‘୪୦୦ ଆସନ ସହ ପୁଣି କ୍ଷମତାକୁ ଫେରିବ ଭାଜପା’
କୋଲକାତା,୧୪।୯: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ। ମୁଁ କହିବି ଏହା ଆଇ ଡଟ ଏନ ଡଟ ଡି ଡଟ ଆଇ ଡଟ…
କଲେଜ ପରିସରରେ ଅଧ୍ୟକ୍ଷ, କର୍ମଚାରୀଙ୍କ ମାରପିଟ୍, ଭିଡିଓ ଭାଇରାଲ
ବାଲେଶ୍ୱର,୧୪ା୯(ମାନସ ବିଶ୍ୱାଳ): ପାଣି ମଟର ଚଲାଇବାକୁ କେନ୍ଦ୍ର କରି କଲେଜ ପରିସରରେ ଅଧ୍ୟକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ସ୍ଥିତ ସିଦ୍ଧେଶ୍ୱର…
ବିରୋଧ ପ୍ରଦର୍ଶନବେଳେ ଗାଜା ସୀମାରେ ବିସ୍ଫୋରଣ, ୫ପାଲେଷ୍ଟାଇନ ନାଗରିକ ମୃତ
ଗାଜା,୧୪।୯: ଅନେକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲର ଜେଲରେ ଥିବାରୁ ଇସ୍ରାଏଲ ଏବଂ ଗାଜା ସୀମାରେ ଗତ କିଛି ମାସ ଧରି ଶାନ୍ତିପୂର୍ଣ୍ଣ ବିେରୋଧ ପ୍ରଦର୍ଶନ ହେଉଥିଲା। କିନ୍ତୁ ଧିରେ ଧିରେ ତାହା ତୀବ୍ର ହେବାକୁ ଲାଗିଲା। ତେବେ ବୁଧବାର ବିସ୍ଫୋରଣରେ ଘଟଣାସ୍ଥଳରେ…
୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟକୁ…
ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ
କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗତ…
ପୂର୍ବତନ ସରପଞ୍ଚ, ଗ୍ରାମରକ୍ଷୀଙ୍କୁ ହତ୍ୟା କରି କୂୂଅରେ ଫିଙ୍ଗିଦେଲେ
ହାଟଡିହୀ,୧୪ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ମୟୂରନଚା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ରମ୍ଭାମଣି ପାତ୍ର (୪୦) ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ୨୦୧୭-୨୦୨୨…
ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ଲୁଛାଉଛନ୍ତି ସରକାର: ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସର ମନ୍ତବ୍ୟ…
ନୂଆଦିଲ୍ଲୀ,୧୪।୯ : ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏଜେଣ୍ଡାରେ କିଛି ନାହିଁ ଯାହା ସରକାର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା…
ଫି’ ବଢାଇଲେ ଶାହରୁଖ!
ଅଭିନେତା ଶାହାରୁଖ ଖାନ ବଲିଉଡର ରୋମାନ୍ସ କିଙ୍ଗ୍ ଭାବେ ଜଣାଶୁଣା। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଅଭିନେତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଶାହାରୁଖ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ତାଙ୍କ ଅଭିନୀତ ‘ଯବାନ’ ବକ୍ସ…
ଆମେରିକାରେ ପୋଲିସ ଅଧିକାରୀଙ୍କ ଗାଡିରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ
ଓ୍ବାଶିଂଟନ୍,୧୪।୯: ଆମେରିକାର ସିଆଟେଲରେ ଚଳିତ ବର୍ଷ ଜାନୁଆରୀରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଭାରତୀୟ ୨୩ବର୍ଷିୟା ଛାତ୍ରୀ ଜାନଭୀ କାଣ୍ଡୁଲାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଅଧିକାରୀ ହସିବା ସହ ଛାତ୍ରୀଙ୍କ ମୃତ୍ୟୁକୁ ପରିହାସ କରିଥିଲେ। ଏହି ଦୃଶ୍ୟ…
ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…
ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଚାଇନା…
ଓଟିଟିରେ ରିଲିଜ୍ ହେବ ‘ଯବାନ’: ରାଇଟ୍ସ ବିକ୍ରି
ଶାହରୁଖ ଖାନଙ୍କ ଅଭିନୀତ ‘ଯବାନ’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ସମସ୍ତେ ଏହାର ପଜିଟିଭ୍ ରିଭ୍ୟୁ ଦେଉଛନ୍ତି। ଦର୍ଶକ ଶାହାରୁଖଙ୍କ ଡବଲ ରୋଲ୍କୁ ବହୁତ ପସନ୍ଦ କରୁଛନ୍ତି। ‘ଯବାନ’ ଖୁବ ଶୀଘ୍ର ୪୦୦ କୋଟି ଟଙ୍କାର କ୍ଲବରେ ଯୋଗଦେବାକୁ…
ପାକିସ୍ତାନ-ଶ୍ରୀଲଙ୍କା ଲଢ଼େଇ: ଫାଇନାଲ ଖେଳିବାକୁ ମିଳିବ ଟିକଟ…
କଳମ୍ବୋ,୧୪।୯ : ଗୁରୁବାର (୧୪ସେପ୍ଟେମ୍ବର) ଏସିଆ କପର ସୁପର -୪ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ କୌଣସି ଅଫିସିଆଲ ସେମିଫାଇନାଲ ମ୍ୟାଚ ନାହିଁ, କିନ୍ତୁ ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ…
Archives


