Home

ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ

ଅବୁଜା.୧୧।୯: ନାଇଜେରିଆରେ ଏକ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି। ରବିବାର ନାଇଜେରିଆରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ଦେଶର ଉତ୍ତର-ମଧ୍ୟ ଭାଗରେ ଏକ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସାରା ବିଶ୍ୱରେ ପାଳନ କରାଯିବ ଦୀପୋତ୍ସବ

ଅଯୋଧ୍ୟା,୧୧।୯: ଦୁଇ ଦିନ ଧରି ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ଅଧିକାରୀମାନେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି। ରବିବାର ଭିଏଚପିର କେନ୍ଦ୍ରୀୟ ଗୋଷ୍ଠୀର ବୈଠକରେ ରାମ ଲଲାଙ୍କ ସମର୍ପଣ ପାଇଁ ପ୍ରସ୍ତୁତି ଏବଂ ପର୍ବକୁ ଐତିହାସିକ କରିବା ଉପରେ ଆଲୋଚନା କରାଯାଇଥିଲା। ଯେଉଁ…

କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ବାଣପୁର,୧୧ା୯(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ଅଶରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦) ରବିବାର ପୂର୍ବାହ୍ନରୁ କେଉଁଆଡେ ଚାଲିଯାଇ ଘରକୁ ଫେରି ନ ଥିବା କହିଥିଲେ ତାଙ୍କ ପରିବାର ଲୋକେ। ତେବେ ଆଜି ସକାଳୁ ପାନ୍ଥନିବାସ ଜେଟି…

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ

ଭୁବନେଶ୍ୱର,୧୧ା୯(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓ୍ବେବ୍‌ସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ ତାରିଖରୁ ଆଶାୟୀ…

ବାରମୂଳାରେ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ: ୩ ଲଶ୍କର ସହଯୋଗୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୧୧।୯ : ଜମ୍ମୁ-କଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବାରମୁଳା ପୋଲିସ ଏକ ବଡ ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ କରିଛି। ଏହା ସହିତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ତିନି ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ…

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ। ବଙ୍ଗ…

ପଠାଣି ସାମନ୍ତ ସଂଗ୍ରହାଳୟ ଛାତରୁ ପାଣି ଗଳୁଛି

ଖଣ୍ଡପଡ଼ା,୧୧ା୯(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ୨୦୧୬ ଡ଼ିସେମ୍ବର ୨୫ରେ ଖଣ୍ଡପଡାଠାରେ ପ୍ରତିଷ୍ଠା ହୋଇଥିବା ପଠାଣି ସାମନ୍ତ ସଂଗ୍ରହାଳୟଟି ସଂପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ଏବେ ବର୍ଷା ଦିନେ…

୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…

ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ ବାୟୋଗ୍ୟାସ ଆସୋସିଏଶନ (ଆଇବିଏ) କହିଛି ଏହା…

ନିର୍ବାଚିିତ ପ୍ରତିନିଧି ବାଛି ପାରୁ ନାହାନ୍ତି ଓଡ଼ଗାଁ ବାସିନ୍ଦା

ନୟାଗଡ଼,୧୧।୯ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଓଡ଼ଗାଁ ଏନଏସି ଗଠନର ୫ ବର୍ଷ ବିତି ଗଲାଣି । ହେଲେ ଓଡ଼ଗାଁ ସହରାଞ୍ଚଳବାସୀ ଏଯାବତ ଭୋଟ ଦେଇ ସେମାନଙ୍କର ନିର୍ବାଚିତ ପ୍ରତିନିଧି ବାଛି ପାରୁ ନାହାନ୍ତି । ୱାର୍ଡ ପୁର୍ନଗଠନରେ ଭୁଲ ଦର୍ଶାଇ…

ଅପରାଧିକ ଆଇନ ଉପରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡିଲା ସଂସଦୀୟ ସ୍ଥାୟୀ କମିଟି, ଭାରତୀୟ ନ୍ୟାୟ ସଂହିତାରେ ରହିବ ୩୫୬ ଧାରା…

ନୂଆଦିଲ୍ଲୀ,୧୧।୯ : ସ୍ବରାଷ୍ଟ୍ର ବିଭାଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଭାରତୀୟ ଜୁଡିସିଆଲ କୋଡ, ୨୦୨୩, ଭାରତୀୟ ସିଭିଲ ଡିଫେନ୍ସ କୋଡ, ୨୦୨୩ ଏବଂ ଭାରତୀୟ ପ୍ରମାଣ ବିଲ, ୨୦୨୩ଉପରେ ବିଶେଷଜ୍ଞଙ୍କ ମତାମତକୁ ଆମନ୍ତ୍ରଣ କରିଛି। କମିଟି ସେପ୍ଟେମ୍ବର ୧୧, ୧୨…

ସଫଳତା ପଥେ ଚନ୍ଦ୍ରୟାନ-୩

ତେବେ ଚନ୍ଦ୍ରୟାନ-୩ର ଏହି ସଫଳ ଅଭିଯାନ ପରେ ମନରେ ପ୍ରଶ୍ନ ଉଠେ: ଏ ଦିଗରେ ଆମର ପରବର୍ତ୍ତୀ ଲକ୍ଷ୍ୟ କ’ଣ ହେବ। ଚନ୍ଦ୍ରୟାନ-୩ ଅଭିଯାନ ମୂଳତଃ ଅନ୍ତରୀକ୍ଷରେ ଏକ ମାନବ ରହିତ କାର୍ଯ୍ୟକ୍ରମ। ଏହି ଅଭିଯାନ ଜରିଆରେ କେବଳ କିଛି ବୈଜ୍ଞାନିକ…

ପିଓକେରେ ପ୍ରଦର୍ଶନ: ଆମକୁ ପାକିସ୍ତାନ କବଳରୁ ମୁକ୍ତି ଦିଅ ମୋଦି…

ଇସଲାମାବାଦ,୧୧।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ କବଳରୁ ସେମାନଙ୍କୁ ମୁକ୍ତି ଦେବାକୁ ଦାବି କରିଛନ୍ତି। ସମ୍ପ୍ରତି ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଜାରି ରହିିଛି। ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ ଅତ୍ୟଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri