Posted inଫୁରସତ

ଟ୍ରେନ୍‌ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍‌ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ। କିନ୍ତୁ ଯେତେବେଳେ ଲୋକମାନେ ସର୍ବସାଧାରଣ ସ୍ଥାନରେ ଡ୍ୟାନ୍ସ ଏବଂ ଗୀତ ଗାଇବା ଆରମ୍ଭ କରନ୍ତି, ତେବେ ଏହା ପ୍ରଶଂସା ଅପେକ୍ଷା ଅଧିକ ପରିହାସ ହୋଇଯାଏ। ଜଣେ ଝିଅ ସହିତ ଏମିତି ଏକ ଘଟଣା ଘଟିଛି। ଏକ ଲୋକାଲ ଟ୍ରେନ୍‌ରେ ଝିଅ ଜଣକ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ରାତାରାତି ଭାଇରାଲ ହେଉଛି।

 

View this post on Instagram

 

A post shared by Sillyworld (@_sillyworld_)

_sillyworld ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଝିଅ ଜଣଙ୍କୁ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି। ଟ୍ରେନ୍‌ରେ ବସିଥିବା ଲୋକମାନେ ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି। ଏହି ଭିଡିଓରେ ଝିଅଟି ଭୋଜପୁରୀ ଗୀତରେ ନାଚୁଥିବା ନଜର ଆସିଛନ୍ତି। ଝିଅ ଜଣକ ନାମ ଶ୍ରେୟା ରୟ (@ sreya646_) ଏବଂ ଇନ୍‌ଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ଏପରି ଅନେକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜନସାଧାରଣଙ୍କ ଆଗରେ ତ ବେଳେବେଳେ ରାସ୍ତାରେ ଏବଂ କେବେ ଟ୍ରେନରେ ବି ଡ୍ୟାନ୍ସ କରୁଛନ୍ତି।

ଏହି ଭିଡିଓଟି ଶ୍ରେୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଭ୍ୟୁ ପାଇଥିବା ବେଳେ ଭିଡିଓଟି ଅନ୍ୟ  ଆକାଉଣ୍ଟରେ ଅଧିକ ଭ୍ୟୁ ପାଇଛି। ଭିଡିଓରେ, ଶ୍ରେୟାଙ୍କ ଡ୍ୟାନ୍ସକୁ ଜଣେ ବ୍ୟକ୍ତି ଏକ ଧ୍ୟାନରେ ଚାହିଁ ରହି ଉପଭୋଗ କରୁଛନ୍ତି। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କୁ ଟ୍ରୋଲ କରୁଛନ୍ତି।
ଜଣେ ୟୁଜର କହିଛନ୍ତି, ଅଙ୍କଲ ଜୀ ମଜା କରୁଛନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ଆଜି ବି ଅଙ୍କଲ ଏହି ଟ୍ରେନରେ ଯାଇଥାନ୍ତି। ଅନେକ ଲୋକ ସେହି ଝିଅଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି। ସେହିପରି ଅନ୍ୟଜଣେ ୟୁଜର କହିଛନ୍ତି, ସେ ଭଲ ଡ୍ୟାନ୍ସ କରୁଛନ୍ତି ଏବଂ ଭଲ ମଧ୍ୟ ଦେଖାଯାଉଛନ୍ତି, କିନ୍ତୁ ସେ ଡ୍ୟାନ୍ସ କରିବାକୁ ବାଛିଥିବା ସ୍ଥାନ ଠିକ୍‌ ନୁହେଁ। ଜଣେ କହିଛନ୍ତି, ଏହି ଭିଡିଓ ଦେଖିବା ପରେ ବୋଧହୁଏ ଟ୍ରେନ୍‌ ଟିକେଟ ମୂଲ୍ୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri