Home

ପୁଣି ଛଟେଇ କଲା ଗୁଗୁଲ

ନୂଆଦିଲ୍ଲୀ,୧୪।୯: ପୁଣି ଥରେ ଛଟେଇ କରିଛି ‘ଗୁୁଗୁଲ୍‌’। ଏଥର କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ଶହ ଶହ ନିଯୁକ୍ତିଦାତାଙ୍କୁ ବରଖାସ୍ତ କରିଛି। ଏହାଫଳରେ କମ୍ପାନୀ ଏଆଇ ଉପରେ ବିନିଯୋଗକୁ ଦ୍ୱିଗୁଣିତ କରିବ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଗୁଗୁଲ୍‌ ଜାନୁୟାରୀରେ ୬%…

ଅନକ୍ଲେମଡ ଆକାଉଣ୍ଟରୁ ୪୨,୨୭୨କୋଟି ଟଙ୍କା ପଠାଯାଇଛି: ଆରବିଆଇ

ନୂଆଦିଲ୍ଲୀ,୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି।…

ଜାଣନ୍ତୁ କଶ୍ମୀରରେ ଶହୀଦ ହୋଇଥିବା କଲୋନେଲ୍‌ ମନପ୍ରୀତ୍‌ ସିଂହଙ୍କ କାହାଣୀ, ଶେଷ ଥର ଲାଗି ଭିଣୋଇଙ୍କ ସହ ହୋଇଥିଲେ କଥା

ଶ୍ରୀନଗର,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ମୋହାଲିର କଲୋନେଲ ମନପ୍ରୀତ୍‌ ସିଂହ ଥିଲେ। ସେ ବୁଧବାର ସକାଳେ ସର୍ଚ୍ଚ ଅପରେଶନ କରୁଥିବା ବାଟାଲିୟନର ନେତୃତ୍ୱ ନେଉଥିଲେ। ହେଲେ ଆତଙ୍କବାଦୀଙ୍କସହ ଗୁଳି ବିନିମୟରେ ସେ…

‘ଗୋଟିଏ ପଟେ ପିଓକେ ନେବା କଥା କହୁଛନ୍ତି, ଅନ୍ୟପଟେ ପାକିସ୍ତାନ ସହ କ୍ରିକେଟ ଖେଳୁଛନ୍ତି,’ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୧୪।୯: କାଶ୍ମୀରରେ ତିନିଜଣ ଅଧିକାରୀଙ୍କ ଶହୀଦ ହେବା ଘଟଣାକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନାର ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଯେଉଁ ସମୟରେ ଏହି ଆକ୍ରମଣ କରାଯାଉଲା ସେହି ସମୟରେ ଭାଜପା କର୍ମୀମାନେ ଆମ…

‘ସନାତନକୁ ଶେଷ କରିବାକୁ ଗଠନ ହୋଇଛି ଇଣ୍ଡିଆ’, ବିରୋଧୀ ମେଣ୍ଟକୁ ମୋଦିଙ୍କ ଟାର୍ଗେଟ

ଭୋପାଳ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ବିନା ସହରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ବିନା ରିଫାଇନାରୀରେ ପେଟ୍ରୋକେମିକାଲ…

ବିଶ୍ୱକପ୍‌ ଲାଗି ଆଫଗାନିସ୍ତାନର ଦଳ ଘୋଷଣା: ୨ ବର୍ଷ ପରେ ଦିନିକିଆ ଟିମ୍‌କୁ ଫେରିଲେ ‘କୋହଲିଙ୍କ ଶତ୍ରୁ’

ନୂଆଦିଲ୍ଲୀ,୧୪।୯: ଅକ୍ଟୋବର ୫ରୁ ଭାରତରେ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ଯାଏ ଚାଲିବ। ଏହି ଟୁର୍ନାମେଣ୍ଟ ଲାଗି ଆଫଗାନିସ୍ତାନ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଟିମ୍‌ରେ ନବୀନ-ଉଲ୍‌-ହକ ପ୍ରତ୍ୟାବର୍ତ୍ତନ କରିଥିବା ଦେଖାଯାଇଛି।…

ଚାଲାଣ ବେଳେ ୭୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରୁ ଏକ ଗୋରୁ ବୋଝେଇ ଗାଡ଼ି ଗୁରୁବାର ଜବତ ହୋଇଛି। ଉକ୍ତ ଗାଡ଼ିରେ ୭୦ରୁ ଊଦ୍ଧର୍‌ବ ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର ସହଯୋଗରେ…

ଏମିତି ଗାଁ, ଯେଉଁଠି ବାସ କରନ୍ତି ଗୋଟିଏ ମାତ୍ର ପରିବାର

ଭାରତ ହେଉଛି ବିବିଧତାର ଦେଶ। ଏଠାରେ ଆପଣ ପ୍ରତ୍ୟେକ ରାଜ୍ୟରେ କିଛି ଅନନ୍ୟ ପାଇବେ। ଯାହା ଏହି ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିବେ ଏବଂ ଅନ୍ୟ ସ୍ଥାନରେ ଏକ ଜନଶୂନ୍ୟ ଅଞ୍ଚଳ…

ପାର୍ବଣ ପୂର୍ବରୁ ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ନେପାଳ

ନୂଆଦିଲ୍ଲୀ,୧୪।୯: ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ ଟନ…

ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌; ବାତିଲ ହେଲେ ଭାରତ ସହ କିଏ ଖେଳିବ ଫାଇନାଲ…?

କଲମ୍ବୋ,୧୪।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ ୨୦୨୩ ସୁପର ୪ର ମ୍ୟାଚ୍‌କୁ ଟିମ ଇଣ୍ଡିଆ ଜିତି ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି। ଏହାପୂର୍ବରୁ ଭାରତୀୟ ଟିମ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶାଳ ୨୨୮ ରନରେ ପରାସ୍ତ କରିଥିଲା। ସୁପର…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି…

ଭାରତର ମଧ୍ୟପ୍ରାଚ୍ୟ କରିଡରକୁ ନେଇ ଚିନ୍ତାରେ ପାକିସ୍ତାନ: ତୁର୍କୀ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ

ଆଙ୍କରା,୧୪।୯: ଭାରତ ଆମେରିକା, ସାଉଦି ଆରବ ଓ ୟୁଏଇ ସହଯୋଗରେ ମଧ୍ୟପ୍ରାଚ୍ୟ କରିଡର ବା ରେଳ ସଂଯୋଗ କରିବାକୁ ଯାଉଛି। ପାକିସ୍ତାନର ଏହା ଚିନ୍ତାର କାରଣ ସାଜିଛି । ତେବେ ଏହାରି ଭିତରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri