୁଣ୍ଡଳୀ ବ୍ୟାରେଜ ଦ୍ୱାରା ନିୟନ୍ତ୍ରଣ ହେଉଥିବା ବେଳେ ଅତ୍ୟଧିକ ବର୍ଷା ହେଲେ ବନ୍ୟା ଜଳ ଛଡ଼ା ଯିବା ଯୋଗୁ ଚାଷ ଜମିରେ ବନ୍ୟାଜଳ…
ପାଣି ଘେରରେ ପାଚଲପୁର
ପିପିଲି,୭।୮(ପ୍ରଭାତ ମହାପାତ୍ର): ଦୟାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗଁା ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଫଳରେ ତାହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଦୁଇ ଦିନ ହେବ ପ୍ରଶାସନ ଏଥିପାଇଁ…
ମୋଦିଙ୍କୁ ଉଦ୍ଧବଙ୍କ ପ୍ରଶ୍ନ…
ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଭାଜପା ସହିତ ଯେତେବେଳେ କେହି ନ ଥିଲେ ତାଙ୍କ ପିତା…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ
କଟକ,୭ା୮: ସୋମବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟର ୮୧୯୫ ଛାତ୍ରୀଛାତ୍ର ମଧ୍ୟରୁ ୬୬୭୮ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ପରୀକ୍ଷା ରେଜଲ୍ଟ ବୋର୍ଡ…
Archives


