Home

କର୍ନାଟକରେ ଘରୁ ମିଳିଲା ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତଦେହ, ମା’ ସମେତ ୩ ସନ୍ତାନ ମୃତ

ଉଡ୍ଡୁପି,୧୨।୧୧: କର୍ନାଟକର ଉଡ୍ଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ସେମାନଙ୍କ ଘରେ ମିଳିଛି। ଉଡ୍ଡୁପି ପୋଲିସ ଏକ ବିବୃତ୍ତିରେ କହିଛି ଯେ ମୃତକଙ୍କ…

ଦୀପାବଳିରେ ଲିଭିଗଲା ଜୀବନ ଦୀପ, ପୁଅକୁ ବଞ୍ଚାଇବା ପାଇଁ ଯାଇ କାଠଯୋଡ଼ିରେ ବୁଡ଼ି ପ୍ରାଣ ହରାଇଲେ ବାପା

ବାରଙ୍ଗ,୧୨ା୧୧(ଲିଙ୍ଗରାଜ ରାଉତ): ଆଜି ଦୀପାବଳିରେ ଏକ ଅଘଟଣ ଘଟିଛି। ପୁଅକୁ ବଞ୍ଚାଇବା ପାଇଁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ବାପା। ଏଭଳି ଘଟଣା ଘଟିଛି ବାରଙ୍ଗ ବ୍ଲକ ନରାଜ କୈବର୍ତ୍ତ ସାହି ନିକଟସ୍ଥ କାଠଯୋଡ଼ି ନଦୀରେ। ମୃତକ ଜଣକ ହେଉଛନ୍ତି…

ବଳାତ୍କାର ପୀଡିତାଙ୍କୁ ବିବାହ କଲେ ବି ଅଭିଯୁକ୍ତଙ୍କ ବିରୋଧରେ ଜାରି ରହିବ ମାମଲା: ହାଇକୋର୍ଟ…

ନୂଆଦିଲ୍ଲୀ,୧୨।୧୧ : ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି…

ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ ଶତ୍ରୁଘ୍ନ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ପକ୍ଷରୁ…

୨୦୨୪ ଭୂକମ୍ପରେ ଧ୍ୱଂସ ହୋଇଯିବ ଅନେକ ବଡ ବଡ ସହର, ଆମେରିକା ପାଇଁ ଭବିଷ୍ୟବାଣୀ

ଓ୍ବାଶିଂଟନ,୧୨।୧୧: ନୂଆ ନୋସ୍ତ୍ରୋଦମସ କୁହାଯାଉଥିବା କ୍ରେଗ ହାମିଲଟନ-ପାର୍କର ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ। ଭିତ୍ତିଭୂମି ନଷ୍ଟ ହେତୁ…

ଦୀପାବଳି ଅବସରରେ ନିଜକୁ ଲାଇଟ୍‌ରେ ସଜେଇଲେ ମହିଳା, ଭାଇରାଲ ହେଉଛି ଭିଡିଓ, ଦେଖିଲେ କହିବେ…

ଭାରତରେ ଅନେକ ସୁନ୍ଦର ପର୍ବ ପାଳନ କରାଯାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ଦୀପାବଳି। ଯାହାକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଆଜିର ଦିନରେ କ୍ୟାଣ୍ଡେଲ୍‌ ଏବଂ ଦୀପ ସବୁଠି ଜଳାଯାଏ। ବିଶେଷକରି ଲୋକମାନେ ଏବେ ନିଜ ଘରକୁ ଏଲ୍‌ଇଡି…

୮୦୦ରୁ ଅଧିକ ସୁଦାନ ନାଗରିକଙ୍କର କରାଯାଇଛି ନରସଂହାର: ଜାତିସଂଘ…

ଖାର୍ତୁମ,୧୨।୧୧ : ଯୁଦ୍ଧଗ୍ରସ୍ତ ସୁଦାନରେ ଗତ ଏକମାସ ମଧ୍ୟରେ ୮୦୦ରୁ ଅଧିକ ସୁଦାନ ନାଗରିକଙ୍କର ନରସଂହାର କରାଯାଇଛି। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ପଶ୍ଚିମ ଡାଫୁର ପ୍ରଦେଶର ଆର୍ଦାମାତା ଅଞ୍ଚଳରେ ସୁଦାନ ପାରାମିଲିଟାରୀ ବାହିନୀ ଏବଂ ମିଳିତ ଆରବ ବିଦ୍ରୋହୀଙ୍କ…

ଅଲ ଅସ୍କା ହସ୍ପିଟାଲରୁ ଶିଶୁଙ୍କୁ ସ୍ଥାନାନ୍ତରଣ ପାଇଁ ଇସ୍ରାଏଲ ସେନାର ଅନୁମତି…

ଜେରୁଜେଲମ,୧୨।୧୧ : ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ହମାସ ପକ୍ଷରୁ ଇସ୍ରାଏଲ ସେନା ଶିବିରକୁ ଟାର୍ଗେଟ କରି କରାଯାଇଛି। ଗାଜାର ଅଲ ଅସ୍କା ହସ୍ପିଟାଲରେ ଇନ୍ଧନ ଅଭାବରୁ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇ ପାରିନାହିଁ।…

କରୀନାଙ୍କ ଦିଓ୍ବାଲୀ ପାର୍ଟି, ଯୋଗଦେଲେ ବି’ ଟାଉନର ଏସବୁ ଷ୍ଟାର୍‌

ମୁମ୍ବାଇ: ବର୍ତ୍ତମାନ ଦେଶର ଚାରିଆଡ଼େ ଦୀପାବଳି ଉତ୍ସବ ପାଳନ କରାଯାଉଛି। ସମସ୍ତେ ଏହି ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଏହି ଉତ୍ସାହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ସେମାନଙ୍କର ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର ଲୋକମାନଙ୍କ ପାଇଁ…

୧୩୦ କିଲୋମିଟର ବେଗରେ ଯାଉଥିଲା ଟ୍ରେନ, ଏମର୍ଜେନ୍ସି ବ୍ରେକ୍‌ ଲଗାଇଲେ ଲୋକୋ ପାଇଲଟ, ୨ ଯାତ୍ରୀ ମୃତ…

ରାଞ୍ଚି,୧୨।୧୧ : ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ…

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୧୨ା୧୧: ଇଣ୍ଡୋନେସିଆରେ ପୁଣି ଥରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ ସେସ୍‌ମୋଲୋଜି କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ଥିଲା। ସେଣ୍ଟର ଫର ରିସର୍ଚ୍ଚ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର…

ଘରେ ବସି କେବଳ ନିଜ କେଶ ଧୋଇ ମହିଳା ହୋଇଗଲେ କୋଟିପତି, ଦେଖନ୍ତୁ ଭାଇରାଲ ଭିଡିଓ…

ଇଡେନବର୍ଗ,୧୨।୧୧ : କେବଳ ଘରେ ବସି ନିଜର କେଶ ଧୋଇ କେହି ଜଣେ କୋଟିପତି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ସ୍କଟଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୟୁଜରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?