Home

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…

ବାୟୁସେନାର ବଢ଼ିଲା ଶକ୍ତି: ସ୍ପେନରୁ ମିଳିଲା ପ୍ରଥମ ସି-୨୯୫ ବିମାନ…

ନୂଆଦିଲ୍ଲୀ,୧୩।୯ : ଭାରତୀୟ ବାୟୁସେନା କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବୃଦ୍ଧି କରୁଛି। ଏଥି ସହିତ ସ୍ବଦେଶୀ ବିମାନ ଉପରେ ବାୟୁସେନା ଗୁରୁତ୍ୱାରୋପ କରୁଛି। ତେବେ, ଏହି ସମୟରେ, ପ୍ରଥମ ସି-୨୯୫ ସାମରିକ ବିମାନ ସ୍ପେନରୁ ଶୀଘ୍ର ଭାରତ ଆସିବାକୁ…

କଳାବ୍ୟାଜ୍‌ ପରିଧାନ କଲେ ଉପକାରାଗାର କର୍ମଚାରୀ

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଛତ୍ରପୁର ଉପକାରାଗାର କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସତ୍ତ୍ୱେ ମଧ୍ୟ ଦାବି ପୂରଣ କରା ନ ଗଲେ ୨୫ ତାରିଖରୁ ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପରିଧାନ…

ବାଣଫୁଟା ନେଇ ଦିଲ୍ଲୀ ସରକାରଙ୍କ ଆଦେଶରେ କରାଯିବ ନାହିଁ ହସ୍ତକ୍ଷେପ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୩।୯ : ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ଯେଉଁଠାରେ ସରକାର ବାଣଫୂଟା ନିଷିଦ୍ଧ କରିଛନ୍ତି,…

ଇଣ୍ଡିଆ ବନାମ ଭାରତ ବିବାଦ: ବ୍ଲୁ ଡାର୍ଟ କଲା ନାମ ପରିବର୍ତ୍ତନ

ନୂଆଦିଲ୍ଲୀ,୧୩।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଛି। ତେବେ ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଏନେଇ ସରକାରଙ୍କର କଣ ଆଭିମୁଖ୍ୟ…

ନାସା ଶେୟାର କଲା ଅଦ୍ଭୁତ ଫଟୋ, ହୀରା ପରି ଚମକୁଛି ଏହି ଗ୍ରହ

ଓ୍ବାଶିଂଟନ,୧୩ା୯: ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଏବଂ ଫଟୋ ଦେଖୁ। ବେଳେବେଳେ ଆମେ ଏପିରି କିଛି ସୁନ୍ଦର ଜିନିଷ ଦେଖିଥାଉ, ଯେଉଁଥିରୁ ଆଖି ଫେରାଇବା କଷ୍ଟକର। ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ ଆଡମିନିଷ୍ଟ୍ରେଶନ (NASA) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ…

ତାମିଲନାଡୁକୁ ଏସସିଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ: ସିଦ୍ଦରାମାୟା…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକରେ କହିଛନ୍ତି ତାମିଲନାଡୁକୁ ସୁପ୍ରିମ୍‌କୋର୍ଟ(ଏସସି)ଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ।…

ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ

ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗାଁରେ ଅଜ୍ଞାତ ବନ୍ଧୁକଧାରୀମାନେ ଲୋକଙ୍କୁ…

ଖବରକାଗଜ ହେଉଛି ସବୁଠାରୁ ନିର୍ଭରଯୋଗ୍ୟ ଖବର ମାଧ୍ୟମ…

ନୂଆଦିଲ୍ଲୀ,୧୩।୯ : ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରଥମ ମିଡିଆ ସମ୍ମିଳନୀ ଆୟୋଜିତ ହେଉଛି। ମିଡିଆ ଦୁନିଆର ଅନେକ ଷ୍ଟାଲୱାର୍ଟ ଏଥିରେ ଉପସ୍ଥିତ ଥିଲେ। ଦିଲ୍ଲୀରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଖବରକାଗଜର ସମ୍ପ୍ରସାରଣ…

ଗୁଗୁଲରେ ‘ଗୁଗୁଲ ସ୍କାଏ’ ସର୍ଚ୍ଚ କଲେ ଦେଖିବେ ଅଦ୍ଭୁତ ଦୃଶ୍ୟ

ଆଜିର ସମୟରେ ଗୁଗୁଲ୍‌କୁ ‘ଜ୍ଞାନର ଗନ୍ତାଘର’ ବୋଲି କୁହାଯାଏ। ଏଥିରେ କିଛି ବି ପ୍ରଶ୍ନ ସର୍ଚ୍ଚ କଲେ ଆମେ ତାର ଉତ୍ତର ମିଳିଥାଏ। ଏମିତିରେ ଅନେକ ସ୍ବତନ୍ତ୍ର ଶବ୍ଦ ରହିଛି ଯାହାକୁ ଆପଣ ଗୁଗୁଲ୍‌ରେ ସର୍ଚ୍ଚ କରି କମାଲ ଦେଖିପାରିବେ। ସେଥିରୁ…

ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୩।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସ୍ବତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ…

ଇମ୍ରାନ ଖାନଙ୍କ ଅଡୁଆ ବଢିଲା

ଇସଲାମାବାଦ୍‌,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri