Home

ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବ ଇସ୍ରାଏଲ୍‌

ଜେରୁଜେଲମ୍‌,୧୦ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲ୍‌ ସେନା ମଧ୍ୟରେ ସୋମବାର ତୃତୀୟ ଦିନ ପାଇଁ ଘମାଘୋଟ ଲଢ଼େଇ ଲାଗିରହିଥିବାବେଳେ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବା ଲାଗି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଲକ୍ଷ…

ଯୁଦ୍ଧଜାହାଜ ପଠାଇଲା ଆମେରିକା

ଓ୍ବାଶିଂଟନ,୧୦ା୧୦: ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ ପରେ ଆମେରିକା ପୂର୍ବ ଭୂମଧ୍ୟସାଗର ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଜାହାଜ ଓ ଜେଟ୍‌ ପଠାଇଛି। ଏଥିସହିତ ଇସ୍ରାଏଲ୍‌କୁ ଅଧିକ ଯୁଦ୍ଧ ଉପକରଣ ଓ ଗୁଳିଗୋଳା ଯୋଗାଇଦେବ ବୋଲି ଆମେରିକା କହିଛି। ହମାସ୍‌ ଆକ୍ରମଣରେ…

ଆଜି ମୁଲାୟମ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ:ଗରିବଙ୍କୁ ବଣ୍ଟାହେବ ଖାଦ୍ୟ ସାମଗ୍ରୀ

ଲକ୍ଷ୍ନୌ,୧୦।୧୦: ଆଜି ସମଗ୍ର ଦେଶରେ ସମାଜବାଦୀ ପାର୍ଟିର ପ୍ରତୀକ ମୁଲାୟମ ସିଂ ଯାଦବଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। ତାଙ୍କ ଜନ୍ମ ଗ୍ରାମ ସୈଫାଇଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ…

ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ଜେରୁଜେଲମ,୯।୧୦: ହମାସର ମିସାଇଲ ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ଯୁଦ୍ଧ ଘୋଷଣା କରିଛି। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ସୋମବାର ଗାଜା ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ ଉପରେ ହମାସର ଶାସନ…

ସିଏସ୍‌ପି ପ୍ଲସ୍‌କୁ ମୋ’ ସେବାକେନ୍ଦ୍ରକୁ ପ୍ରଦାନ ଦାବି

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସିଏସ୍‌ପି ପ୍ଲସ୍‌କୁ ମୋ’ ସେବା କେନ୍ଦ୍ରକୁ ପ୍ରଦାନ କରିବା ଲାଗି ଦାବି ହୋଇଛି। ଏହିି ଦାବି ନେଇ ସୋମବାର ଗଞ୍ଜାମ ଜିଲା ମୋ’ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଲୀନା…

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ଭାଜପା ଜାରି କଲା ପ୍ରାର୍ଥି ତାଲିକା

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ଭାଜପା ଏହି ତାଲିକା ପ୍ରକାଶ କରିଛି। ରାଜସ୍ଥାନରେ ୪୧…

୧୩ ସହରର ୧୪୯ ଓ୍ବାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌: ୧୨ ଲକ୍ଷ ୩୦ ହଜାର ଲୋକ ଉପକୃତ

ଭୁବନେଶ୍ୱର,୯ା୧୦(ଅସମାପିକା ସାହୁ): ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଓଡ଼ିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ଓ୍ବାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି।…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ୯ ମୃତ

ଅରିୟାଲୁର,୯।୧୦: ସୋମବାର ତାମିଲନାଡୁର ଆରିୟାଲୁର ଜିଲାର ଏକ ଫାୟାର କ୍ରାକର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଭାବିତ ପରିବାର…

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୯।୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ବ୍ସେରିଗ୍‌ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ଶ୍ରମ ବଜାର ଫଳାଫଳ ବିଷୟରେ ଆମର ବୁଝାମଣାକୁ ଅଗ୍ରଗତି କିମ୍ବା…

ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ ଠାକରେ

ମୁମ୍ବାଇ,୯।୧୦: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳର କର୍ମଚାରୀମାନେ ଛୋଟ ଗାଡିରୁ ଟୋଲ ଚାର୍ଜରୁ ବଞ୍ଚିତ ନକରନ୍ତି ତେବେ ସେ ରାଜ୍ୟରେ ଟୋଲ ବୁଥରେ ନିଆଁ ଲଗାଇବେ।…

କେନ୍ଦ୍ରରେ ସରକାର ଗଠନ କଲେ ଓବିସି ମହିଳାଙ୍କ ଅଂଶଗ୍ରହଣ ସହ ଲାଗୁ କରିବୁ ସଂରକ୍ଷଣ: ଖାର୍ଗେ

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଜାତି ଆଧାରିତ ଜନଗଣନା ଉପରେ ନିରବତାକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି କଲ୍ୟାଣକାରୀ ଯୋଜନାରେ ଉଚିତ ସହଭାଗିତା ପାଇଁ ଏହା…

ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?