ହିନ୍ଦୀରେ ଏହି ଶବ୍ଦ ଲାଗେ ଦେଶୀ କିନ୍ତୁ ବିଦେଶୀ, ୯୯ ପ୍ରତିଶତ ଲୋକଙ୍କୁ ଏ ସମ୍ପର୍କରେ ଜଣାନାହିଁ
ଆଜିର ସମୟରେ ହିନ୍ଦୀ ଦିବସକୁ ଏକ ପର୍ବ ପରି ପାଳନ କରାଯାଉଛି। କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସ ପାଳନ କରାଯାଏ। ହିନ୍ଦୀ ଏତେ ନମନୀୟ ଭାଷା ଯେ, ଏହା ଅନେକ ବିଦେଶୀ ଶବ୍ଦକୁ ସ୍ଥାନ…
ପୂର୍ବପତ୍ନୀ ରିନାଙ୍କ ସହ ସମୟ ବିତାଉଛନ୍ତି ଆମିର, ଲୋକେ ଉଡାଇଲେ ମଜା…
ବମ୍ବେ: ବଲିଉଡ ଅଭିନେତା ଆମିର ଖାନ୍ ନିଜର ବିବାହ ଏବଂ ପ୍ରେମସମ୍ପର୍କକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଆମିରଙ୍କ ଦୁଇଟି ବିବାହ ଭାଙ୍ଗିଛି। ପ୍ରଥମ ପତ୍ନୀ ରିନା ଦତ୍ତାଙ୍କଠାରୁ ଅଲଗା ହେବା ପରେ ଆମିର କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ…
ଆସିବ ‘ଧଡକନ୍ ୨’, ଆରମ୍ଭ ହେଲା ପ୍ରସ୍ତୁତି !
ବମ୍ବେ: ୨୦୦୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଧଡକନ୍’। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ଶିଳ୍ପା ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଥିଲେ। କାହାଣୀଠାରୁ ଆରମ୍ଭ କରି ଏହାର ଗୀତଗୁଡ଼ିକ ବେଶ ମନଛୁଆଁ ହୋଇଥିଲା। ଆଜି ବି ଲୋକେ…
କେରଳରେ ପୁଣି ହେବ କି ଲକ୍ଡାଉନ! ନିପା ସଂକ୍ରମଣକୁ ନେଇ ସ୍କୁଲ, କଲେଜ ବନ୍ଦ
ଥିରୁଭାନନ୍ତପୁରମ,୧୪।୯: କେରଳର ନିପା ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଛି। କୋଜିକୋଡେରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେଣ୍ଟମେଣ୍ଟ…
୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡିଲା: ୧୬ ନିଖୋଜ
ମୁଜାଫରପୁର,୧୪।୯: ବିହାରର ମୁଜାଫରପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି ।…
ସଂସଦର ସ୍ବତନ୍ତ୍ର ଅଧିବେଶନ: ଧାଡିକିଆ ହ୍ବିପ ଜାରି କଲା ଭାଜପା…
ନୂଆଦିଲ୍ଲୀ,୧୪।୯ : ସେପ୍ଟେମ୍ବର ୧୮ରୁ ୨୨ ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଭାଜପା ଦଳର ଏମପିମାନଙ୍କୁ ଏକ ଲାଇନ ହ୍ବିପ ଜାରି କରିଛି। ଏଥିରେ କୁହାଯାଇଛି୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ…
ସାଉଥ୍ର ଏହି ସୁନ୍ଦରୀଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ଆମିରଙ୍କ ବଡ ପୁଅ ଜୁନୈଦ !
ବମ୍ବେ: ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଖ୍ୟାତ ଆମିର ଖାନ୍ଙ୍କ ପୁଅ ଜୁନୈଦ ଖାନ୍। ସେ ୟଶରାଜ ଫିଲ୍ମସ୍ର ଏକ ପିରିୟଡ୍ ଡ୍ରାମା ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଶର୍ବରୀ ବାଘ…
ଭାରତୀୟ ଭାଷା ଆମ ସଂସ୍କୃତିର ଐତିହ୍ୟ: ଅମିତ ଶାହା
ନୂଆଦିଲ୍ଲୀ,୧୪।୯: ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ହିନ୍ଦୀ ଭାଷାର ମହତ୍ତ୍ୱ ବର୍ଣ୍ଣନା କରିଥିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ଏବଂ ସ୍ବାଧୀନତା ପରେ ହିନ୍ଦୀର ମହତ୍ତ୍ୱ ଦେଖି ସମ୍ବିଧାନର…
କେରଳରେ ନିପା ଆତଙ୍କ: ୯ ପଞ୍ଚାୟତର ୫୮ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷିତ…
ଥିରୁଭାନନ୍ତପୁରମ,୧୪।୯ : ନିପା ସଂକ୍ରମଣ ନେଇ କେରଳରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଭୂତାଣୁ ନ ବ୍ୟାପିବା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଏବଂ ପ୍ରତିବନ୍ଧକ ଘୋଷଣା କରିସାରିଛନ୍ତି। ଆକ୍ରାନ୍ତଙ୍କ ତାଲିକା ଚିନ୍ତାର କାରଣ ପାଲଟିଛି । କାରଣ ୭୦୦…
ସ୍ପୋର୍ଟ୍ସ କାର୍ ନିକଟରେ ସେଲ୍ଫି ଉଠାଉଥିଲେ ଗରିବ ବ୍ୟକ୍ତି, ମାଲିକ ଆସି କଲେ ଏମିତି, ଭିଡିଓ ଦେଖିଲେ…
ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅନେକ ଇଚ୍ଛା ଥାଏ କିନ୍ତୁ ଘରର ଆବଶ୍ୟକତା ହେତୁ ସେମାନେ ନିଜ ଇଚ୍ଛା ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ। ଅର୍ଥର ଅଭାବ ମଧ୍ୟ ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ଅସମର୍ଥ ହେବାର ଏକ ପ୍ରମୁଖ…
ନକଲି ଦସ୍ତାବିଜ ଆଧାରରେ ବାଲ୍ୟ ବିବାହ, ୧୫ ଗିରଫ
ଦିସପୁର,୧୪।୯: ଆସାମରେ ପୁଣି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ହାଇଲାକାଣ୍ଡି ଜିଲାରେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରୁଥିବା ପନ୍ଦର ଜଣଙ୍କୁ ପୋଲିସ ଗିରଫ କରିଛି। ଅତିରିକ୍ତ ଏସପି ଶାମିର ଦପ୍ତାରୀ ବାରୁଆ କହିଛନ୍ତି, ଏହି…
ଅଭିନେତା ଶାହାରୁଖ ଖାନଙ୍କୁ ‘ଥ୍ୟାଙ୍କ୍ ୟୁ’ କହିଲା ଭାଜପା
ନୂଆଦିଲ୍ଲୀ,୧୪।୯: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ‘ଥ୍ୟାଙ୍କ୍ ୟୁ’ କହିଛି ଭାଜପା। ଏହି ଫିଲ୍ମ ୟୁପିଏ ଶାସନର ଦୁଃଖଦ ରାଜନୈତିକ ଇତିହାସକୁ ମନେ ପକାଇଥାଏ ବୋଲି ଦଳ କହିଛି। ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ ମାଇକ୍ରୋ…
Archives


