Home

ଅଳାଇଲୋରେ ଅଧିକୃତ ଜମି ଚାଷୀଙ୍କୁ ଫେରାଅ

କେନ୍ଦ୍ରାପଡ଼ା,୧୬ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଳାଇଲୋଠାରେ ବିଦ୍ୟୁତ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ସ୍ଥାନୀୟ ଲୋକଙ୍କଠାରୁ ୧୨ବର୍ଷ ପୂର୍ବେ ଜମି ଅଧିଗ୍ରହଣ କରାଯାଇଥିଲା। ତେବେ ଏହି ଜମି ଚାଷୀଙ୍କୁ ଫେରାଇବା ପାଇଁ ଜିଲା ଜନ ଅଧିକାର ଅଭିଯାନ ପକ୍ଷରୁ ଜିଲାପାଳଙ୍କୁ…

ଦେବୀ ନଦୀବନ୍ଧରେ ୨ଶହ ଫୁଟ୍‌ର ଫାଟ

କାକଟପୁର(ଶୁଭଦର୍ଶନ ମିଶ୍ର)/ଅସ୍ତରଙ୍ଗ (ପ୍ରଦୀପ୍ତ କୁମାର ଦୀକ୍ଷିତ), ୧୬ା୧୦: ପୁରୀ ଜିଲା କାକଟପୁର ଜଳସମ୍ପଦ ବିଭାଗ ଅଧୀନସ୍ଥ ଦେବୀ ନଦୀବନ୍ଧ ରାସ୍ତାରେ ୨ଶହ ଫୁଟ ଲମ୍ବ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ…

ଓଜେଇ ରିପୋର୍ଟ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୧୬ା୧୦(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜ(ଜିଏଏମ୍‌)ରେ ବିନା ଏନ୍‌ଇଇଟି, ଓଜେଇ ଆଲଟ୍‌ମେଣ୍ଟ ନମ୍ବର ଏପରି କି ପୂର୍ବରୁ କୌଣସି କଲେଜରେ ନାମ ଲେଖାଇ ନ ଥିବା ପିଲାଙ୍କୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉଛି। ଏହାର ସମସ୍ତ…

ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬ା୧୦(୦୫): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଯିବେ। ବାଇଡେନଙ୍କ ଏହି ଗସ୍ତ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ହମାସ୍‌-ଇସ୍ରାଏଲ ମଧ୍ୟରେ ଘମାଘଟ ଲଢ଼େଇ ଚାଲିଥିବା ବେଳେ ବାଇଡେନ ଇସ୍ରାଏଲ ଯିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ବାଇଡେନଙ୍କୁ…

ଧାନକ୍ଷେତ ଛାଡ଼ି ଯାଉନାହାନ୍ତି ହାତୀ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। କ୍ଷେତରେ ଏବେ ଧାନ କେଣ୍ଡା ମାରିଲାଣି। ଆଉ ପ୍ରାୟ ମାସକ ମଧ୍ୟରେ ଚାଷୀ ଫସଲ ଅମଳ କରିବ। ଧାନ ଅମଳ କଲେ ବିକି ଧାର କରଜ…

୭୮ରେ ନବୀନ

ଭୁବନେଶ୍ୱର, ୧୬।୧୦: (ସୁନିତ୍‌ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୭୮ ବର୍ଷ ବୟସରେ ପଦାର୍ପଣ କରିବେ। ହେଲେ ଚଳିତଥର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ରବିବାର ସୂଚନା ଦେଇଛନ୍ତି। ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା…

କେବେ ଭାବିଛନ୍ତି ଉଡ଼ନ୍ତା ବିମାନରୁ ଇନ୍ଧନ ଶେଷ ହୋଇଗଲେ କ’ଣ ହୁଏ ପରିସ୍ଥିତି, ଜାଣନ୍ତୁ ଏ ସମ୍ପର୍କରେ…

ଓଟାଓ୍ବା,୧୬ା୧୦(୦୫): କୁହାଯାଏ, ଭଲ ଜିନିଷ ସହିତ କିଛି ଖରାପ ମଧ୍ୟ ରହିଥାଏ। ଯଦି ସୁବିଧା ଉପଲବ୍ଧ ଅଛି, ତେବେ ଏହା ସହିତ ବିପଦ ମଧ୍ୟ ଅଛି। ଟେକ୍ନୋଲୋଜି ଆମର ଲାଭ ପାଇଁ ସୃଷ୍ଟି ହୋଇଛି କିନ୍ତୁ ଭୁଲ୍‌ କରିବାର ସମ୍ଭାବନା ସବୁଠାରେ…

ଗାଜାରେ ମେଡିକାଲ ସପ୍ଲାଇ ବନ୍ଦ ହେଲେ ଯିବ ହଜାର ହଜାର ରୋଗୀଙ୍କ ଜୀବନ

ଜେରୁଜେଲମ,୧୫।୧୦: ଗାଜାର ଡାକ୍ତରମାନେ ରବିବାର ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଆହତ ବ୍ୟକ୍ତିଙ୍କ ସହ ଭର୍ତ୍ତି ହୋଇଥିବା ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଚିକିତ୍ସା ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ହଜାର ହଜାର ରୋଗୀ ପ୍ରାଣ…

‘ଅଗ୍ନିବୀର’ଙ୍କୁ ମିଳିଲାନି ଗାର୍ଡ ଅଫ ଅନର,କେନ୍ଦ୍ରକୁ ଟାର୍ଗେଟ କଲେ ରାଘବ ଚଢା

ନୂଆଦିଲ୍ଲୀ,୧୫।୧୦: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି(ଏଏପି) ଏମପି ରାଘବ ଚଢା। ତେବେ ଜଣେ ଅଗ୍ନିବୀର ଜବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ନ ମିଳିବାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ,…

ପାଲେଷ୍ଟାଇନ୍‌କୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦(୦୭): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ…

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ, ଜିନ୍ନା ନୁହେଁ ହିନ୍ଦୁ ମହାସଭା ଯୋଗୁ ହୋଇଥିଲା ଭାରତ-ପାକିସ୍ତାନ ବିଭାଜନ

ନୂଆଦିଲ୍ଲୀ,୧୫।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅନେକ ସମୟରେ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ପୁଣିଥରେ ଏସପି ନେତା ମୌର୍ଯ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ବାନ୍ଦାରେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ବାମୀ…

ପାଲେଷ୍ଟାଇନକୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ମୁମ୍ବାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ବୈଠକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri