ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ରାଜନାଥଙ୍କ ମଞ୍ଜୁରୀ…
ନୂଆଦିଲ୍ଲୀ,୧୬।୯ : ବର୍ତ୍ତମାନ ଦେଶରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲିବାକୁ ଯାଉଛି। ଶନିବାର ସରକାରୀ ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଦ୍ୟାଳୟଗୁଡ଼ିକୁ ସହଭାଗୀତା ମୋଡରେ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତି…
ଓ୍ବାଇଏସଆର କଂଗ୍ରେସ ବିରୋଧୀ ଦଳ ଆମ ସହ ହାତ ମିଳାନ୍ତୁ: ନାରା ଲୋକେଶ…
ହାଇଦ୍ରାବାଦ,୧୬।୯ : ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଦଳର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଲାଗି ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଛି। ଶନିବାର ଓ୍ବାଇଏସଆର କଂଗ୍ରେସ ପାର୍ଟିକୁ…
ଲୋକଙ୍କ ଦାବି ପରେ ଫେରିଲେ ଫାର୍ମାସିଷ୍ଟ
ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଫାର୍ମାସିଷ୍ଟଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ଅଣାଯାଇଛି। ପ୍ରକାଶ ଯେ, ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ…
ସଙ୍ଗୀତା ସିଂହ ଜିଲା କଂଗ୍ରେସ ମୁଖପାତ୍ର
କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର ଆଭିମୁଖ୍ୟ, ପ୍ରଚାର ଓ ପ୍ରସାର ପାଇଁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ଆଜି ୩୩ଟି ସାଙ୍ଗଠନିକ…
ନୂଆଖାଇର ତିହାରି ହାଟ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ କାରବାର
କର୍ଲାମୁଣ୍ଡା,୧୬ା୯(ପ୍ରଦୀପ କୁମାର ସାହୁ): ଆସନ୍ତା ବୁଧବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୂମ୍ଧାମରେ ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶନିବାର ହେଉଛି ନୂଆଖାଇର ତିହାରି ହାଟ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ଏହି…
ଦୁନିଆର ପ୍ରଥମ ଜେଲ୍, ଯେଉଁଠି ରହୁଥିଲେ କୁଖ୍ୟାତ ଅପରାଧି
ଓ୍ବାଶିଂଟନ୍: ଦଣ୍ଡାଦେଶ ପରେ ଅଭିଯୁକ୍ତର ଘର ଜେଲ୍ ବୋଲି କୁହାଯାଏ। କୋର୍ଟର ଶୁଣାଣି ପରେ ଦଣ୍ଡାଦେଶ ଅନୁଯାୟୀ ସେ ନିର୍ଦ୍ଧାରିତ ସମୟ କିମ୍ବା ଆଜୀବନ ଜେଲରେ କଟିଥାଏ। ପୂର୍ବାଞ୍ଚଳ ରାଜ୍ୟ ପେନିତେନତିଆରିକୁ ଦୁନିଆର ପ୍ରଥମ କାରାଗାର ବା ଜେଲ୍ ବୋଲି କୁହାଯାଏ।…
ପୋଷାକ ବଦଳିଛି, ଚାଲି ଚଳଣ ଚରିତ୍ର ବଦଳି ନାହିଁ, ଇଣ୍ଡିଆ ମେଣ୍ଟକୁ ନେଇ ଭାଜପାର କଟାକ୍ଷ…
ବିଳାସପୁର,୧୬।୯ : ବିଲାସପୁର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ସମ୍ବିଧାନକୁ ନଷ୍ଟ କରୁଥିବା, ଗଣମାଧ୍ୟମର ସ୍ବରକୁ ଦମନ କରୁଥିବା ତଥା ସନାତନ…
ପ୍ରଶଂସକଙ୍କ ହୃଦୟ ଜିଣିଲେ ଶାହାରୁଖ
ମୁମ୍ବାଇ: ବଲିଉଡ୍ର କିଙ୍ଗ୍ଖାନ ଶାହାରୁଖ ପ୍ରଶଂସକଙ୍କ ହୃଦୟ କିପରି ଜିତିବେ ତାହା ସେ ଭଲ ଭାବରେ ଜାଣିଛନ୍ତି। ପୁଣି ଥରେ ସେ ପ୍ରମାଣ କରିଛନ୍ତି ଯେ, ସେ ଜଣେ ବ୍ୟକ୍ତି ଯିଏ ସମ୍ପର୍କର ମୂଲ୍ୟ ଜାଣନ୍ତି। ତାଙ୍କର ଫିଲ୍ମ ‘ଯବାନ’ ବକ୍ସ…
ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ, ୧୨୭ ପାଉଣ୍ଡରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ…
ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ ଶୁଳ୍କ…
ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ
ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ରନ୍ଧନ…
ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟ ଜନକ, ଆତଙ୍କବାଦୀଙ୍କ ପାଖକୁ ଟଙ୍କା ଆସୁଛି କିପରି?…
ଇସଲାମାବାଦ,୧୬।୯ : ପାକିସ୍ତାନର ଅର୍ଥନୀତି ଖରାପ ହେବାରେ ଲାଗିଛି। ଦେଶରେ ଗତ ୩ ମାସ ଧରି ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁ। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଋଣ ଉପରେ ସୁଧ ଦେବାକୁ ମଧ୍ୟ ଟଙ୍କା ନାହିଁ। ଦେଶ ଡିଫଲ୍ଟ…
ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ,୧୬ା୯: କଟକରେ ନେତାଜୀ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍ ଟର୍ମିନାଲର ଆଜି ଶୁଭ…
Archives


