ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ…
ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…
ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର ଅର୍ଥ…
ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…
‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ କଥାବାର୍ତ୍ତା କରିପାରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଠରେ ବାୟୁମଣ୍ଡଳ ଥିବା ଯୋଗୁ ମଣିଷ ଅନ୍ୟର…
‘ଗୋମାତା’ କେଉଁ ଦେଶର ଜାତୀୟ ପଶୁ? ନାଁ ଜାଣିଲେ ବିଶ୍ୱାସ ହେବ ନାହିଁ…
ଭାରତରେ ଗୋମାତାଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀ ତାଙ୍କୁ ମା’ ବୋଲି ମାନିଥାନ୍ତି। ହେଲେ ଗାଈ ଭାରତର ଜାତୀୟ ପଶୁ ନୁହେଁ। ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି। ହେଲେ ଏମିତି ଏକ ଦେଶ ଅଛି ଯାହାର…
ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି
ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା…
ସ୍ପେସଏକ୍ସ ଲଞ୍ଚ କଲା ନୂଆ ସ୍ପେଶ ଷ୍ଟେଶନ ଦଳ, ଏଥିରେ ରହିବେ ୪ ଦେଶର ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୬।୮: ଚାରୋଟି ଦେଶର ୪ ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ ଏକ ନୂଆ ମହାକାଶ ଷ୍ଟେଶନ ଦଳ ଲଞ୍ଚ କରିଛି। ସୂଚନାଯୋଗ୍ୟ, ଚାରିଜଣ ବ୍ୟକ୍ତି ସ୍ପେସ ଏକ୍ସ ଫାଲକନ ୯ ରକେଟରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଏକ ସଫଳ ଉଡାଣ…
ବାପାଙ୍କ କଟାକ୍ଷ ସତ୍ତ୍ୱେ ବିକିଥିଲେ ମୋମୋ, ଏବେ ଛିଡ଼ାକଲେ ୨୦୦୦ କୋଟିର କମ୍ପାନୀ
ନୂଆଦିଲ୍ଲୀ,୨୬।୮: ଦେଶରେ ଫାଷ୍ଟଫୁଡ୍ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ପିଜା-ବର୍ଗର ଅଥବା ଅନ୍ୟ ଫାଷ୍ଟଫୁଡ୍ ଖାଇବାକୁ ରେଷ୍ଟୁରାଣ୍ଟ ଯିବାକୁ ପଡ଼ୁନାହିଁ, ପ୍ରତି ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ବିଶେଷକରି ମୋମୋ ଏବେ ପିଜା-ବର୍ଗରକୁ ସାଧାସଳଖ ଟକ୍କର ଦେଉଛି।…
ମୁମ୍ବାଇ-ଜୟପୁର ଏକ୍ସପ୍ରେସରେ ୪ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କନଷ୍ଟେବଳଙ୍କର ହେବ ନାହିଁ ନାର୍କୋ ଟେଷ୍ଟ
ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଅଭିଯୁକ୍ତଙ୍କ ବ୍ରେନ୍ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର…
ବ୍ରିକ୍ସ ସମ୍ମିଳନୀରେ ମିଳିଲାନି ପାକିସ୍ତାନକୁ ଏଣ୍ଟ୍ରି
ଇସଲାମବାଦ,୨୬।୮: ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୪ରେ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ୬ଟି ନୂଆ ଦେଶ ଯୋଡି ହୋଇଥିଲେ କିନ୍ତୁ ପାକିସ୍ତାନକୁ ସାମିଲ କରାଯାଇ…
ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ପାକିସ୍ତାନୀ ଡାକ୍ତରଙ୍କୁ ୧୮ବର୍ଷ ଜେଲ୍
ଓ୍ବାଶିଂଟନ୍,୨୬।୮: ଆମେରିକାରେ ଏଚ-୧ବି ଭିସା ଉପରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଡାକ୍ତର ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସାହାଯ୍ୟ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଡାକ୍ତର ଜଣକ ଆମେରିକାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମେଣ୍ଟୋରିଆଲ ସ୍ପୋଟର୍ସ ଓ ଲୋନ ଓଲଫ୍…
ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ
ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ। ଏହି…
ଆମେରିକା-ତାଇଓ୍ବାନ ସାମରିକ ଚୁକ୍ତିରେ ଚାଇନା ଖପ୍ପା, ତାଇଓ୍ବାନ ଦ୍ୱୀପରେ କଲା ଶକ୍ତି ପ୍ରଦର୍ଶନ
ବେଜିଂ,୨୬।୮: ନିକଟରେ ୫୦୦ ମିଲିୟନ ଆମେରିକୀୟ ଡଲାର ଚୁକ୍ତିରେ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା। ଏହି ଚୁକ୍ତିରେ ତାଇଓ୍ବାନକୁ ଟାର୍ଗେଟ କରିଛି ଡ୍ରାଗନ। ଚୁକ୍ତିର କିଛି ଦିନ ପରେ ଚାଇନା ୧୨ଟି ବିମାନ ଓ ଜାହାଜକୁ ତାଇଓ୍ବାନ ଦ୍ୱୀପ ଆଡକୁ ପଠାଇଛି।…
Archives


