Home

୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ ସ୍ବାସ୍ଥ୍ୟାବସ୍ଥା…

‘ମୋ ଅନ୍ତରାତ୍ମା କହିଲା…, ହାଇ କମିଶନଙ୍କ ସାମ୍ନାରେ ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ତ୍ରିରଙ୍ଗାକୁ ସୁରକ୍ଷା ଦେଇଥିବା ଛାତ୍ରଙ୍କ ବୟାନ

ଲଣ୍ଡନ,୬।୧୦: ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସମ୍ମୁଖରେ ଖାଲିସ୍ତାନୀଙ୍କ ବିରୋଧ ପ୍ରଦର୍ଶନ ସମୟରେ ଭାରତୀୟ ଜାତୀୟ ପତାକାକୁ ସୁରକ୍ଷା ଦେଇଥିବା ଛାତ୍ର ସତ୍ୟମ ସୁରାନା କହିଛନ୍ତି, ଏହା ପୂର୍ବରୁ ଭାରତୀୟ ପତାକା ବା ତ୍ରିରଙ୍ଗାକୁ ଅପମାନିତ ହୋଇଥିବାର ସେ କେବେ ଦେଖି…

୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ

ନାକଟିଦେଉଳ,୬ା୧୦(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରା.ପ. ଅନ୍ତର୍ଗତ କଞ୍ଚନପୁର ଗ୍ରାମକୁ ୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଫଳରେ ପାଣି ପାଇଁ ଗ୍ରାମବାସୀ…

ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ

ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍‌ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ…

୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାଙ୍କ ନୂଆ ଚାଲ, ଭାରତ ପ୍ରତ୍ୟର୍ପଣ ବିରୋଧରେ କୋର୍ଟ ଦେଲେ ଅତିରିକ୍ତ ସମନ

ଓ୍ବାଶିଂଟନ,୬।୧୦: ଆମେରିକାର ଏକ ଫେଡେରାଲ କୋର୍ଟ ତହବ୍ବୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିବାକୁ ଅତିରିକ୍ତ ସମୟ ଦେଇଛନ୍ତି। ତହବ୍ବୁର ରାଣା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଜଣେ ଅଭିଯୁକ୍ତ ଏବଂ ପାକିସ୍ତାନୀ ମୂଳବାସିନ୍ଦା କାନାଡିୟ ବ୍ୟବସାୟୀ। ମୁମ୍ବାଇ ଆତଙ୍କବାଦୀ…

ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି

ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ…

ବିଷାକ୍ତ ପାରାକ୍ବେଟ୍‌ର ବ୍ୟବହାର ନିଷିଦ୍ଧ

ଭୁବନେଶ୍ୱର,୬।୧୦(ଅସମାପିକା ସାହୁ): ତୃଣନାଶକ ଭାବେ ବ୍ୟବହୃତ ହେଉଥିବା ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବେଟ୍‌କୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏବଂ ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ…

ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ର୍ୟୁଙ୍କୁ ଗାଳି ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୬।୧୦: ଏୟାର ଇଣ୍ଡିଆ ବିମାନର କ୍ର୍ୟୁ ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଓ ଅଶ୍ଳୀଳ ଭାଷା ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି…

ଆଜି ରିଲିଜ୍‌ ହେବ ‘ମାଇଣ୍ଡ୍‌ ଗେମ୍‌’

ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍‌ ଗେମ୍‌’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍‌ର ‘ମିଶନ୍‌ ମଙ୍ଗରାଜ୍‌’ ଓ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ’। ବହୁ…

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।…

ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍‌ ଖୁଣ୍ଟ, ଜବରଦଖଲ ବାଧକ

ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ ଉଠାଇବା…

ରାସ୍ତାରେ ଖାଲଖମା, ଲୋକେ ହଇରାଣ

କୃଷ୍ଣପ୍ରସାଦ,୬।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ରାମଲେଙ୍କା ପଞ୍ଚାୟତ ପାଇକେରାପୁରଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ବ୍ରାହ୍ମଣଦେଓ ହାଡ଼ି ପୋଖରୀ, ପିଟିଶାଳ ବିଟ ହାଉସ, ବଜ୍ରକୋଟ ବାଙ୍କ ଓ ପୋଖରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?