ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଇଏମ୍ଏମ୍ଟି ଅଡିଟୋରିୟମ ଭୁବନେଶ୍ୱରରେ ବିପିୟୁଟି ଟେକ୍ କାର୍ନିଭାଲ-୨୦୨୩ର ଉଦ୍ଘାଟନ କରି କହିଛନ୍ତି, ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ। ଆମର ଅଭିବୃଦ୍ଧି, ଆମର ମଙ୍ଗଳ, ସବୁକିଛି ଉନ୍ନତ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା…
ସୀମା ପାର ଚୋରା ଚାଲାଣରେ ରହିଛି ପାକିସ୍ତାନ ସେନାର ସମ୍ପୃକ୍ତି: ପାକିସ୍ତାନ ଗୃହମନ୍ତ୍ରୀ
ଇସଲାମବାଦ,୫।୧୦: ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ ସରଫରାଜ ବୁଗତି ଦେଶର ସେନା ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ସୀମା ପାର ଚୋରା ଚାଲାଣରେ ଖୋଦ୍ ପାକିସ୍ତାନ ସେନାର ହାତ ରହିଛି ବୋଲି ସେ ସ୍ପଷ୍ଟ…
ରବିଶଙ୍କର,ବିଜୟଙ୍କ ଘରେ ହୋଇନି ଜାତିଗତ ଜନଗଣନା: ଭାଜପାର ଅଭିଯୋଗ…
ପାଟନା,୫।୧୦ : ଜାତିଗତ ଜନଗଣନା ରାଜନୀତି ନେଇ ଆରୋପ ପ୍ରତ୍ୟାରୋପ ବିହାରରେ ଶିଖରରେ ଅଛି । ଭାଜପା ଏମପି ରବି ଶଙ୍କର ପ୍ରସାଦ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର…
ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଇଡ଼ି କାହିଁକି କରୁନି ଚଢାଉ: ପ୍ରିୟଙ୍କାଙ୍କ ପ୍ରଶ୍ନ…
ଭୋପାଳ,୫।୧୦ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ପହଞ୍ଚିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ ୧୭…
ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର: ମଦ ଦୁର୍ନୀତି ନେଇ ଅନୁରାଗ ଠାକୁରଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆମ ଆଦମୀ ପାର୍ଟି (ଏଏପି) କୁ ଟାର୍ଗେଟ କରିଛନ୍ତି। ସେ ଏଏପି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର କହିଛନ୍ତି…
ଆର୍ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍ ଆଦାୟ
ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ…
ବିଶ୍ୱକପ୍ ୨୦୨୩: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ
ଅହମ୍ମଦାବାଦ,୫।୧୦: ଦିନିକିଆ ବିଶ୍ୱକପ୍ର ୧୩ ତମ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି। ଭାରତର ୧୦ଟି ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍ର ପ୍ରଥମ…
୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା
ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।…
ଏହି ଦେଶରେ ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ନାହିଁ, କୁକୁର ହିଁ ଯାତାୟାତର ମାଧ୍ୟମ
ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍ଲାଣ୍ଡ। ଆର୍କଟିକ୍ର ଏକ…
ପୁଣି ବିବାହ ସମାରୋହରେ ଦୁର୍ଘଟଣା: ନାତି ଉପରେ ଗୁଳି ଚଳାଇଲେ ବୃଦ୍ଧ
ନ୍ୟୁୟର୍କ,୫।୧୦: ବିବାହ ସମାରୋହରେ ପୁଣି ବଡ ଦୁର୍ଘଟଣା ଘଟିଛି। ନିକଟରେ ଟେକ୍ସାସର ନେବରାସ୍କାଠାରେ ବିବାହ ସମାରୋହରେ ଗୁଳିକାଣ୍ଡ ହୋଇଛି। ସମାରୋହରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ବିବାହ ଉତ୍ସବରେ ଆକାଶକୁ ଫାୟାରିଂ କରୁଥିଲେ। କିନ୍ତୁ ଗୁଳି ତାଙ୍କ ପାଖରେ ଠିଆ…
ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩ ବର୍ଷ ମଧ୍ୟରେ ସେପ୍ଟେମ୍ବରରେ ଉଚ୍ଚତମ ସ୍ତରରେ…
ନୂଆଦିଲ୍ଲୀ,୫।୧୦ : ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମୌସୁମୀ ଏସ ଆଣ୍ଡ ପି ଗ୍ଲୋବାଲ ଇଣ୍ଡିଆ ସର୍ଭିସେସ ପିଏମଆଇ ବ୍ୟବସାୟ…
ମିକ୍ସ ଡବଲ୍ସ ସ୍କ୍ବାସରେ ଭାରତକୁ ସ୍ବର୍ଣ୍ଣ
ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛି। ମିକ୍ସ ଡବଲ୍ସ ସ୍କ୍ବାସସ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୀପିକା ପାଲ୍ଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁ ଭାରତ ପକ୍ଷରୁ…
Archives


