Home

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ ଭାଜପା କର୍ମୀ ମୋଦିଙ୍କ ଗାଡି ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ। ଦଳର ସଭାପତି…

ଭୁଶୁଡ଼ିଲା ଶ୍ରେଣୀଗୃହ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୨୮ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ବୁଧବାର ପୂର୍ବାହ୍ନରେ…

ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ପୋଲିସ, ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ କର୍ନେଲ ମନପ୍ରୀତ ସିଂ, ମେଜର ଆଶିଷ, ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ଭଟ୍ଟ ଶହୀଦ…

ରାଇସ୍‌ ମିଲ୍‌ ବନ୍ଦ ଦାବିରେ ରାସ୍ତାରୋକୋ

ଡୁଙ୍ଗୁରିପାଲି,୧୩ା୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ରାମପୁର ରାସ୍ତାର ଲଙ୍ଗଳକଣ୍ଟା ଛକରେ ରାଇସ ମିଲ୍‌ ନିର୍ମାଣ ବନ୍ଦ ଦାବି ନେଇ ଲଙ୍ଗଳକଣ୍ଟାର ଶତାଧିକ ଗ୍ରାମବାସୀ ବୁଧବାର ଲଙ୍ଗଳକଣ୍ଟା ଛକ ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନାନୁସାରେ, ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଣ୍ଟା ଗ୍ରାମ…

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୩।୯: ୨୦୨୩ ଏସିଆ କପରେ ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ ସେମିଫାଇନାଲରୁ କମ ନୁହେଁ। ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ…

ଭାରତଠାରୁ ୧.୯ ବିଲିୟନ୍‌ ଡଲାର ଅଟୋ ପାଟର୍‌ସ କିଣିବ ଟେସ୍‌ଲା

ନୂଆଦିଲ୍ଲୀ,୧୩।୯: ଏଲନ ମସ୍କଙ୍କ ଇଲେକ୍ଟ୍ରିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତୀୟ ଅଟୋ ପାର୍ଟସ ଉତ୍ପାଦନକାରୀ କମ୍ପାନୀଗୁଡିକରୁ ୧.୭ ରୁ ୧.୯ ବିଲିୟନ ଡଲାର ମୂଲ୍ୟର ଅଟୋ ପାଟର୍‌ସ କିଣିବାକୁ ପ୍ରସ୍ତୁତ ହେଉଛି। ବାଣିଜ୍ୟ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ…

ଏକାସାଙ୍ଗରେ ଆକ୍ରମଣ କଲେ ୩ ଭାଲୁ, ଚାଲିଗଲା ଚାଷୀଙ୍କ ଜୀବନ

କଣ୍ଟିପାଳ,୧୩ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତର ସାନ ପୁରୁଣାପାଣି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସାନପୁରୁଣାପାଣିର ଘନଶ୍ୟାମ ହେମ୍ବ୍ରମ (୪୫)। ସେ ବୁଧବାର ସକାଳେ ଘରଠାରୁ ମାତ୍ର ୫୦୦ ଦୂରରେ ଥିବା…

‘ଇଣ୍ଡିଆ’ର ସମନ୍ବୟ କମିଟି ବୈଠକ: ଆସନ ବୁଝାମଣା ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୯: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୧୪ ଜଣିଆ ସମନ୍ବୟ କମିଟିର ପ୍ରଥମ ବୈଠକ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଆସନ ବାଣ୍ଟିବା ପାଇଁ…

ମମତାଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି: ଦିଦି ଆଶ୍ଚର୍ଯ୍ୟ

କୋଲକାତା,୧୩।୯: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସହଯୋଗୀ ଏନଡିଏ ଏବଂ ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ‘ଇଣ୍ଡିଆ’ର ସମନ୍ବୟ କମିଟିର ପ୍ରଥମ ବୈଠକ ୧୩ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଏହି ବୈଠକର ଠିକ…

ଟ୍ୟୁବ୍‌ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର୍‌

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଭରା ନଈରେ ରୋଗୀଙ୍କୁ ଟ୍ୟୁବ୍‌ରେ ବସେଇ ଖଡ଼ଗ ନଦୀରେ ପାର୍‌ କରି ଆଣିଲେ ରୋଗୀଙ୍କ ପରିବାର ଲୋକେ। ବାଲିଗୁଡାଠାରୁ ସାଇନପଡ଼ା ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ…

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଶୁଭମନ ଗିଲ

ନୂଆଦିଲ୍ଲୀ,୧୩।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଂ ପ୍ରକାଶ କରିଛି। ବୁଧବାର ପ୍ରକାଶିତ ବ୍ୟାଟ୍ସମ୍ୟାନ ତାଲିକାରେ ପାଇଁ ଭାରତୀୟ ଓପନର୍‌ ଶୁଭମନ ଗିଲ ଦିନିକିଆ ର଼୍ୟାଙ୍କିଂରେ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତାଙ୍କ…

୨୪ରେ ବିବାହ କରିବେ ପରିଣୀତି-ରାଘବ

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ କାର୍ଡ ପ୍ରକାଶ ପାଇଛି। ଉଭୟଙ୍କ ସରକାରୀ ବିବାହ ତାରିଖ ପ୍ରକାଶ ପାଇଛି। ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪ ସେପ୍ଟେମ୍ବରରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟଙ୍କ ସମସ୍ତ ବିବାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri