ସନି ଦେଓଲଙ୍କୁ ଝଟ୍କା
ଅଭିନେତା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ଆୟ କରୁଛି। ରିଲିଜର ତୃତୀୟ ଦିନରେ ଫିଲ୍ମ ନିର୍ମାତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ପୁରା ଫିଲ୍ମ ୟୁଟ୍ୟୁବରେ ଲିକ ହୋଇଛି। ସନ୍ନି ଦେଓଲ ଏବଂ ଅମିଶା…
ସ୍କୁଟିରେ ଯାଉଥିବା ବେଳେ ରାସ୍ତାରେ ଟଳିପଡ଼ିଲେ ଯୁବକ
ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗାଁର ଜଣେ ୩୨ ବର୍ଷୀୟ ବିବାହିତ ଯୁବକଙ୍କ ରବିବାର ସନ୍ଦେହ ଜଣକ ଭାବେ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଈଶ୍ୱର ଚନ୍ଦ୍ର ନାଏକ।…
ଲଦାଖରେ ନିର୍ମାଣ ହେଉଛି ତୃତୀୟ ଫାଇଟର ବେସ୍: ଚିନ୍ତାରେ ଚାଇନା…
ଲେହ,୧୩।୮ : ତିନି ବର୍ଷ ପୂର୍ବେ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଥିଲା। ଫଳରେ ଚାଇନା ବ୍ୟାକଫୁଟ ଯିବାକୁ ବାଧ୍ୟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ସେନା ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଉପକରଣ ଏବଂ…
ସେହ୍ବାଗଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୩।୮: ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଅଧିନାୟକ ଦଳ ଉପରେ ରହିବ। ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ପୂର୍ବତନ…
୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର କାର୍ଯ୍ୟ ଭାର ବଢାଉଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩।୮: କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ ଜଷ୍ଟିସ ପିଏସ ନରସିଂହ, ଜଷ୍ଟିସ…
ଆମେରିକାରେ ଇଜି.୫ ଭାରିଆଣ୍ଟ ଆତଙ୍କ, ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…
ନ୍ୟୁୟର୍କ,୧୩।୮ : କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫ ନେଇ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ଏହା ଯୋଗୁ ନ୍ୟୁୟର୍କ ସିଟିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଦେଶରେ କରୋନାର ନୂଆ ଭାରିଆଣ୍ଟ ଯୋଗୁ…
ଓ୍ବାଗନର ଗ୍ରୁପ ପାଇଁ ରୁଷିଆ ପାଖରେ ନାହିଁ ପାଣ୍ଠି: ବ୍ରିଟେନ…
ମସ୍କୋ,୧୩।୮ : ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି ରୁଷିଆ ଭଡ଼ାଟିଆ ୱାଗନର୍ ଗ୍ରୁପର କାର୍ଯ୍ୟକଳାପକୁ ଆଉ ପାଣ୍ଠି ଦେବ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଦୈନିକ ବୁଲେଟିନରେ କହିଛି ଜୁନ ମାସରେ ରୁଷିଆର ସେନାବାହିନୀ ବିରୁଦ୍ଧରେ ବିଫଳ ବିଦ୍ରୋହର ନେତୃତ୍ୱ…
ଶ୍ରୀନଗରରେ ତ୍ରିରଙ୍ଗା ରାଲି, ଏଲ୍ଜି ସାମିଲ
ଶ୍ରୀନଗର,୧୩।୮: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ରବିବାର ଶ୍ରୀନଗରରେ ତ୍ରିରଙ୍ଗା ରାଲି ବାହାରିଛି। ଏହି ରାଲୀକୁ ଏଲ୍ଜି ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏସ୍କେଆଇସିସିରୁ ଡାଲ ହ୍ରଦ କୂଳ ଦେଇ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏହି ରାଲି…
ଗର୍ଭବତୀଙ୍କୁ ପିଟି ହତ୍ୟା ଅଭିଯୋଗ
ଖୋର୍ଦ୍ଧା,୧୩ା୮(ପ୍ରଭାତ ପାଣିଗ୍ରାହୀ): ସଦରଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗଗଡ଼ ସାହିରେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁଘର ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତକାଙ୍କ ମାଆ ଭାନୁମତି ଦେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ…
ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ବୀ
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିହାରର ଦରଭଙ୍ଗା ଏମ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ବିହାରରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ବିହାର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ…
ରାମ ମନ୍ଦିର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ଭକ୍ତ
ଅଯୋଧ୍ୟା,୧୩।୮: ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ପାଇବା ପରେ ଶେଷରେ ଏହା ଘୋଷଣା କରାଯିବ। ମନ୍ଦିରର ଉଦଘାଟନ…
ଆଦିବାସୀଙ୍କୁ ଶ୍ରେଣୀଭୁକ୍ତ କର ନାହିଁ: ରାହୁଲ ଗାନ୍ଧୀ
ଥିରୁଭାନନ୍ତପୁରମ୍,୧୩।୮: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍ ନୁହେଁ, ବରଂ ସମଗ୍ର ଗ୍ରହ…
Archives


