ଋଷରୁ କମ୍ ଦରରେ ଗହମ କିଣିବ ଭାରତ
ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର ସରକାର…
ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା
ନୂଆଦିଲ୍ଲୀ,୧୮।୮: ଦେଶରେ ୫୦କୋଟି ଜନଧନ ଅକାଉଣ୍ଟ ଖୋଲା ଯାଇଛି। ୨୦୨୩, ଅଗଷ୍ଟ ୯ ସୁଦ୍ଧା ଏହା ୫୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ଜନଧନ ଆକାଉଣ୍ଟରେ ୫୬ଶତକଡା…
୭୫ ରାଜ୍ୟସଭା ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଓ ବଳତ୍କାର ମାମଲା: ଏଡିଆର ରିପୋର୍ଟ
ନୂଆଦିଲ୍ଲୀ,୧୮।୮: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ କୋଟିପତି ଅଟନ୍ତି। ଏହି ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ୨୩୩…
ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ
ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଅଗଷ୍ଟ…
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ରିଙ୍କୁ-କ୍ରିଷ୍ଣା କଲେ ଡେବ୍ୟୁ
ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ଜସପ୍ରିତ ବୁମ୍ରା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦଳ ପକ୍ଷରୁ ରିଙ୍କୁ ସିଂହ ଏବଂ…
ପାକିସ୍ତାନରେ ଗୀର୍ଜାଘର ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ କକର
ଇସଲାମବାଦ,୧୮।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ କକର। ସେ କହିଛନ୍ତି, ତାଙ୍କ ମଧ୍ୟବର୍ତ୍ତୀ ସରକାର ସମାଜରେ ଅନ୍ଧାରି ଶକ୍ତିକୁ ସମର୍ଥନ କରିବ ନାହିଁ। ପଞ୍ଜାବ ହେଉଛି ଦେଶର…
ତାଲିବାନରେ ୧୦ଦିନରେ ଗିରଫ ହେଲେଣି ୯ସାମ୍ବାଦିକ
କାବୁଲ,୧୮।୮: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ। ତେବେ ସେଥିରୁ ବାଦ୍ ପଡି ନାହାନ୍ତି ସାମ୍ବାଦିକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି। ଆଫଗାନିସ୍ତାନରେ…
ସୁନା ଚୋରା ଚାଲାଣ ଅଭିଯୋଗରେ ଦୁଇ ଚାଇନା ନାଗରିକ ଗିରଫ
କାଠମାଣ୍ଡୁ,୧୮।୮: ନେପାଳର ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଏଜେନ୍ସି ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିଆଇବି) ଶୁକ୍ରବାର ସୁନା ଚୋରା ଚାଲାଣ ମାମଲାରେ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ସୁନା ଚୋରା ଚାଲାଣ ମାମଲାରେ ସମୁଦାୟ୨୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ…
ସ୍ପାଇସଜେଟ ପ୍ଲେନରେ ହଙ୍ଗାମା
ନୂଆଦିଲ୍ଲୀ,୧୮।୮: ବିମାନରେ ଯାତ୍ରୀଙ୍କ ଦ୍ୱାରା ବେଳେ ବେଳେ କିଛି ଭୁଲ କାମ କରାଯାଉଥିବା ସୂଚନା ବହୁବାର ମିଳିଛି। କେବେ କେବେ ଯାତ୍ରୀମାନେ ପରସ୍ପର ସହ ଝଗଡା କରିବା ତ ଆଉ କେତେବେଳେ କେହି ଯାତ୍ରୀ ଆଉ କାହା ଉପରେ ପରିସ୍ରା କରିବା…
ପାକିସ୍ତାନ ଚର୍ଚ୍ଚ ଆକ୍ରମଣ ଘଟଣାରେ ୨ ସନ୍ଦିଗ୍ଧ ଗିରଫ
ଲାହୋର,୧୮।୮: ଆଜିକାଲି ପାକିସ୍ତାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ଚର୍ଚ୍ଚ ଏବଂ ଘର ଉପରେ ଲଗାତାର ଆକ୍ରମଣ କରାଯାଉଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଜାବ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ୨୧ଟି ଚର୍ଚ୍ଚ ଉପରେ ଆକ୍ରମଣରେ…
ମିଶନ ୨୪କୁ ନେଇ କଂଗ୍ରେସକୁ ଭାଜପାର ଚେକ ମେଟ୍!
ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କଲାଣି ଭାଜପା। ୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜ୍ୟର ଏନଡିଏ ମେଣ୍ଟକୁ ସୂଦୃଢ କରିବା ପାଇଁ ବଳ ଗୋଟାଉଛି ଭାଜପା। ସେପଟେ କେନ୍ଦ୍ର…
ସାମ୍ନାକୁ ଆସିଲା ଚନ୍ଦ୍ରର ଖୁବ ନିକଟରୁ ଉଠାଯାଇଥିବା ଫଟୋ
ନୂଆଦିଲ୍ଲୀ,୧୮।୮: ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରୟାନ ଧୀରେ ଧୀରେ ଏହାର ଲକ୍ଷ୍ୟର ନିକଟତର ହେବାକୁ ଯାଉଛି। ଗୁରୁବାର ଲ୍ୟାଣ୍ଡର୍ ଏବଂ ରୋଭରଠାରୁ ଅଲଗା ହୋଇଥିବା ପ୍ରୋପଲଶନ ମଡ୍ୟୁଲ ପରେ ଏକ ସୁନ୍ଦର ଚିତ୍ର ପଠାଇଛି। ଇସ୍ରୋ ଦ୍ୱାରା ଜାରି କରାଯାଇଥିବା…
Archives


