Home

ପାର୍ବଣ ପୂର୍ବରୁ ଭିଡ଼ ନିୟନ୍ତ୍ରଣ ଚିନ୍ତା

ଭୁବନେଶ୍ୱର,୧୧।୯(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଦିନକୁ ଦିନ ଲୋକଙ୍କ ସହ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସେହି ଅନୁସାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ପାରିବାରୁ ଅସମ୍ଭାଳ ଗହଳି ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟାରେ ଟ୍ରାଫିକ୍‌ ପୋଷ୍ଟ ଏବଂ କର୍ମଚାରୀ…

ୟୁଏସ ଓପନ ଜିତିଲେ ନୋଭାକ ଜୋକୋଭିକ

ନ୍ୟୁୟର୍କ,୧୧।୯: ୟୁଏସ ଓପନ ୨୦୨୩ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲରେ ଡୋନାଏଲ ମେଡଭେଡେଭଙ୍କୁ ପରାସ୍ତ କରି ନୋଭାକ ଜୋକୋଭିକ ଟାଇଟଲ ଜିତିଛନ୍ତି। ଏହା ଜୋକୋଭିକଙ୍କ ୨୪ତମ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଥିଲା। ଜୋକୋଭିକ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ୬-୩, ୭-୬,…

ରାତି ହେଲେ କୁକୁର ଡର

ଭୁବନେଶ୍ୱର,୧୧।୯(ବନ୍ଦନା ସେଠୀ): ରାଜଧାନୀ ରାସ୍ତାରେ ବୁଲା କୁକୁର ରାଜ୍‌ କରୁଛନ୍ତି। ଗଳିକନ୍ଦିରୁ ରାଜରାସ୍ତା, ସବୁଠି କୁକୁରଙ୍କ ପ୍ରାଦୁର୍ଭାବ ଭୁବନେଶ୍ୱରବାସୀଙ୍କୁ ଅତିଷ୍ଠ କରୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଯାହାକୁ ପାଉଛନ୍ତି ଗୋଡ଼ାଇ କାମୁଡୁଛନ୍ତି। ହଠାତ୍‌ ଚଳନ୍ତା ଗାଡ଼ି ଆଗକୁ ଆସି…

ଆକର୍ଷଣ ସାଜିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୨୦ ବେଶ

ଜଟଣୀ,୧୧।୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସମସ୍ତେ ନିଜ ତୋରଣକୁ ଅନ୍ୟଠୁ ଭିନ୍ନ ଓ…

ବଲିଉଡକୁ ଫେରିବେ ଇମ୍ରାନ ଖାନ୍‌…

ମୁମ୍ବାଇ : ପ୍ରତୀକ ବାବର ଏବଂ ଇମ୍ରାନ ଖାନ୍‌ ୨୦୦୮ ମସିହାରେ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ରେ ଏକାଠି ବଲିଉଡରେ ଡେବ୍ୟୁ କରିଥିଲେ। ଇମ୍ରାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରତୀକ ଏହି ଚଳଚ୍ଚିତ୍ରରେ ଏକ ସହାୟକ…

ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ ସହ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଥିଲା।…

ମୋଦିଙ୍କୁ ଧନ୍ୟବାଦ ଦେଲେ ନୋରା

ମୁମ୍ବାଇ: ମରକ୍କୋରେ ଶୁକ୍ରବାର ହୋଇଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ହଜାର ହଜାର ଲୋକଙ୍କ ଜୀବନ ହାନୀ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି। କିଏ ନିଜ ପରିବାରକୁ ହରାଇଛି ତ ପୁଣି କିଏ ନିଜ ପ୍ରିୟଜନଙ୍କୁ। ନିଜ…

ବୁମ୍‌ରାଙ୍କୁ ଉପହାର ଦେଲେ ପାକିସ୍ତାନ ଦ୍ରୁତ ବୋଲର୍‌

କଲମ୍ବୋ,୧୧।୯: ଲଗାତାର ବର୍ଷା ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ବ୍ୟାହତ କରିଛି। ବର୍ଷା ହେତୁ ଏଠାରେ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ସୁପର-୪ ମ୍ୟାଚ ରିଜର୍ଭ ଡେ’କୁ ସ୍ଥଗିତ ରଖିବାକୁ…

ଝିଅଙ୍କର କାନ୍ଧରେ ହାତ ରଖିବା, ପୋଷାକ ଟାଣିବା , ପୋକ୍ସୋ ଅନୁସାରେ ମନ୍ଦ ଉଦ୍ଦେଶ୍ୟର ପ୍ରମାଣ: ହାଇକୋର୍ଟ…

ଭୋପାଳ,୧୧।୯ : ମଧ୍ୟପ୍ରଦେଶ ହାଇକୋର୍ଟ ପୋକ୍ସୋ ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଠାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଝିଅଙ୍କର ପୋଷାକ ଟାଣି କାନ୍ଧରେ ହାତ ରଖିବା ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଇଥାଏ। ଜଷ୍ଟିସ ପ୍ରେମ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

ଢାକା/ପ୍ୟାରିସ,୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ ଦିନିଆ…

ଆଜି ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କେତେବେଳେ ଆରମ୍ଭ ହେବ

କଲମ୍ବୋ,୧୧।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ଖେଳ ଶେଷ ହୋଇପାରି ନାହିଁ। ଭାରତୀୟ ଇନିଂସରେ ୨୪.୧ ଓଭର ଖେଳ ପରେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହା ପରେ ଗୋଟିଏ…

ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ

ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ ବିଶ୍ୱ ସ୍ତରର ସମସ୍ତ ନେତା ଭାରତର ହୋଷ୍ଟିଂ ଏବଂ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri