ଅକ୍ଟୋବର ୨୧ରେ ପାକିସ୍ତାନ ଫେରିବେ ନଓ୍ବାଜ
ଇସଲାମାବାଦ,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅକ୍ଟୋବର ୨୧ରେ ଲଣ୍ଡନରେ ଆତ୍ମନିର୍ବାସନରୁ ତାଙ୍କ ଯୋଜନାବଦ୍ଧ ପ୍ରତ୍ୟାବର୍ତ୍ତନକୁ ବିଳମ୍ବ କରିପାରନ୍ତି। ଜାନୁୟାରୀରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନରେ ପାକିସ୍ତାନୀ ମୁସଲିମ ଲିଗ-ନୱାଜ…
ଏମିତି ଜୀବନସାଥି ଚାହୁଁଛନ୍ତି କ୍ରିତି
ମୁମ୍ବାଇ: ନିଜର ଆକ୍ଟିଂ ଟ୍ୟାଲେଣ୍ଟକୁ ନେଇ ଧିରେ ଧିରେ ବଲିଉଡ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କଲେଣି ନାୟିକା କ୍ରିତି ସାନନ। ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପରେ ସେ ସିନେପ୍ରେମୀଙ୍କୁ ପୈସା ଓ୍ବସୁଲ…
ଟାଇମ ମାଗାଜିନର ‘ଏମରଜିଂ ଲିଡର୍ସ ୨୦୨୩’ ତାଲିକାରେ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁଭ ରାଠୀ, ତାଲିକାରେ ୩ ଭାରତୀୟ
ନୂଆଦିଲ୍ଲୀ,୬।୧୦: ଲୋକପ୍ରିୟ ୟୁଟ୍ୟୁବର ତଥା ଭାରତୀୟ ମୂଳ ଧ୍ରୁଭ ରାଠୀ ଟାଇମ ମାଗାଜିନର ଉଦୀୟମାନ(ଏମରଜିଂ) ଲିଡର୍ସ ୨୦୨୩ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କର ଫ୍ୟାକ୍ଟ ଚେକିଂ ଓ ଶିକ୍ଷଣୀୟ କଣ୍ଟେଣ୍ଟ ପାଇଁ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଧ୍ରୁଭ ସୋସିଆଲ…
ସମାଲୋଚନାର ଶିକାର ହେଲେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ…
ବିମାନ ଭିତରେ ଥିବା ଗ୍ରେନେଡ ବିସ୍ଫୋରଣରେ ପ୍ରିଗୋଝିନଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ପୁଟିନ
ମସ୍କୋ,୬।୧୦: ଋଷିଆର ଘରୋଇ ସେନା ୱାଗନର୍ ଗ୍ରୁପ ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ଏକ ବଡ ସୂଚନା ମିଳିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରିଗୋଝିନଙ୍କ ମୃତ୍ୟୁର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରିଗୋଝିନଙ୍କ ମୃତ୍ୟୁ ଗ୍ରେନେଡ ଦ୍ୱାରା…
ବିହାରରେ ୮୦ପରିବାର ଜଳବନ୍ଦୀ
ପାଟନା,୬।୧୦: ବିହାରର ମୁଙ୍ଗର ସହରରେ ପ୍ରାୟ ୮୦ ପରିବାର ଜଳବନ୍ଦୀରେ ଅଛନ୍ତି। ଏହି ୮୦ପରିବାରରେ ୩୦୦ଲୋକ ରହୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ ସମଗ୍ର ଗାଁ ପାଣି ଘେରରେ ରହିଛି। ରାସ୍ତାରେ ଦୁଇ ଫୁଟର ପାଣି ଚାଲୁଛି।…
ମୁଣ୍ଡ ନୁଆଇଁଲା କାନାଡା, ୧୦ ଅକ୍ଟୋବର ପୂର୍ବରୁ ନିଜ କୂଟନୀତିଜ୍ଞଙ୍କୁ ପଠାଇଲା ଅନ୍ୟ ଦେଶକୁ
ଟରଣ୍ଟୋ,୬।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଯୋଗୁଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଯାଇଛି। ଭାରତ ପକ୍ଷରୁ ଅଲ୍ଟିମେଟମ ଦେବା ପରେ କାନାଡା ଏହାର ଅଧିକାଂଶ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡାର କୁଟନୀତିଜ୍ଞଙ୍କୁ ଫେରାଇ…
ନିର୍ବାଚନ ପୂର୍ବରୁ ଗେହଲଟଙ୍କ ବଡ ଘୋଷଣା, ରାଜ୍ୟରେ ହେବ ଆଉ ୩ ନୂଆ ଜିଲା
ଜୟପୁର,୬।୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନରେ ର ଆଉ ତିନୋଟି ନୂତନ ଜିଲା ସୃଷ୍ଟି ହେବ ବୋଲି ଗେହଲଟ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଗେହଲଟ କହିଛନ୍ତି…
କଥା ଦେଲେ ପ୍ରିୟଙ୍କା, କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା
ରାୟପୁର,୬।୧୦: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ଯେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଆମେ ଜାତିଗତ ଜନଗଣନା କରିବୁ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କାଙ୍କେରରେ ଏକ…
ନିଜ ସମର୍ଥକଙ୍କ ସମର୍ଥନ ହରାଇଲେଣି ଟ୍ରୁଡୋ, ଭେଟିବାବେଳେ କିଛି ଏପରି କହିଲେ…
ଅଟାଓ୍ବା,୬।୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ୍ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଦର୍ଶାଇ ଦିନକୁ ଦିନ ନିଜ ଦେଶରେ ସମର୍ଥନ ହରାଇଛନ୍ତି। ନିକଟରେ ଟରୋଣ୍ଟୋ ଗସ୍ତ ସମୟରେ ଟ୍ରୁଡୋ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ ଏକ…
ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୬।୧୦: ‘ଇଣ୍ଡିଆ’ ମିଳିତ ମଞ୍ଚର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତାମାନେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ…
ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଷ୍ଟକହୋମ,୬।୧୦: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି। ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢିବା…
Archives


