Home

ସ୍ତ୍ରୀଙ୍କୁ ନିଜ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ସ୍ବୀକାର କଲେ ଜଜ୍‌

ଓ୍ବାଶିଂଟନ,୧୩ା୮: ମଦ୍ୟପାନ କରି ଯୁକ୍ତିତର୍କ କରିବା ପରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କାଲିଫର୍ନିଆ କୋର୍ଟର ଜଜ୍‌ ସ୍ବୀକାର କରିଛନ୍ତି। ଶୁକ୍ରବାର ଦକ୍ଷିଣ କାଲିଫର୍ନିଆର ଜଣେ ଜଜ୍‌ଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରାଯାଇଥିଲା। ଯିଏ କି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ…

ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା

ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ ପତାକା ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ହୋଇସାରିଛି। ଦେଶ…

ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା

ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି ଆସାମ ଗଣ ପରିଷଦ (ଏଜିପି) ନେତା ତଥା ଆମଗୁରୀ ବିଧାୟକ ପ୍ରଦୀପ ହାଜାରିକା ଦଳରୁ…

‘ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜବରଦସ୍ତ ପଠାଯିବ ହସ୍ପିଟାଲ’ ଶିବସେନା ବିଧାୟକଙ୍କ ଚମକାଇବା ଭଳି ଦାବି

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଔରଙ୍ଗାବାଦ ପଶ୍ଚିମରେ ଶିନ୍ଦେ ଗ୍ରୁପର ବିଧାୟକ ସଞ୍ଜୟ ଶିରସାଟ ଦାବି କରିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅସୁସ୍ଥ ଅଛନ୍ତି। ସେ କହିଛନ୍ତି କି ଅଗଷ୍ଟ ୧୫ ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲ ପଠାଇ ଦିଆଯିବ। ସେ କହିଛନ୍ତି…

ଆବାସିକ କୋଠାରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ପ୍ୟାରିସ୍‌,୧୩ା୮: ଫ୍ରାନ୍ସର ରିଭିରା ସହରର ଗ୍ରେସ୍‌ସ୍ଥିତ ଏକ ଆବାସିକ କୋଠାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର…

ଭାଗ୍ୟ ବଦଳାଇବ ପୁରୁଣା ପର୍ସ,ନ ଫୋପାଡ଼ି…

ଏମିତି କେତେଜଣ ଅଛନ୍ତି; ଯେଉଁମାନେ ତାଙ୍କ ପର୍ସକୁ ଖୁବ୍‌ ଭଲ ପାଆନ୍ତି। ତାକୁ ଲକି ଚାର୍ମ ବୋଲି ଭାବନ୍ତି। ପର୍ସଟି ପୁରୁଣା ହୋଇ ଫାଟି ଯାଇଥିଲେ ବି ତାକୁ ଫୋପାଡ଼ିବାକୁ ଚାହାନ୍ତି ନାହିଁ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ଉପାୟ ରହିଛି;…

ଚାଇନା ଲ୍ୟାବ୍ସକୁ ଆମେରିକା ଦେଉଛି କୋଟି କୋଟି ଡଲାର ଅନୁଦାନ…

ଓ୍ବାଶିଂଟନ,୧୩।୮ : ଚାଇନା ଏବଂ ଆମେରିକା ମଧ୍ୟରେ ଶତ୍ରୁତା ଜାରି ରହିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଉଭୟ ଦେଶ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ତଥାପି, ଉଦାରତା ଦେଖାଇ ଆମେରିକା ଏହାର ପରମ ଶତ୍ରୁ ଚାଇନାକୁ ଗବେଷଣା ପାଇଁ…

ଜନବସତିକୁ ସୁରକ୍ଷା ଦେବ ଋଷିକୂଲ୍ୟା ନଦୀବନ୍ଧ ପ୍ରକଳ୍ପ

ଗଞ୍ଜାମ,୧୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଋଷିକୁଲ୍ୟା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଦାମୋଦରପୁର ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଗ୍ରାମବାସୀ ଏନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କଠାରେ ବାରମ୍ବାର ଅବଗତ କରାଇଥିଲେ। ଫଳରେ…

ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ କରୁଥିବାବେଳେ…

ଅଗଷ୍ଟ ୧୪ରେ ୧୯ତମ ରାଉଣ୍ଡ ଭାରତ-ଚାଇନା ଆଲୋଚନା…

ନୂଆଦିଲ୍ଲୀ,୧୩।୮ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତାକୁ ହ୍ରାସ କରିବା ପାଇଁ ୧୪ ଅଗଷ୍ଟରେ ଚୁସୁଲ ମୋଲଡୋରେ ୧୯ ତମ ରାଉଣ୍ଡ ଆଲୋଚନା ହେବ। ଚାରିମାସ ପୂର୍ବରୁ ଅନୁଷ୍ଠିତ ୧୮ ତମ ରାଉଣ୍ଡ କଥାବାର୍ତ୍ତାର କୌଣସି…

ପେରୁରେ ଏଲିଅନ ଆତଙ୍କ!

ପେରୁ,୧୩।୮: ପେରୁର ଏକ ଗାଁର ଏଲିଅନ ଆତଙ୍କ। ସାତ ଫୁଟ୍‌ ଉଚ୍ଚର ଏହି ଲମ୍ବା ପ୍ରାଣୀକୁ ଦେଖି ଗାଁ ଲୋକଙ୍କର ଛନକା ପଶିଛି। ଗୁଳି ମାରିଲେ ଟଳି ପଡିବ କଣ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଯାଉଛି। ପୋଲିସ ସୂତ୍ରରୁ ଜଣାପଡିଛି କି,…

ଚାଇନାରେ ବୁବୋନିକ ପ୍ଲେଗ ଆତଙ୍କ, ମଙ୍ଗୋଲିଆରେ ୨ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୧୩।୮ : ଚାଇନାର ଉତ୍ତର ଅଞ୍ଚଳ ଆଭ୍ୟନ୍ତରୀଣ ମୋଙ୍ଗୋଲିଆରେ ୨ ବୁବୋନିକ ପ୍ଲେଗ ମହାମାରୀ ରିପୋର୍ଟ ହୋଇଛି। ଅଗଷ୍ଟ ୭ ରେ ପୂର୍ବ ସଂକ୍ରମଣ ଚିହ୍ନଟ ହୋଇଥିଲା ବୋଲି ସ୍ଥାନୀୟ ସରକାର ପୂର୍ବରୁ ଜଣାଇଥିଲେ। ସଂକ୍ରମିତ ଏହି ଦୁଇ ଜଣ ହେଉଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri