ଉଚ୍ଚତା ସାଢେ ୩ ଫୁଟ, ହେଲେ ଆକାଶ ଛୁଇଁବାର ନିଶା; ବେଶ ପ୍ରେରଣାଦାୟୀ ଆଇଏଏସ୍ ଅଫିସର ଆରତୀଙ୍କ ଜୀବନକାହାଣୀ…
ଉଚ୍ଚତା ସାଢ଼େ ୩ ଫୁଟ। ହେଲେ ଆକାଶକୁ ଛୁଇଁବା ନିଶା। ଆଜି ଆମେ ଏଭଳି ଜଣେ ଆଇଏଏସ୍ ଅଫିସରଙ୍କ କାହାଣୀ ବିଷୟରେ କହିବୁ ଯିଏ ସମସ୍ତଙ୍କଠାରୁ ଭିନ୍ନ, ଯାହାଙ୍କ ଉଚ୍ଚତା ନୁହେଁ ବରଂ କାମ କଥା କହିଥାଏ। ସେ ହେଉଛନ୍ତି ଆଇଏଏସ୍…
ଟସ୍ ଜିତି ନେଦରଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି…
ହାଇଦ୍ରାବାଦ,୬।୧୦: ଦିନିକିଆ ବିଶ୍ୱକପ୍ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ବର୍ତ୍ତମାନର ବିଶ୍ୱକପ୍ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ, ଡିସେମ୍ବର ସୁଦ୍ଧା ଶେଷ ହେବ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ପାର୍କିଂ ସେଣ୍ଟର କାର୍ଯ୍ୟ
ଭୁବନେଶ୍ୱର,୬ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପୁରୀ ଗସ୍ତରେ ଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସଚିବ ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ…
ହୃଦୟ ଜିତିଲେ ତିଳକ ବର୍ମା; ମା’ବାପାଙ୍କ ଲାଗି ଯାହା କରିଛନ୍ତି ଦେଖି ଚକିତ ହେଲେ ପ୍ରଶଂସକ
ହାଙ୍ଗଝୋ,୬।୧୦: ଭାରତର ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମା ଦେଶର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଦେଶର ଭବିଷ୍ୟତ ବୋଲି ମଧ୍ୟ କୁହାଯାଉଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରମାଗତ ଭାବେ ନିଜର ବ୍ୟାଟିଂକୁ ନେଇ ନିଜର ଦକ୍ଷତାକୁ ପ୍ରମାଣିତ କରୁଛନ୍ତି। ଚାଇନାରେ…
ଭଉଣୀଙ୍କୁ ଗୁଳିକରି ହତ୍ୟା କଲେ ଭାଇ
କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟିଥିବା ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜ ଭଉଣୀକୁ ଗୁଳି ମାରି ହତ୍ୟା କରିବା ପରେ…
ଗିଲଙ୍କ ଅସୁସ୍ଥତା ଯୋଗୁ ଚମକିଲା ଏହି କ୍ରିକେଟରଙ୍କ ଭାଗ୍ୟ, ମିଳିବ ବିଶ୍ୱକପ୍ ଟିମ୍ରେ ଏଣ୍ଟ୍ରି
ନୂଆଦିଲ୍ଲୀ,୬।୧୦: ବିଶ୍ୱକପ୍ ୨୦୨୩ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍କା। ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଡେଙ୍ଗୁରେ ପୀଡ଼ିତ ହୋଇଥିବା ଯୋଗୁ ପ୍ରଥମ ମ୍ୟାଚ୍ରେ ଖେଳିବା ଅସମ୍ଭବ ବୋଲି କୁହାଯାଉଛି। ଏନେଇ ଜଣାପଡ଼ିବା ପରେ…
ମହଙ୍ଗା ହେଲା ଇଣ୍ଡିଗୋ ବିମାନ ଟିକେଟ୍; ୩୦୦ରୁ ୧୦୦୦ ଯାଏ ବଢ଼ିଲା ଦାମ…
ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ଟିକେଟ ଦାମ ବୃଦ୍ଧି କରିଛି। ବିମାନ କମ୍ପାନୀ ଏବେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ରୁଟ୍ ଲାଗି ଫ୍ଳାଇଟ୍ର ଟିକେଟ୍ ଦାମକୁ ୩୦୦ରୁ ୧୦୦୦ ଟଙ୍କା ଯାଏ ବଢ଼ାଇଛି। ତେବେ…
ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଏଏପି, ହରିୟାଣାରେ ୧୦ ପ୍ରଭାରୀ ନିଯୁକ୍ତ
ଚଣ୍ଡିଗଡ଼,୬।୧୦: ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲାଣି ଆମ ଆଦମୀ ପାର୍ଟି(ଏଏପି)। ଦଳ ହରିୟାଣାକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି। ହରିୟାଣାର ୧୦ଟି ଲୋକ ସଭା ଆସନରେ ୧୦ ପ୍ରଭାରୀ ନିୟୋଜିତ କରିଛି। ଏହା ବ୍ୟତୀତ ପଞ୍ଜାବର ଚେୟାରମ୍ୟାନ…
ବଢ଼ୁଛି ପୋଷ୍ଟର ଓ୍ବାର୍: ମୋଦିଙ୍କୁ ‘ସବୁଠୁ ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ବେଶରେ ସଜାଇଲା ଭାଜପା
ନୂଆଦିଲ୍ଲୀ,୬।୧୦: ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ଓ୍ବାର(ଆକ୍ରମଣ) ବୃଦ୍ଧି ପାଉଛି। ସୋସିଆଲ ମିଡିଆରୁ ଏହା ପ୍ରଥମେ ଆରମ୍ଭ ହୋଇ ପରସ୍ପର ବିରୋଧରେ କଟାକ୍ଷରେ ପହଞ୍ଚୁଛି। ଏହି କ୍ରମରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ…
୪୨ ବିମାନବନ୍ଦରରେ ହାଇଆଲର୍ଟ
ମାନିଲା,୬ା୧୦: ଫିଲିପାଇନ୍ସ ୪୨ଟି ବିମାନବନ୍ଦରରେ ଅଧିକ ସତର୍କତା ଅବଲମ୍ବନ କରିଛି। ବାଣିଜ୍ୟିକ ବିମାନରେ ବୋମା ଧମକ ପରେ ଯାଞ୍ଚ ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏପରି କରିଥିବା ଶୁକ୍ରବାର କହିଛନ୍ତି। ଫିଲିପାଇନ୍ସର ସମସ୍ତ ବାଣିଜ୍ୟିକ ବିମାନବନ୍ଦରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ…
ଦେଶରେ ଭୟର ବାତାବରଣ: କେଜରିଓ୍ବାଲ
ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ଗିରଫ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେ ଦେଶରେ ଭୟର ବାତାବରଣ ଅଛି। ଦିଲ୍ଲୀ…
କୁମ୍ଭକର୍ଣ୍ଣ ପରି ଶୁଅନ୍ତି ଏହି ମହିଳା, ଜନ୍ମଦିନ ବି ଭୁଲିଯାନ୍ତି, କାରଣ ଜାଣିଲେ…
ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ। ଯିଏ ଗୋଟିଏ ବର୍ଷରେ ୬ ମାସ ପର୍ଯ୍ୟନ୍ତ ଶୁଅନ୍ତି। ସେ ଭଗବାନ ବ୍ରହ୍ମାଙ୍କଠାରୁ ଏପରି ବର ପାଇଥିଲେ। ଥରେ ସେ ଶୋଇବାକୁ ଗଲେ, ତାଙ୍କ ନିଦ କେବେ ଭାଙ୍ଗି ନ ଥିଲା। ପୁରାଣରେ ଏହା…
Archives


