Home

ପୃଥ୍ବୀ ଶ’ଙ୍କ କମାଲ

ଲଣ୍ଡନ,୧୪।୮:ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଜିକାଲି ରୟାଲ ଲଣ୍ଡନ ୱାନ ଡେ କପରେ କାଉଣ୍ଟି ଦଳ ନର୍ଥମ୍ପଟାୟଶାୟାର ପାଇଁ ଖେଳୁଛନ୍ତି। ଶ’ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଚମତ୍କାର ଖେଳିଛନ୍ତି। ଡେବ୍ୟୁ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ…

ୟୁଏଇରେ ଅନଲାଇନ ଠକେଇ ବୃଦ୍ଧି, ଚିନ୍ତାରେ ସରକାର…

ଆବୁଧାବି,୧୪।୮ : ୟୁଏଇରେ ଅନଲାଇନ ଠକେଇରେ ହଠାତ ବୃଦ୍ଧି ଘଟିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆବୁଧାବି ପୋଲିସ ଏକ ସତର୍କ ସୂଚନା ଜାରି କରିଛି। କୁହାଯାଉଛି ଏହି ଠକମାନେ ସରକାରୀ ଅନୁଷ୍ଠାନ କିମ୍ବା ଜଣାଶୁଣା କମ୍ପାନୀଗୁଡିକରୁ ମିଥ୍ୟା କଲ କରି ନ…

ବର୍ଷାଦିନେ ସ୍ବାସ୍ଥ୍ୟ ସମସ୍ୟା

ବର୍ଷକ ବାରମାସ। ତନ୍ମଧ୍ୟରୁ ବର୍ଷା ଚାରିମାସରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ରୋଗଗୁଡ଼ିକୁ ନିୟନ୍ତ୍ରଣ, ନିରାକରଣ ଓ ପ୍ରତିରୋଧ ପାଇଁ ଯଥା ସମୟରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମ୍ୟାଲେରିଆ: ସାରା ପୃଥିବୀରେ…

ଅଗଷ୍ଟ ୧୫ ପତାକା ଉତ୍ତୋଳନରେ ମୋଦିଙ୍କୁ ସହଯୋଗ କରିବେ ଦୁଇ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଲାଲକିଲା ପ୍ରାଚିରରୁ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହି ବର୍ଷ ସ୍ବାଧିନତା ଦିବସରେ ‘ଆଜାଦି କା ଅମୃତ ମହୋତ୍ସବ’ ସମାରୋହର ସମାପନ ହେବ ଓ ୨୦୪୭ ପର୍ଯ୍ୟନ୍ତ…

୫ ବର୍ଷରେ ୮ ଲକ୍ଷ ଛାଡିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୪।୮ : ଚଳିତ ବର୍ଷ ୨୦୨୩ରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତ୍ୱ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଗତ ପାଞ୍ଚ ବର୍ଷର ପରିସଂଖ୍ୟାନ ବହୁତ ଚିନ୍ତାର କାରଣ ପାଲଟିଛି। ଏହି ସମୟ ମଧ୍ୟରେ ୮ ଲକ୍ଷରୁ ଅଧିକ…

ଇତିହାସ ରଚିଲେ ସୂର୍ଯ୍ୟକୁମାର

ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ନଜର ଆସିଛନ୍ତି। ସେ ସିରିଜର ଅନ୍ତିମ ମ୍ୟାଚ୍‌ରେ ୬୧ ରନ ସଂଗ୍ରହ କରିଥିଲେ। ଯଦିଓ ତାଙ୍କ ଇନିଂସ…

‘ଶେଷଥର ପାଇଁ ଲାଲକିଲାରେ ତ୍ରିରଙ୍ଗା ଉଡାଇବେ ମୋଦି’, ଜେଡିୟୁର ଦାବି

ପାଟନା,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ ତମ ସ୍ବାଧିନତା ଦିବସ ଅମସରରେ ରାଜଧାନୀ ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ…

ଇତିହାସ ରଚିବ ଚନ୍ଦ୍ରୟାନ-୩

ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍‌ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ ଯାନ ଲୁନା-୨, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ।…

ମଦୁରାଇ ଶିଳ୍ପୀଙ୍କ ବିଦାୟ

ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ…

ଏଲଏସିରେ ଭାରତ ଦୃଢ଼ ସୁରକ୍ଷା ପ୍ରସ୍ତୁତି: ୬୮ ହଜାର ଅତିରିକ୍ତ ଯବାନ, ୯୦ ଟ୍ୟାଙ୍କ ମୁତୟନ…

ଲେହ,୧୪।୮ : ଭାରତ ଏଲଏସି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛି। ପୂର୍ବ ଲଦାଖରେ ଭାରତ ତାଇନା ଅନ୍ତର୍ଜାତୀୟ ସୀମାରେ ୬୮ ହଜାର ଅତିରିକ୍ତ ଯବାନ ଏବଂ ୯୦ ଟ୍ୟାଙ୍କ ନିୟୋଜିତ କରାଯାଇଛି। ମିଗ -୨୯ ସ୍କ୍ବଡ୍ରନ ଏବଂ ଡ୍ରୋନ ମଧ୍ୟ…

ଚାଇନାରେ ବନ୍ୟା ସହ ଭୂସ୍ଖଳନ, ୨୧ ମୃତ

ବେଜିଂ,୧୪।୮: ଚାଇନା ସାନକ୍ସିର ସିଆନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଫଳରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର…

ଲିଜାର୍ଡ ଡେ’

ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri