Home

ଲାଇଭ୍‌ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍‌ ବ୍ୟାଣ୍ଡ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍‌ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ ଉପରେ…

କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନର ‘ଚାଚା’

ନୂଆଦିଲ୍ଲୀ,୧୬।୮:ଭାରତୀୟ କ୍ରିକେଟ୍‌ ବିରାଟ କୋହଲି ଦୁନିଆର ସବୁଠାରୁ ଷ୍ଟାଇଲିସ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କୋହଲି ତାଙ୍କ ଖେଳ ସହିତ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘଣ କରିଛନ୍ତି। ସମଗ୍ର ବିଶ୍ୱରେ କୋହଲିଙ୍କ କ୍ରେଜ ରହିଛି। ପଡ଼ିଆରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରେ ମଧ୍ୟ…

ରୁଢିବାଦୀ ଶବ୍ଦ ମହିଳାମାନଙ୍କ ସମ୍ବନ୍ଧୀୟ ତଥ୍ୟ ଏବଂ ରାୟରେ ବ୍ୟବହୃତ ହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୮ : ମହିଳାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କ ସମ୍ବନ୍ଧୀୟ ଆଇନଗତ ତଥ୍ୟ ଏବଂ ରାୟରେ ରୁଢିବାଦୀ (ଷ୍ଟେରିଓଟାଇପ) ଶବ୍ଦ ବ୍ୟବହାର ହେବ ନାହିଁ। ନ୍ୟାୟିକ ନିଷ୍ପତ୍ତିରେ ଲିଙ୍ଗଗତ ଷ୍ଟେରିଓଟାଇପିଂ ଶେଷ କରିବାକୁ ଭାରତର ପ୍ରଧାନ ବିଚାରପତି…

ବିଶ୍ୱକପ୍‌ ପୂର୍ବରୁ କ୍ରିକେଟ୍‌କୁ ଅଲବିଦା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୧୬।୮: ପାକିସ୍ତାନୀ ଦଳର ବାମହାତୀ ଦ୍ରୁତ ବୋଲର ୱାହବ ରିଆଜ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ରିଆଜଙ୍କ ଏପରି ନିଷ୍ପତ୍ତି ଦ୍ୱାରା ପାକିସ୍ତାନକୁ ଝଟ୍‌କା ଲାଗିଛି। ସେ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୂଚନା…

ଆଜାଦପୁର ମଣ୍ଡିର ପରିବା ବିକ୍ରେତା ରାମେଶ୍ୱରଙ୍କୁ ମିଳିଛି ଗ୍ୟାସ ସିଲିଣ୍ଡର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ଆଜାଦପୁର ମଣ୍ଡିରେ ପନିପରିବା ବିକ୍ରେତା ରାମେଶ୍ୱରଙ୍କ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଅନେକଙ୍କୁ ପ୍ରଭାବିତ କରିଥିଲା। ଏହାପରେ ଜାତୀୟ ଗଣମାଧ୍ୟମର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାର ଇଚ୍ଛା ବିଷୟରେ କହିଥିଲେ। ରାହୁଲ ତାଙ୍କୁ ଭେଟି…

ଏସିଆ କପ ପୂର୍ବରୁ ପାକିସ୍ତାନ ଟିମରେ ଉତ୍ତେଜନା, ୧୫ରୁ ଅଧିକ ଖେଳାଳିଙ୍କୁ ନୋଟିସ…

ଇସଲାମାବାଦ,୧୬।୮ : ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏହି ଏକଦିବସୀୟ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଦଳ ଘୋଷଣା କରି…

ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…

ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ ରେକର୍ଡ…

ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର…

ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ

ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ ମାଧ୍ୟମରେ…

ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…

ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର ପ୍ରଜନନ…

ୱେଷ୍ଟଇଣ୍ଡିଜଠାରୁ ହାରିବା ନିରାଶାଜନକ ନୁହେଁ: ଗାଭାସ୍କର…

କୋଲକାତା,୧୬।୮ : ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଭଲ ଖରାପ ମିଶ୍ରିତ ରହିଛି। ଟେଷ୍ଟ ସିରିଜକୁ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ଆୟୋଜକ ଦଳଙ୍କୁ ୨-୧ରେ ପରାସ୍ତ କରିଥିଲା। ତେବେ ଭାରତ ଟି-୨୦ ସିରିଜ ଜିତି ପାରି…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ ହୋଇଛି। ପାକିସ୍ତାନ ସରକାର ହଠାତ୍‌ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଆହୁରି ୧୮ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri