Home

ଭିନ୍ନମୋଡ଼ ନେଉଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ମାମଲା

ରାଉରକେଲା,୧୩ା୧୦(ଦିନେଶ ମିଶ୍ର): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଭିନ୍ନମୋଡ ନେଉଛି। ସୁସ୍ମିତାଙ୍କ ଓକିଲ ବିସ୍ମୟ ଦାସଙ୍କ କହିବା ଅନୁଯାୟୀ, ସୁସ୍ମିତା ୨୦୨୦ ଫେବୃଆରୀ ୧୪ରେ ରାଜଗାଙ୍ଗପୁରରେ ବାସ କରୁଥିବା ଶୁସିଲ ଟୋପ୍ପଙ୍କୁ ଜିଏଲ ଚର୍ଚ୍ଚରେ ବିବାହ କରିଥିଲେ। ବିବାହର…

ପଶ୍ଚିମବଙ୍ଗରେ କୋଇଲା ଖଣି ଭୁଷୁଡି ୩ ମୃତ

କୋଲକାତା,୧୩।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାରେ ଏକ କୋଇଲା ଖଣି ଭୂଷୁଡି ଯିବାରୁ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର କେତେଜଣ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଣୀଗଞ୍ଜ ପୋଲିସ ଷ୍ଟେଶନ ଅଧୀନରେ ଥିବା ଏଗରା…

ଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁ

ଦଶମନ୍ତପୁର,୧୩ା୧୦(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମ। ଗ୍ରାମକୁ ଚାରିପଟେ ଘେରି ରହିଛି ୪ଟି ପାହାଡ। ଏହି ପାହାଡଗୁଡିକ ହିଁ ଗ୍ରାମର ବିକାଶରେ ସାଜିଛି ବାଧକ। ଗ୍ରାମରେ ଥିବା ସମସ୍ୟାଗୁଡିକର ସମାଧାନ ହୋଇପାରୁ…

ଗର୍ଭବତୀ ମହିଳାଙ୍କ ପେଟ ଚିରି ଶିଶୁକୁ ଛୁରି ଭୁସିଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଉପରେ ହମାସ ଆକ୍ରମଣ ହେବାର ପ୍ରାୟ ଏକ ସପ୍ତାହ ବିତିଗଲାଣି। ଏହି ଆକ୍ରମଣ ସମ୍ପର୍କିତ ଭୟାନକ ଚିତ୍ର ପଦାକୁ ଆସୁଛି। ଇସ୍ରାଏଲର ଏକ ସହରରେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ମିଳିଛି। ଆତଙ୍କବାଦୀମାନେ ବର୍ବରତାର ସୀମା ଅତିକ୍ରମ କରି…

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

ମୋହନା,୧୩ା୧୦(ମନ୍ମଥ ମିଶ୍ର): ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା…

କାମରେ ଲାଗୁନି ପବ୍ଲିକ ପାର୍କ

ଚମ୍ପୁଆ,୧୩ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ…

ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ, ୧୫ ଆହତ

ସୋନିପତ,୧୩।୧୦: ସୋନିପତର କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେ (କେଏମ୍‌ପି) ରେ ଖାରଖୋଡା ଅଞ୍ଚଳର ପିପଲି ନିକଟରେ ପାର୍କିଂ ହୋଇଥିବା ଏକ ମହିନ୍ଦ୍ରା ପିକଅପ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପିକଅପ ଡ୍ରାଇଭର ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଧାନଚାଷରେ ଗୁଣ୍ଡିପୋକ, ଚିନ୍ତାରେ ଚାଷୀ

ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍‌ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର…

ଗାଜାରେ ପ୍ରବେଶ କରିବାକୁ ୩.୫ ଲକ୍ଷ ଇସ୍ରାଏଲ ସୈନିକ ପ୍ରସ୍ତୁତ

ଜେରୁଜେଲମ,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୨୭୦୦ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୧୨୦୦ ଲୋକ ଇସ୍ରାଏଲରେ ଏବଂ ୧୫୦୦ ରୁ ଅଧିକ ଲୋକ ଗାଜା ଅଞ୍ଚଳରେ ମୃତ୍ୟୁବରଣ କରିଛନ୍ତି। ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ ପରେ ଇସ୍ରାଏଲ ସେନା ବର୍ତ୍ତମାନ…

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌

ବଇଣ୍ଡା,୧୩ା୧୦(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍‌ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ…

ଆବେଦନର ୭ବର୍ଷ ପରେ ବି ମିଳିଲାନି ଭତ୍ତା

ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): ସରକାର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ଗରିବଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ବହୁ ବୃଦ୍ଧାବୃଦ୍ଧ, ମହିଳା ଓ ଭିନ୍ନକ୍ଷମ…

ଆଫଗାନିସ୍ତାନରେ ପୁଣି ଭୂକମ୍ପ…

କାବୁଲ,୧୩।୧୦: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?