Home

ଇସ୍ରାଏଲରେ ହମାସ ଆକ୍ରମଣରେ ଜଣେ ଭାରତୀୟ ମହିଳା ଆହତ, ୧୦ ନେପାଳି ନାଗରିକଙ୍କର ମୃତ୍ୟୁ

ତେଲ ଆଭିବ,୯।୧୦: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତର କେରଳର ବାସିନ୍ଦା ଏବଂ ଗତ କିଛି ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ କାର୍ଯ୍ୟ…

ଚନ୍ଦ୍ରବାବୁଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଅମରାବତୀ,୯।୧୦: ଆନ୍ଧ୍ୟ ପ୍ରଦେଶ ହାଇକୋର୍ଟ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନକୁ ଇନର ରିଂଗ ରୋଡ, ଫାଇବର ନେଟ ଏବଂ ଅଂଗୁଲ୍ଲୁ ୩୦୭ ମାମଲାରେ ଖାରଜ କରି ଦେଇଛନ୍ତି।

ବିଧାନସଭା ତାରିଖ ଘୋଷଣା ପୂର୍ବରୁ ଶିବରାଜ କହିଲେ, ଯାହା କହିଥିଲୁ ତାହା କରିଛୁ

ଭୋପାଳ,୯୧୦: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାରତର ର୍ନିବାଚନ ଆୟୋଗ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରାଯାଇଛି। ମୁଁ ପ୍ରତିଶ୍ରୁତି ଦେଇଥିଲି…

ଇନ୍ଦୋରରେ ଭାଜପା-କଂଗ୍ରେସ କୋଳାକୋଳି, ସୋସିଆଲ ମିଡିଆରେ ଭାଇରାଲ…

ଇନ୍ଦୋର,୯।୧୦ : ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ରାଜନୀତିର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଯାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ବାସ୍ତବରେ, କଂଗ୍ରେସ ଏବଂ ଭାଜପାର ଦୁଇ ବଡ ନେତା ରାଜନୀତି ଭିନ୍ନ ଭିନ୍ନ ଚିନ୍ତାଧାରା ଛାଡି ପରସ୍ପରକୁ…

ହିନ୍ଦୁଙ୍କୁ ବିରୋଧ କରିବାର ବ୍ରାଣ୍ଡ ଆମ୍ବାସଡ଼ର ହେଉଛନ୍ତି ଦିଗବିଜୟ: ଭାଜପା…

ଭୋପାଳ,୯।୧୦ : ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଏକ ଆଲୋଡ଼ନ ସୃଷ୍ଟି କରିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ରାବଣ ବୋଲି କହି କଟାକ୍ଷ କରିଛନ୍ତି। ଏନେଇ ଭାଜପା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।…

ଯୁଦ୍ଧ ଘୋଷଣାର ଅନ୍ତରାଳେ…

ଜେରୁଜେଲମ୍‌,୯ା୧୦: ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେବାନନ ଏବଂ ଗାଜାରେ ବଡ଼ ଧରଣର ସାମରିକ ଅପରେଶନ ହୋଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲା। ପରେ ଇସ୍ରାଏଲ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ ବର୍ତ୍ତମାନ…

ହମାସ ଇସ୍ରାଏଲ ମଧ୍ୟରେ ବନ୍ଦୀ ବିନିମୟରେ କତାରର ମଧ୍ୟସ୍ଥତା…

ଗାଜା,୯।୧୦ : ଆତଙ୍କବାଦୀ ଗୋଷ୍ଠୀର ସୂତ୍ରରୁ ପ୍ରକାଶ କତାର ହମାସ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଦୀ ବିନିମୟର ମଧ୍ୟସ୍ଥତା କରୁଛି। ଆମେରିକାର ସମର୍ଥନ ସହିତ କାତାର ତୁରନ୍ତ ଏହି ଚୁକ୍ତିନାମା କରିବାକୁ ଚାହୁଁଛି ବୋଲି ନାମ ସୂତ୍ରରୁ ପ୍ରକାଶ। ଏହା ଅଧୀନରେ,…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୯ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିପ୍ର ରାଉଳ (୫୫)। ଆଜି ସକାଳେ ଘରର ପାଣି ମୋଟର ସଜାଡୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆହତ…

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଯୁବକଙ୍କ ଗଳାକାଟି ହତ୍ୟା

ଅନୁଗୋଳ,୯ା୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ବେକକୁ କେହି ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିଛି। ସୂଚନାନୁଯାୟୀ,…

ମେସେଞ୍ଜର ଆର୍‌ଏନ୍‌ଏ କୋଭିଡ୍‌ ଟିକା

”ଅତି ଫଳପ୍ରଦ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକାର ବିକାଶ ଲାଗି ହଙ୍ଗେରୀର ମହିଳା ଜୀବ ରସାୟନ ବିଜ୍ଞାନୀ କାଟାଲିନ୍‌ କାରିକୋ ଏବଂ ଆମେରିକୀୟ ଭେଷଜ ବିଜ୍ଞାନୀ ତଥା ଶରୀର ପ୍ରତିରକ୍ଷାତନ୍ତ୍ର ବିଶେଷଜ୍ଞ ଡ୍ରିଉ ଓ୍ବେଇସମ୍ୟାନ୍‌ ଚଳିତ ବର୍ଷ ଭେଷଜ ବିଜ୍ଞାନ ପାଇଁ…

ବିନା ପୋଷ୍ଟମର୍ଟମ-ପଞ୍ଚନାମାରେ ନଦୀକୁ ମୃତଦେହ ଫିଙ୍ଗିଲେ ବିହାର ପୋଲିସ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…

ପାଟନା,୯।୧୦ : ବିହାରରେ ଜଙ୍ଗଲ ରାଜ ପୁଣି ଫେରିଛି। ଜଙ୍ଗଲ ରାଜକୁ ଭଲ ଶାସନରେ ପରିଣତ କରିବା ପାଇଁ ଦାୟିତ୍ୱବୋଧ ଥିବା ପୋଲିସର ଏକ ସମ୍ବେଦନଶୀଳ ଚେହେରା ଏବେ ସାମ୍ନାକୁ ଆସିଛି। ବାସ୍ତବରେ, ବିହାରର ମୁଜାଫରପୁରରେ ପୋଲିସ ଏକ ସଡ଼କ ଦୁର୍ଘଟଣାରେ…

ଶାହରୁଖଙ୍କୁ ଓ୍ବାଇ+ ସୁରକ୍ଷା

ମୁମ୍ବାଇ,୯।୧୦: ବଲିଉଡ ତାରକା ଶାହାରୁଖ ଖାନଙ୍କ ହତ୍ୟା ଧମକ ମିଳିବାେ ପରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଙ୍କ ଉପରେ ଆସୁଥିବା ବିପଦକୁ ବିଚାର କରି ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ ଓ୍ବାଇ + ସୁରକ୍ଷା ଦେଇଛି। ମୁମ୍ବାଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?