Home

ଇଡି ଅଧିକାରୀ ନଭଲ କିଶୋର ମିଣାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ କଲା ରାଜସ୍ଥାନ ଏସିବି

ଜୟପୁର,୨।୧୧: ଏସିବି ଇଡିର ଅଧିକାରୀ ନଭଲ କିଶୋର ମିଣାଙ୍କୁ ଟ୍ରାପ କରିଛି। ଏସିବି ଦଲାଲ ବାବୁଲାଲଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି। ଏସିବିର ବରିଷ୍ଠ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ଏସିବି ଅନେକ ସ୍ଥାନରେ ଚଢାଉ…

ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା

ମୁମ୍ବାଇ, ୨।୧୧: ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍‌…

ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦେଶର ନିର୍ବାଚନ ଆୟୋଗ ଏନେଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ…

ଜୀବନରେ ଦେଖି ନ ଥିବେ ଏଭଳି ଯୋଗାଡ଼, କାର୍‌କୁ ଅଟୋ ରିକ୍ସା କରିଦେଲେ ବ୍ୟକ୍ତି…

ସୋସିଆଲ ମିଡିଆରେ ପ୍ରତ୍ୟହ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ପ୍ରତିଦିନ କିଛି ନା କିଛି ଏଭଳି ସାମ୍ନାକୁ ଆସିଥାଏ ଯାହାକୁ ଦେଖି ମୁଣ୍ଡ ଘୁରିଯାଏ। ଏହି କ୍ରମରେ ଦେଶୀ ଯୋଗାଡ଼ର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…

କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ…

ଧନତେରାସ୍‌ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ

ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍‌ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେଣୁ ସେହି ସମୟରେ ସାଧାରଣ ଲୋକମାନେ ମଧ୍ୟ ଶପିଂ କରିବା…

ଦୁଇ ଜିଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର,୨ା୧୧: କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲା ପାଇଁ ଗୁରୁବାର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ…

ଟ୍ୟୁଶନ ଫି ମାଗିବାରୁ ସାର୍‌ଙ୍କ ପୁଅଙ୍କୁ ହତ୍ୟା

ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ…

ଟସ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ,୨।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ…

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ହାଇଦ୍ରାବଦ୍‌,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍‌ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ…

ପିଲାଙ୍କୁ ମା’ଙ୍କ ଠାରୁ ଛଡାଇ ନେଲେ ବାପାଙ୍କ ବିରୋଧରେ ହୋଇ ପାରିବନି ଅପହରଣ ମାମଲା: ହାଇକୋର୍ଟ…

ମୁମ୍ବାଇ,୨।୧୧ : ମା’ଙ୍କର ହେପାଜତରେ ଥିବା କୌଣସି ପିଲାଙ୍କୁ ବାପା ଛଡ଼ାଇ ନେଲେ, ତା’ହେଲେ ତାଙ୍କ ବିରୋଧରେ ଅପହରଣ ମାମଲା ହେବ କି ନାହିଁ, ସେ ନେଇ ବମ୍ବେ ହାଇକୋର୍ଟ ଏହା ଉପରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ବମ୍ବେ…

ବିଲ୍ଡିଂ ଭିତରେ ଯାଉଛି ମେଟ୍ରୋ ଟ୍ରେନ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଟ୍ରେନ୍‌ ସହର ମଧ୍ୟରେ ଥିବା ଏକ ବିଲ୍ଡିଂ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?