Home

‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଛାତ୍ରୀଛାତ୍ର ଗଲେ ସିଙ୍ଗାପୁର

ଭୁବନେଶ୍ୱର,୨୬।୮(ଅସମାପିକା ସାହୁ)- ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ଭିତରୁ ୪୦ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଇଛି। ଚୟନ ହୋଇଥିବା ଏହି ଛାତ୍ରୀଛାତ୍ରମାନେ ଶନିବାର ସିଙ୍ଗାପୁରରେ ପହଞ୍ଚତ୍ଛନ୍ତି। ଏହି ଛାତ୍ରୀଛାତ୍ରମାନେ ଭୁବନେଶ୍ୱର-ସିଙ୍ଗାପୁର…

୨ରେ ଲଘୁଚାପ ସମ୍ଭାବନା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ଆସନ୍ତା ୩୦ ତାରିଖରେ ଉତ୍ତର-ପୂର୍ବ ବାଲାଂଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨ ବେଳକୁ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର…

ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା…

ନିୟନ୍ତ୍ରଣ ବାହାରେ ପାକିସ୍ତାନର ସ୍ଥିତି, ଜରୁରୀ ବୈଠକ ଡାକିଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୬ା୮: ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ବିଦ୍ୟୁତ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଥିସହ ବିଦ୍ୟୁତ ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ପରେ ଦେଶର କାମଚଳା…

ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ…

ନଂ-୪ ଲାଗି କୋହଲି ପରଫେକ୍ଟ

ନୂଆଦିଲ୍ଲୀ,୨୬।୮: ଏସିଆ କପ୍‌ ପରେ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହାପୂର୍ବରୁ ନଂ-୪ ରେ କେଉଁ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଯିବ ତାହା ଦଳର ବଡ଼ ସମସ୍ୟା ପାଲଟିଛି। ଏସିଆ କପ୍‌ ସ୍କ୍ବାର୍ଡରେ ଶ୍ରେୟାସ ଆୟର ଅଛନ୍ତି। ହେଲେ ସେ ଆହତ…

ନବୀନ ପୁଣି ୧ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ୫ ଥର ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଛବି ଅମଳିନ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୁଣିଥରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌…

୨୨ ବର୍ଷରେ ବଞ୍ଚାଇଛନ୍ତି ୧୫ ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ…

ଭୋପାଳ,୨୬।୮ : ଖାର୍ଗୋନ ଜିଲାର ୪୩ ବର୍ଷିୟ ସଚିନ ଶର୍ମା, ଟୋନି ନାମରେ ମଧ୍ୟ ଜଣାଶୁଣା। ସେ ମୋଟର ୱିଣ୍ଡିଂ କାମ କରନ୍ତି। ତାଙ୍କର ପ୍ରକୃତ ପରିଚୟ ତାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଭାବରେ ଏହି କ୍ଷେତ୍ରରେ ପ୍ରତିଷ୍ଠିତ କରିଛି।…

ସୁଶାନ୍ତଙ୍କ ଘର କିଣିଲେ ଅଭିନେତ୍ରୀ ଅଦା ଶର୍ମା

ବମ୍ବେ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ଅଭିନେତ୍ରୀ ଅଦା ଶର୍ମା। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍‌ଟି ଖାଲି ପଡ଼ିଥିଲା। ତିନି ବର୍ଷ ପରେ ଅଦା ଏହାକୁ କିଣିଛନ୍ତି। କିଛିଦିନ ପୂର୍ବେ ଅଦା ମୁମ୍ବାଇରେ ଘର…

ତୁଟିନି ସମ୍ପର୍କ, ଏବେ ବି ଏକାଠି

ବମ୍ବେ: ବଲିଉଡର ପାଓ୍ବାର କପଲ୍ସ ମଧ୍ୟରୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ଅନ୍ୟତମ। ଉଭୟଙ୍କ ବ୍ରେକ୍‌ଅପ୍‌ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ…

ଅଭିଯୁକ୍ତଙ୍କ ସହ ଭିଜିଲାନ୍ସ ବିଭାଗ ମହିଳା କର୍ମଚାରୀଙ୍କ ଅଡିଓ ଭାଇରାଲ

କେନ୍ଦୁଝର,୨୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରୋସିକ୍ୟୁଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଜଣେ ଅଭିଯୁକ୍ତଙ୍କ କେସ୍‌କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗିବା କଥାବାର୍ତ୍ତାର ଏକ ଅଡିଓ…

ରୁଷିଆ ଉପରେ ପୁଣି ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍‌,୩ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ…

ମସ୍କୋ,୨୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ବନ୍ଦ ହେବାର ନାମ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶନିବାର ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri